Browsing Category

ମନୋରଞ୍ଜନ

ଗୋଟିଏ ଫିଲ୍ମ ପାଇଁ ଏତିକି ଟଙ୍କା ନିଅନ୍ତି ପ୍ରିୟାପ୍ରକାଶ, ଆଖି ଇସାରରେ ସମସ୍ତଙ୍କୁ ମତୁଆଲା କରିଥିଲେ

ପ୍ରିୟା ପ୍ରକାଶ ଭାରିୟର ତାଙ୍କର ଏକ ଭିଡିଓ ପାଇଁ ଇଣ୍ଟରନେଟ୍‌ ସେନ୍‌ସେସ୍‌ ପାଲଟିଯାଇଥିଲେ । ଯେଉଁଥିରେ ସେ ତାଙ୍କର ଆଖି ଇସାରରେ ସମସ୍ତ ଦେଶର ଯୁବବର୍ଗଙ୍କୁ ମତୁଆଲା କରିଥିଲେ । ଏହି ଭିଡିଓଟି ତାଙ୍କ ମାଲାୟାଲମ୍‌ ଚଳଚ୍ଚ଼ିତ୍ର "ଓରୁ ଅଦର ଲଭ୍‌'ର ଗୀତ ମାଣିକ୍ୟ ମଲାରାୟା ପୋରଭି'ର ଥିଲା ।
Read More...

ଆଉ ନାହାନ୍ତି ବିଗ୍‌ ବସ୍‌ ବିଜେତା ସିଦ୍ଧାର୍ଥ ଶୁକ୍ଲା

ମୁମ୍ବାଇ: ଆଉ ନାହାନ୍ତି ବିଗ୍‌ ବସ୍‌ ବିଜେତା ସିଦ୍ଧାର୍ଥ ଶୁକ୍ଲା। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି ବୋଲି କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା।ସୂଚନା ମୁତାବକ, ଗତକାଲି ରାତିରେ ସିଦ୍ଧାର୍ଥ ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ। କିନ୍ତୁ ଆଜି ସକାଳେ ସେ ଆଉ
Read More...

ବର୍ଷା ହେବେ ‘ବିଜୟିନି’

ଓଲିଉଡର ଷ୍ଟାର୍‌ ନାୟିକା ବର୍ଷା ପ୍ରିୟଦର୍ଶନୀଙ୍କ ଆଗାମୀ ଚଳଚ୍ଚ଼ିତ୍ର ‘ବିଜୟିନି'ର ଶୁଭ ମୁହୂରତ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଚଳଚ୍ଚ଼ିତ୍ର ମାଧ୍ୟମରେ ଏକ ନୂତନ ଯାତ୍ରା ପାଇଁ ପୁରା କାଷ୍ଟ ଏବଂ କ୍ରୁଙ୍କ ନିମନ୍ତେ ଏହା ଏକ ବିଶେଷ ଉତ୍ସବ ଥିଲା । ଏହି ପ୍ରୋଜେକ୍ଟ ପାଇଁ ଏକାଠି
Read More...

ଏହି ତାରିଖରେ ମୁକ୍ତିଲାଭ କରିବ ‘କେଜିଏଫ୍‌-୨’

ମୁମ୍ବଇ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘କେଜିଏଫ୍‌-୨’ର ମୁକ୍ତିଲାଭ ତାରିଖ ଘୁଞ୍ଚାଇ ଦିଆଯାଇଛି। ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟାଇ ଫିଲ୍ମର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଛି। କନ୍ନଡ଼ ସୁପରଷ୍ଟାର ୟଶ ନିଜେ ଚଳଚ୍ଚିତ୍ରର ରିଲିଜ୍‌ ତାରିଖ ଘୋଷଣା
Read More...

ସମୁଦ୍ର କୂଳରେ ମସ୍ତି କରୁଛନ୍ତି ମୌନୀ ରୟ

ନୂଆଦିଲ୍ଲୀ: ବଲିଉଡର ହଟ୍‌ ଅଭିନେତ୍ରୀ ଭାବେ ଜଣାଶୁଣା ମୌନୀ ରୟ ଏବେ ମାଲଦ୍ୱୀପ ଛୁଟି କଟାଉଥିବା ଜଣାପଡିଛି । ସେ ତାଙ୍କର ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରେ କିଛି ଫଟୋ ଓ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସମୁଦ୍ର କୂଳରେ ମସ୍ତି କରୁଥିବା ଦେଖିବାକୁ ମିଳୁଛି । ତାଙ୍କର ଏହି ହଟ୍‌ ଅନ୍ଦାଜର
Read More...

