Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଏହି ଆଞ୍ଚଳିକ ଦଳ ସବୁଠୁ ଧନୀ
ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷରେ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳମାନଙ୍କର ଜମା ଓ ସଂପତ୍ତିର ତାଲିକା ‘ଆସୋସିଏନସ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ’ (ଏଡିଆର୍) ପକ୍ଷରୁ ପ୍ରକାଶ କରାଯାଇଛି । ଏହି ତାଲିକାରେ ଆଞ୍ଚଳିକ ଦଳମାନଙ୍କ ଭିତରେ ପ୍ରଥମ ସ୍ଥାନରେ ସମାଜବାଦୀ ପାର୍ଟି ଥିବା ବେଳେ!-->…
Read More...
Read More...
ଅନ୍ତରୀକ୍ଷରେ ରହସ୍ୟମୟ ବସ୍ତୁର ସଂଧାନ ପାଇଲେ ବୈଜ୍ଞାନିକ
ନୂଆଦିଲ୍ଲୀ : ମହାକାଶରେ ଏଭଳି ଅନେକ ବସ୍ତୁ ରହିଛି,ଯାହାର ସଂଧାନ ଏଯାଏଁ ମିଳି ନାହିଁ । ବୈଜ୍ଞାନିକମାନେ ସେମାନଙ୍କର ଅନୁସଂଧାନ ଜାରି ରଖିଛନ୍ତି । ତେବେ ମଝିରେ ମଝିରେ ବୈଜ୍ଞାନିକମାନେ କିଛି ବସ୍ତୁର ସଂଧାନ ଅବଶ୍ୟ ପାଉଛନ୍ତି । ଏବେ ଜ୍ୟୋତିର୍ବିଜ୍ଞାନୀମାନେ ଏକ ଅତି ରହସ୍ୟମୟ ବସ୍ତୁର!-->…
Read More...
Read More...
କିଶୋରଙ୍କୁ ଟିକା ନେଇ ଦ୍ୱନ୍ଦ୍ୱ ଦୂର କଲା କେନ୍ଦ୍ର
ନୂଆଦିଲ୍ଲୀ : ଏବେ ଦେଶରେ ଚାଲିଛି କିଶୋର ଟିକାକରଣ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ୧୫ରୁ ୧୮ ର୍ବେ ବୟସର ପିଲାମାନଙ୍କୁ ଏହି ଅଭିଯାନରେ କରୋନା ଟିକା ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ପିଲା ଟିକା ନେଇସାରିଲେଣି । ତେବେ ଏହି ଟିକା ଓ ବୟସକୁ ନେଇ କିଛି!-->…
Read More...
Read More...
ଏହି ବିରଳ କାମ କରି ଦେଖାଇଦେଲେ ବିଶେଷଜ୍ଞ ଟିମ୍
ୱାଶିଂଟନ: ଚିକିତ୍ସା ବିଜ୍ଞାନରେ ଅନେକ ଆଶ୍ଚର୍ଯ୍ୟଜନକ ଓ ଚମକ୍ରାର ଉପଲବ୍ଧି ହାସଲ କରିଛନ୍ତି ଆମ ବୈଜ୍ଞାନିକମାନେ । ନୂଆ ଟେକନୋଲୋଜି ଜନ୍ମଲାଭ କରିଛି । ଏହିସବୁ ଟେକନୋଲୋଜି ସାହାଯ୍ୟରେ ଡାକ୍ତର ତଥା ବିଶେଷଜ୍ଞମାନେ ବହୁ ଅସାଧ୍ୟ କାର୍ଯ୍ୟକୁ ସାଧିତ କରିପାରୁଛନ୍ତି । ଫଳରେ ମାନବ ସମାଜର!-->…
Read More...
Read More...
ମାର୍ଚ୍ଚରେ ଘଟିବ ଏହି ମହାଜାଗତିକ ଘଟଣା
ୱାସିଂଟନ୍ : ମହାକାଶରେ ଏଭଳି ବହୁ ଘଟଣା-ଅଘଟଣା ଘଟୁଛି,ଯାହା ସଂପର୍କରେ ଆମେ ଖୁବ କମ ଜାଣିପାରୁଛେ । ବେଳେବେଳେ ବୈଜ୍ଞାନିକମାନେ ମଧ୍ୟ ଜାଣିପାରୁ ନାହାନ୍ତି । ବହୁ ବିଳମ୍ବରେ ଘଟଣା ସାମ୍ନାକୁ ଆସୁଛି । ଏବେ ବୈଜ୍ଞାନିକମାନେ ସେହିଭଳି ଏକ ଘଟଣାର ସୂଚନା ଦେଇଛନ୍ତି,ଯାହା ଅତ୍ୟନ୍ତ!-->…
Read More...
Read More...
