Browsing Category

ମନୋରଞ୍ଜନ

ନେସନାଲ୍ କ୍ରସ୍ ଅଭିନେତ୍ରୀଙ୍କ ଏହି କାମରେ ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ : ସାଉଥ୍ ସିନେମାର ନେସନାଲ୍ କ୍ରସ୍ ଅଭିନେତ୍ରୀ ରଶ୍ମିକା ମନ୍ଦନା ପୁଣି ଥରେ ଚର୍ଚ୍ଚାରେ। ଏଥର କିନ୍ତୁ କୌଣସି ପ୍ରୋଜେକ୍ଟକୁ ନେଇ ନୁହେଁ ବରଂ ବଲିଉଡ ଅଭିନେତା ବିକି କୌଶଲଙ୍କ ସହ କରିଥିବା ଏକ ବିଜ୍ଞାପନ ପାଇଁ, ଯେଉଁଥିରେ ସେ ଏକ ଅଣ୍ଡର୍ ୱେୟାର୍ ବିଜ୍ଞାପନରେ ନଜର ଆସିଛନ୍ତି।
Read More...

ରାଜ କୁନ୍ଦ୍ରାଙ୍କୁ ଜାମିନ୍ ମିଳିବା ପରେ ଏପରି ପୋଷ୍ଟ କଲେ ଶିଳ୍ପା ଶେଟ୍ଟୀ

ମୁମ୍ବାଇ: ଅଶ୍ଳୀଳ ଭିଡିଓ ମାମଲାରେ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଜାମିନ ପାଇଛନ୍ତି। । ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କୁ ୫୦,୦୦୦ ଟଙ୍କାର ଜାମିନ ପ୍ରଦାନ କରିଛନ୍ତି। ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପା ଶେଟ୍ଟୀଙ୍କ ସମସ୍ୟା ବଢିଯାଇଥିଲା।
Read More...

ଅଶ୍ଳୀଳ ଚଳଚ୍ଚିତ୍ର ମାମଲା: ଜାମିନ ପାଇବା ପରେ ଜେଲରୁ ମୁକୁଳିଲେ ରାଜ କୁନ୍ଦ୍ରା

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ମାମଲାରେ ଜାମିନ ପାଇବା ପରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ୬୪ ଦିନ ପରେ ଜେଲରୁ ବାହାରିଛନ୍ତି । ସୋମବାର ମୁମ୍ବାଇର ଏକ କୋର୍ଟ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିଥିଲେ । ଅଦାଲତ କୁଣ୍ଡ୍ରାଙ୍କୁ ୫୦,୦୦୦ ଟଙ୍କା ବ୍ୟକ୍ତିଗତ
Read More...

ପୁଅର ପିତାଙ୍କ ନାମ ପ୍ରକାଶ କଲେ ନୁସରତ, ଜାଣନ୍ତୁ ସେ କିଏ ?

କୋଲକାତା : ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସର ସାଂସତ ତଥା ଅଭିନତ୍ରୀ ନୁସରତ ଜାହାନଙ୍କ ପୁଅର ପିତାଙ୍କ ନାମ ପ୍ରକାଶ ପାଇଛି । ତାଙ୍କର ସାଥୀ ବଙ୍ଗୀୟ ଅଭିନେତା ୟଶ ଦାସଗୁପ୍ତାଙ୍କ ନାମ ନୁସରତଙ୍କ ପୁଅର ଜନ୍ମ ପ୍ରମାଣପତ୍ରରେ ପିତା ଭାବରେ ଲେଖାଯାଇଥିଲା । ବିଶେଷ କଥା ହେଉଛି ଏହା
Read More...

ଦେବୀ ସୀତା ହେବେ କଙ୍ଗନା

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଦେବୀ ସୀତା ଭୂମିକାରେ ଅଭିନୟ କରିବେ ବୋଲି ଜଣାପଡିଛି । ଏ ସଂପର୍କରେ ‘ସୀତା - ଏକ ଅବତାର' ଶୀର୍ଷକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଯାଉଥିବା ଆଲୋକିକ ଦେଶାଇ ସୋସିଆଲ ମିଡିଆ ମାଧ୍ୟମରେ ଏହା ସ୍ପଷ୍ଟ କରିଛନ୍ତି ନିଶ୍ଚିତ କରିଛନ୍ତି । ଅଲୋକିକ
Read More...