ଇଣ୍ଡିଆନ ଆଇଡଲ ବିଜେତା ହେଲେ ପବନଦୀପ

ମୁମ୍ବାଇ: ଦେଶର ପପୁଲାର ସିଙ୍ଗିଙ୍ଗ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲକୁ ମିଳିଛି ନୂଆ ବିଜେତା। ଉତ୍ତରାଖଣ୍ଡର ପବନଦୀପ ରାଜନ ପିନ୍ଧିଛନ୍ତି ଇଣ୍ଡିଆନ୍ ଆଇଡଲ୍‌ ସିଜିନ୍ ୧୨ର ବିଜୟୀ ମୁକୁଟ।ନିଜ ସୁମଧୁର ସ୍ୱରର ଯାଦୁରେ ପବନଦୀପ ପ୍ରଥମରୁ ଦର୍ଶକ ଓ ଜଜ୍‌ଙ୍କୁ ଇମ୍ପ୍ରେସ୍‌ କରିପାରିଥିବା ବେଳେ
Read More...

ଝାଡୁ କରିବାର ନୂଆ କୌଶଳ ଶିଖାଉଛନ୍ତି ସୋନୁ ସୁଦ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ସୋନୁ ସୁଦ ସୋସିଆଲ ମିଡିଆରେ ପ୍ରାୟତଃ ସବୁବେଳେ ସକ୍ରିୟ ରହୁନ୍ତି । ତାଙ୍କର ବହୁ ଭିଡିଓ ପ୍ରତିଦିନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।ସେ ସର୍ବଦା ସାଧାରଣ ଜନତାଙ୍କ ସହ ଜଡିତ ଅଟନ୍ତି ଏବଂ ଅଭାବୀ ଲୋକଙ୍କୁ ସାହାଯ୍ୟ କରିଥା’ନ୍ତି । ଏଥି ସହିତ,
Read More...

ବର୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଭବ

ଭୁବନେଶ୍ୱର: ତମାମ ବାଦ-ବିବାଦ , ମତାନ୍ତର-ମନାନ୍ତର ଓ କୋର୍ଟ କଚେରୀ ସତ୍ତ୍ୱେ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଉଇସ କରିଛନ୍ତି ସ୍ୱାମୀ ଅନୁଭବ ମହାନ୍ତି । ଆଜି ବର୍ଷାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ। ଏନେଇ ସୋଶାଲ ମିଡିଆରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ
Read More...

ଏମିତି ହେବ ଜାହ୍ନବୀଙ୍କ ବାହାଘର, ସାନ ଭଉଣୀ ବୁଝିବେ ସବୁ କଥା

ଦୁଇ ଦିନରେ ସରିବ ଜାହ୍ନବୀଙ୍କ ବାହାଘର। ମହମବତୀ ଏବଂ ଜୁଇ ଫୁଳରେ ସଜେଇ ହେବ ମଣ୍ଡପ। ପିନ୍ଧିବେ କାଞ୍ଜିବରମ ପାଟ। ବିବାହର ସବୁ କିଛି ବୁଝାବୁଝି କରିବେ ଭଉଣୀ ଅଂଶୁଳ। ବେଚଲରେଟ୍‌ ପାର୍ଟିରେ ପିନ୍ଧିବେ କ୍ୟାପ୍ରି। ଆଉ ତିରୁପତିର ହେବ ବିବାହ। ଏକଥା ଆମେ କହୁନୁ ଖୋଦ୍‌ ଜାହ୍ନବୀ କପୁର
Read More...

ଭଗବାନ ଆମକୁ ସବୁକିଛି ଦେଇଛନ୍ତି, ତେବେ ଏସବୁ…

ମୁମ୍ବାଇ : ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ହେବା ପରେ ରାଜ କୁନ୍ଦ୍ରା ଏବଂ ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କ ମଧ୍ୟରେ ମଧ୍ୟ ବିବାଦ ଲାଗି ରହିଛି । ଅଶ୍ଳୀଳ ଚଳଚ୍ଚିତ୍ରର ନିର୍ମାଣ ମାମଲାରେ ଯେତେବେଳେ ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କ ଘରେ ଯାଞ୍ଚ ପାଇଁ ପହଞ୍ଚିଥିଲା, ସେତେବେଳେ
Read More...