ଅପହୃତ ଯୁବକଙ୍କୁ ଫେରାଇଲା ଚୀନ୍
ନୂଆଦିଲ୍ଲୀ: ଶେଷରେ ଉଦ୍ଧତ ଚୀନ ମୁଣ୍ଡ ନୂଆଁଇଛି । ଅପହରଣ କରିନେଇଥିବା ଭାରତୀୟ ନାଗରିକଙ୍କୁ ଚୀନ ଫେରାଇଛି । ସାତ ଦିନ ତଳେ ଚୀନର ପିଏଲଏ ଅରୁଣାଚଳ ପ୍ରଦେଶର ତରୁନ ମିରମଙ୍କୁ ଅପହରଣ କରିନେଇଥିଲା । ଭାରତ ସରକାରଙ୍କ ଚାପ ଓ ଚେତାବନୀ ପରେ ଆଜି ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ ଭାରତୀୟ!-->…
Read More...
Read More...
ଏହି ଖାସ୍ କାରଣରୁ ଏବେ ପଶ୍ଚାତାପ କରୁଛନ୍ତି ସାନିଆ
ନୂଆଦିଲ୍ଲୀ : ବହୁତ ଆଗୁଆ ନିଜର ଅବସର ଘୋଷଣା କରି ଏବେ ପଶ୍ଚାତାପ କରୁଛନ୍ତି ଭାରତର ଟେନିସ ରାଣୀ ସାନିଆ ମିର୍ଜା । ୨୦୨୨ ତାଙ୍କର ଶେଷ ସିଜନ୍ ହେବ ବୋଲି ନିକଟରେ ସେ ଘୋଷଣା କରିଥିଲେ । ତେବେ ଆଜି ସାନିଆ କହିଛନ୍ତି ଯେ ସେ ବହୁତ ଆଗୁଆ ଏହି ଘୋଷଣା କରିଦେଲେ । ଏନେଇ ତାଙ୍କୁ ଚାରିଆଡ଼ୁ!-->…
Read More...
Read More...
ପଦ୍ମ ଭୂଷଣ ଗ୍ରହଣ କରିବାକୁ ମନାକଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ
କୋଲକାତା : ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଆଜି କେନ୍ଦ୍ର ସରକାର ପଦ୍ମ ସମ୍ମାନ ଘୋଷଣା କରିଛନ୍ତି । ଅନ୍ୟମାନଙ୍କ ସହ ପଶ୍ଚିମ ବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ କମ୍ୟୁନିଷ୍ଟ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ପଦ୍ମ ଭୂଷଣ ତାଲିକାରେ ଅଛନ୍ତି । ତେବେ ସେ ପଦ୍ମ ଭୂଷଣ ସମ୍ମାନ!-->…
Read More...
Read More...
ଘୋଷଣା ହେଲା ପଦ୍ମ ପୁରସ୍କାର : ବିପିନ ରାୱତଙ୍କୁ ପଦ୍ମ ବିଭୂଷଣ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଘୋଷଣା କରିଛନ୍ତି ପଦ୍ମ ପୁରସ୍କାର । ଏଥର ବିଭିନ୍ନ କ୍ଷେତ୍ରର ମୋଟ ୧୨୮ ଜଣ ଖ୍ୟାତନାମା ବ୍ୟକ୍ତି ପାଇବେ ଏହି ସମ୍ମାନ । ସେମାନଙ୍କ ମଧ୍ୟରେ ୪ ଜଣ ପଦ୍ମ ବିଭୂଷଣ,୧୭ ଜଣ ପଦ୍ମଭୂଷଣ ଓ ୧୦୭ ଜଣ ପଦ୍ମ ପୁରସ୍କାର ବିଜେତା ଅଛନ୍ତି । ସେହିପରି,ସେମାନଙ୍କ!-->…
Read More...
Read More...
“ଟିକାକରଣ ଜନଆନ୍ଦୋଳନର ରୂପ ନେଇଛି’
ନୂଆଦିଲ୍ଲୀ: ଦେଶରେ କୋଭିଡ୍ ଟିକାକରଣ ଅଭିଯାନ ଏକ ଜନଆନ୍ଦୋଳନର ରୂପ ନେଇଛି । କରୋନା ବିରୋଧରେ ଦେଶବାସୀଙ୍କ ସଂଘର୍ଷ ଜାରି ରହିଛି । କୋଭିଡ୍ ବିରୋଧରେ ଭାରତ ଅନ୍ୟ ଦେଶକୁ ମଧ୍ୟ ସାହାଯ୍ୟ କରୁଛି । ମହାମାରୀ କାରଣରୁ ଚଳିତ ବର୍ଷ ଆମେ ଏହି ଉତ୍ସବକୁ ଧୂମଧାମରେ ପାଳନ କରିପାରିବୁନି ।!-->…
Read More...
Read More...