Browsing Category

ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧିହେଲେ ଅଙ୍କିତା ଲୋଖଣ୍ଡେ

ନୂଆଦିଲ୍ଳୀ : ବିବାହ ବନ୍ଧନରେ ବାନ୍ଧିହେଲେ ଅଙ୍କିତା ଲୋଖଣ୍ଡେ । ବହୁ ଚର୍ଚ୍ଚିତ ତଥା ଲୋକପ୍ରିୟ ଟିଭି ଶୋ ‘ପବିତ୍ର ରିସ୍ତା’ ଫେମ୍‌ ଅଙ୍କିତା ଲୋଖଣ୍ଡେ ତାଙ୍କ ପ୍ରେମିକ ଭିକି ଜୈନଙ୍କ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବହୁ ଦିନର ଅପେକ୍ଷାର ଦୁହିଁଙ୍କର ହାତଗଣ୍ଠି ପଡିଲା । ଭିକିଙ୍କ…
Read More...

ହରନାଜ୍ କୌର ମିସ୍ ୟୁନିଭର୍ସ | ଭାରତର ଝିଅ ହରନାଜ୍ କୌର ହେଲେ ମିସ୍ ୟୁନିଭର୍ସ

ନୂଆଦିଲ୍ଲୀ : ହରନାଜ୍ କୌର ମିସ୍ ୟୁନିଭର୍ସ, ମିସ୍ ୟୁନିଭର୍ସ ୨୦୨୧ ତାଜ ପିନ୍ଧିଲେ ହରନାଜ୍ କୌର । ୨୧ ବର୍ଷ ପରେ ଭାରତକୁ ମିଳିଛି ଏହି ସଫଳତା । ଏହି ପ୍ରତିଯୋଗିତାରେ ଭାରତର ଝିଅ ହରନାଜ କୌର ସନ୍ଧୁ ୭୦ ତମ ମିସ୍ ୟୁନିଭର୍ସ ତାଜ୍ ହାସଲ କରିଛନ୍ତି । ଇସ୍ରାଏଲରେ ଆୟୋଜିତ ହୋଇଥିଲା ୭୦…
Read More...

କ୍ୟାଟ୍ରିନାଙ୍କ ୬ ଭଉଣୀ ଙ୍କ ବିଷୟରେ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: କ୍ୟାଟ୍ରିନା କୈଫ ଓ ଭିକି କୌଶଲ ତାଙ୍କର ବିବାହ ପାଇଁ ଏବେ ଲାଇମଲାଇଟରେ ରହିଛନ୍ତି । ଗତ କାଲି ଉଭୟେ ସାତ ଫେରି ନେଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେହିପରି ଏହି ବିବାହ ଉତ୍ସବରେ କ୍ୟାଟ୍ରିନାଙ୍କ ୬ ଭଉଣୀ ମଧ୍ୟ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ଆସନ୍ତୁ ଜାଣିବା…
Read More...

ଆଜି ଭିକିଙ୍କ କନିଆଁ ସାଜିବେ କ୍ୟାଟ୍ରିନା

ମୁମ୍ବାଇ: ଆଜି ହାତକୁ ଦି ହାତ ହେବେ ବଲିଉଡର ଚିକନି ଚମେଲି ଓ ଅଭିନେତା ଭିକି କୌଶଲ୍ । ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ୍ର ଏହି ଲଭ୍ ବାର୍ଡ । ଆଜି ଭିକିଙ୍କ କନିଆଁ ସାଜିବେ କ୍ୟାଟ୍ରିନା। ନିଜଠୁ ୫ ବର୍ଷ ସାନ ଭିକିଙ୍କ ହାତ ଧରି ମିସ୍‌ କୈଫ ପାଲଟିଯିବେ ମିସେସ କୌଶଲ । ଏଥିପାଇଁ…
Read More...

ଜ୍ୟାକ୍‌ଲିନ୍‌ଙ୍କ ନାଁରେ ଠକେଇ ଅଭିଯୋଗ

ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଏବଂ ନୋରା ଫତେହିଙ୍କ ନାଁରେ ୨୦୦ କୋଟି ଠକେଇ ମାମଲାର ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଏବଂ ଜ୍ୟାକ୍‌ଲିନ୍‌ ଜାନୁଆରୀରେ ପରସ୍ପର ସହ କଥାବାର୍ତ୍ତା କରିବା ଆରମ୍ଭ କରିଥିଲେ । ସୁକେଶ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ୧୦ କୋଟିରୁ ଅଧିକ ମୂଲ୍ୟର ଦାମୀ ଉପହାର…
Read More...