ସିନ୍ଧୁଙ୍କ ସହ ରାତ୍ରୀଭୋଜନ କଲେ ଦୀପିକା-ରଣବୀର

ଶନିବାର ରାତିରେ ମୁମ୍ବାଇର ୱର୍ଲି ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟ ବାହାରେ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଯାହାର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦୀପିକା ସିନ୍ଧୁଙ୍କୁ ରାତ୍ରୀ ଭୋଜନ
Read More...

ଅକ୍ଷୟ କୁମାରଙ୍କ ମାତୃ ବିୟୋଗ

ମୁମ୍ବାଇ : ଅକ୍ଷୟ କୁମାରଙ୍କ ମା ଅରୁଣା ଭାଟିଆ ୭୭ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ବୟସ ସମ୍ବନ୍ଧୀୟ ସମସ୍ୟା ହେତୁ ତାଙ୍କୁ କିଛି ଦିନ ପୂର୍ବରୁ ମୁମ୍ବାଇର ହିରାନନ୍ଦାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅକ୍ଷୟ ନିଜେ ଟୁଇଟ୍‌ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ସେ
Read More...

ଗଣେଶ ପୂଜାରେ ମୁକ୍ତି ଲାଭ କରିବାକୁ ଯାଉଛି ‘ଚକ୍ଷୁବନ୍ଧନ’

ଗଣେଶ ପୂଜାରେ ‘ଚକ୍ଷୁବନ୍ଧନ’ । ତାରିଖ ଘୋଷଣା ସହ ହେଲା ପୋଷ୍ଟର ରିଲିଜ । ଅବସରରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଭୁବନେଶ୍ବର ସ୍ଥିତ ହୋଟେଲ ସୃଣ୍ଡି ଗ୍ରାଣ୍ଡଠାରେ ଏକ ଗଣେଶପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡିଆ ଚଳଚ୍ଚିତ୍ର ‘ଚକ୍ଷୁବନ୍ଧନ’ । ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ
Read More...

ଇଡିରେ ହାଜର ହେଲେ ରକୁଲ ପ୍ରୀତ

ମୁମ୍ବାଇ : ଟଲିଉଡ ଏବଂ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଇଡି ନିକଟରେ ହାଜର ହୋଇଛନ୍ତି । ବାସ୍ତବରେ, ଚାରି ବର୍ଷ ପୁରୁଣା ଡ୍ରଗ୍ସ ମାମଲାରେ ଟଲିଉଡର ଭେଟେରାନ୍ ଆକ୍ଟର ତଥା ନିର୍ଦ୍ଦେଶକଙ୍କୁ ଉଡି ସମନ ପଠାଇଥିଲା । ଏହି କ୍ରମରେ ଶୁକ୍ରବାର ଦିନ ଫିଲ୍ମ ଅଭିନେତ୍ରୀ ରକୁଲ
Read More...

ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଅନ୍ତିମ ଯାତ୍ରା ଆରମ୍ଭ

ମୁମ୍ବାଇ : ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଅନ୍ତିମ ସଂସ୍କାର ଶ୍ମଶାନରେ ଆରମ୍ଭ ହୋଇଛି । ବ୍ରହ୍ମାକୁମାରୀ ରୀତିନୀତି ଅନୁଯାୟୀ ଅନ୍ତିମ ସଂସ୍କାର କରାଯାଉଛି । ପିଲାଦିନରୁ ସିଦ୍ଧାର୍ଥ ଏହି ଅନୁଷ୍ଠାନ ସହିତ ଜଡିତ ଥିଲେ । ଶବଦାହ ପଡିଆରେ ସେଲିବ୍ରିଟି ଏବଂ ପ୍ରଶଂସକଙ୍କ ଭିଡ ଲାଗି ରହିଛି
Read More...