Browsing Category

ଦେଶ- ବିଦେଶ

ସ୍ୱାମୀଙ୍କୁ ନପୁଂସକ କରିଦେଲେ ପତ୍ନୀ!

ନୂଆଦିଲ୍ଲୀ : ବେଳେବେଳେ ମଣିଷର ମୁର୍ଖାମି ଯୋଗୁ ବହୁତ କ୍ଷତି ସହିବାକୁ ପଡ଼ିଥାଏ । ଏପରି କି ଜୀବନ ଚାଲିଯିବା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥାଏ । ସେହିଭଳି ଏକ ଘଟଣା ଘଟିଛି ଆମେରିକାର ଜଣେ ବ୍ୟକ୍ତି ସହିତ । ତାହା ପୁଣି ଆଉ କାହା ପାଇଁ ନୁହେଁ,ନିଜ ପତ୍ନୀଙ୍କ ଦାୟିତ୍ୱହୀନ ଓ
Read More...

ଭୂକମ୍ପରେ ୧୨ରୁ ଅଧିକ ମୃତ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଆଜି ହୋଇଛି ଏକ ବଡ଼ ଧରଣର ଭୂମିକମ୍ପ । ଆଫଗାନିସ୍ତାନର ପଶ୍ଚିମ ପ୍ରାନ୍ତ ବାଡଘିସରେ ହୋଇଥିବା ଭୂମିକମ୍ପରେ ଅତି କମରେ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହାସହ ଆହୁରି ଅନେକ ଲୋକେ ଆହତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬
Read More...

ମିଠା କିଲୋ ୧୬ ହଜାର : ଗୋଟିଏ ପିସ୍‌ର ମୂଲ୍ୟ ୮୦୦ ଟଙ୍କା

ନୂଆଦିଲ୍ଲୀ : ମଣିଷର ଅନ୍ୟ ଏକ ଲୋଭନୀୟ ଖାଦ୍ୟ ହେଉଛି ମିଠା । ଜଣେ ଜଣେ ଲୋକଙ୍କର ମିଠା ପ୍ରତି ଏତେ ଦୁର୍ବଳତା ଥାଏ ଯେ ସେମାନେ ଭାତରୁଟି ଖାଇବା ବି ଭୁଲି ଯାଆନ୍ତି । ବଜାରରେ ବିଭିନ୍ନ ପ୍ରକାରର ମିଠା ବିକ୍ରି ହେଉଛି । ମିଠା ଅନୁସାରେ ତାହାର ଦର ନିର୍ଦ୍ଧାରିତ ହୋଇଥାଏ । କାହାର ଦାମ କିଲୋ
Read More...

ପେଟ୍ରୋଲ ଲିଟର ୧୫୦ ଟଙ୍କା!

ଇସଲାମାବାଦ : ପାକିସ୍ତାନର ଅବସ୍ଥା ଏବେ ଅତି ସାଂଘାତିକ । ଦେଶର ଆର୍ଥିକ ସ୍ଥିତି ଦେବାଳିଆ ଭଳି । ରାଜନୈତିକ ଅସ୍ଥିରତା ସାଙ୍ଗକୁ ଦରଦାମ ବୃଦ୍ଧିନେଇ ଲୋକେ ତାତିଗଲେଣି । ଏସବୁ କାରଣରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଲୋକପ୍ରିୟତା ଯଥେଷ୍ଟ କମିଛି । ୧୭ ଅଗଷ୍ଟ ୨୦୧୮ ରେ ଇମ୍ରାନ ଖାନ
Read More...

କାନ ଭିତରେ ତିନି ଦିନ ଧରି ଅସରପାର ରାଜୁତି

ନୂଆଦିଲ୍ଲୀ : ଆମର ଆଖି,କାନ କି ନାକ ଭିତରେ ପିମ୍ପୁଡ଼ିଟିଏ ପଶିଗଲେ କି ଧୂଳି ପଶିଗଲେ ଆମେ ଅସ୍ତବ୍ୟସ୍ତ ହୋଇପଡ଼ୁଛେ । ଛୋଟଠୁ ଆହୁରି ଛୋଟ ପୋକ ଅଖିରେ ପଶିଗଲେ ମଣିଷ ଛଟପଟ ହୋଇଯାଉଛି । ସେହି ଯନ୍ତ୍ରଣାର ତୀବ୍ରତା କେବଳ ଭୁକ୍ତଭୋଗୀ ହିଁ ଜାଣିପାରିବ । ତେଣୁ ଅସରପାଟିଏ ଯଦି କାନ ଭିତରକୁ
Read More...