କୋରିଓଗ୍ରାଫର ଶିବ ଶଙ୍କରଙ୍କ ଦେହାନ୍ତ

ଚେନ୍ନାଇ : ଦକ୍ଷିଣ ଭାରତୀୟ ଫିଲ୍ମର କୋରିଓଗ୍ରାଫର ଶିବ ଶଙ୍କରଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । କିଛି ଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଚିକିତ୍ସା ପାଇଁ ହାଇଦ୍ରାବାଦ ସ୍ଥିତ ଆଇଜି ହସ୍ପିଟାଲରେ ଭର୍ତ୍ତି…
Read More...

କଙ୍ଗନାଙ୍କ ନାମରେ ମାମଲା ରୁଜୁ

ମୁମ୍ବାଇ : ମୁମ୍ବାଇରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଅଭିନେତ୍ରୀ କଙ୍ଗନା ଇନ୍ଦିରା ଗାନ୍ଧୀ ଏବଂ ଖାଲିସ୍ତାନଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଥିଲେ ଯାହା ପରେ ସାରା ଦେଶରେ ତାଙ୍କୁ ବିରୋଧ କରାଯାଉଛି । ଏହାପୂର୍ବରୁ ଦିଲ୍ଲୀର ଶିଖ ଗୁରୁଦ୍ୱାର…
Read More...

ସଚିନ୍‌ ତେନ୍ଦୁଲକରଙ୍କ ଝିଅ ସାରା ବହୁତ ଷ୍ଟାଇଲିସ୍‌, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡିଆ ଏବଂ ଗ୍ଲାମର ଦୁନିଆଠାରୁ ବହୁତ ସରଳ ଜୀବନ ଅତିବାହିତ କରିଥାନ୍ତି । ସାରା ସୋସିଆଲ ମିଡିଆରେ ଆଦୌ ସକ୍ରିୟ ନୁହଁନ୍ତି, କିନ୍ତୁ ଇଣ୍ଟରନେଟରେ ଆସିବା ମାତ୍ରେ ତାଙ୍କର ଫଟୋ ଏବଂ ଭିଡିଓ ଖୁବ…
Read More...

ଯାଆଁଳା ଶିଶୁଙ୍କ ମାଆ ହେଲେ ପ୍ରୀତି ଜିଣ୍ଟା, ଜାଣନ୍ତୁ ପିଲାଙ୍କ ନାମ

ନୂଆଦିଲ୍ଲୀ:ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମାଆ ହୋଇଛନ୍ତି । ସେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ସେ ଏହାକୁ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଘୋଷଣା କରିଛନ୍ତି । ପ୍ରୀତି ଜିଣ୍ଟା ଏବଂ ଜିନ୍‌ ଗୁଡେନୋଫ୍‌ ସେମାନଙ୍କର ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଏକ ଭଲ ଖବର ସେୟାର…
Read More...

ଗୋଟିଏ ମଣ୍ଡପରେ ୯ ଜଣଙ୍କୁ ବିବାହ କଲେ ଏହି ମଡେଲ

ନୂଆଦିଲ୍ଲୀ: ବ୍ରାଜିଲରେ ଜଣେ ପୁରୁଷ ଜଣେ କି ଦୁଇଜଣ ନୁହେଁ ବରଂ ନଅ ଜଣ ମହିଳାଙ୍କୁ ବିବାହ କରିଛନ୍ତି। ତାହା ପୁଣି ଗୋଟିଏ ମଣ୍ଡପରେ। ସାଓ ପାଉଲୋ ସହରର କ୍ୟାଥୋଲିକ ଚର୍ଚ୍ଚରେ ଆୟୋଜିତ ଏହି ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ସୂଚନା ଅନୁଯାୟୀ, ମଡେଲ୍ ଆର୍ଥର୍ ଓ ଉର୍ସୋ…
Read More...