ଓମିକ୍ରନକୁ ମାତ୍‌ ଦେବ ଏହି ଟିକା

ନୂଆଦିଲ୍ଲୀ : ଦେଶରେ କରୋନା ସାଙ୍ଗକୁ ଓମିକ୍ରନର ପ୍ରକୋପ ଜାରି ରହିଛି । ଏହି ଦୁଇଟି ଘାତକ ଭୂତାଣୁରୁ ରକ୍ଷା ପାଇବା ପାଇଁ ଟିକାକରଣ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଓମିକ୍ରନ ବହୁ ଗୁଣରେ ସଂକ୍ରମଣକ୍ଷମ ହୋଇଥିବାରୁ ଏହାକୁ ରୋକିବା ପାଇଁ ପ୍ରୟାସ ଜାରି ରହିଛି । ଏହି ପ୍ରୟାସ ଆଗକୁ
Read More...

ପଞ୍ଜାବରେ ୬ ଦିନ ଘୁଞ୍ଚିଲା ନିର୍ବାଚନ

ନୂଆଦିଲ୍ଲୀ, ୧୭/୧ : ପଞ୍ଜାବରେ ଘୁଞ୍ଚିଲା ବିଧାନସଭା ନିର୍ବାଚନ । ଭାରତର ନିର୍ବାଚନ କମିସନ ନିର୍ବାଚନ ୬ ଦିନ ଘୁଞ୍ଚାଇ ଦେଇଛନ୍ତି । ଆଜି ଏହି ନିଷ୍ପତ୍ତି ନିଆଯାଇଛି । ସନ୍ଥ ରବିଦାସ ଜୟନ୍ତୀ କାରଣରୁ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଘୁଞ୍ଚାଇଛନ୍ତି ନିର୍ବାଚନ କମିଶନ ।
Read More...

ଟିକା ନେବା ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: କୋଭିଡ ଟିକା ନେବା ବାଧ୍ୟତାମୂଳକ ନୁହେଁ । କାହା ଇଚ୍ଛା ବିରୋଧରେ ଟିକା ଦିଆଯାଇପାରିବ ନାହିଁ । କେନ୍ଦ୍ର ସରକାର ପୁନର୍ବାର ଏହା ସ୍ପଷ୍ଟ କରିଦେଇଛନ୍ତି । ସୁପ୍ରିମକୋର୍ଟରେ ଦାଖଲ କରିଥିବା ଏକ ସତ୍ୟପାଠରେ ସରକାର ଏହା ଜଣାଇଦେଇଛନ୍ତି । ବ୍ୟାପକ ଜନସ୍ୱାର୍ଥ୍ୟ ଦୃଷ୍ଟିରୁ
Read More...

ଏହି ବ୍ୟକ୍ତି ଧାଡିରେ ଠିଆ ହୋଇ ରୋଜଗାର କରନ୍ତି ଏତିକି ଟଙ୍କା, ଲୋକେ କରୁଛନ୍ତି ତାରିଫ

ଲଣ୍ଡନ : ଚାକିରି ପାଇବା ପାଇଁ ସାରା ବିଶ୍ୱରେ ଲୋକମାନେ ନିରନ୍ତର ପରିଶ୍ରମ କରୁଛନ୍ତି । ନିଯୁକ୍ତିଦାତାମାନେ ମଧ୍ୟ ସେମାନଙ୍କର କାର୍ଯ୍ୟ ସମାପ୍ତ କରିବାକୁ କଠିନ ପରିଶ୍ରମ କରୁଛନ୍ତି । କିନ୍ତୁ କଳ୍ପନା କରନ୍ତୁ ଯଦି ଜଣେ ବ୍ୟକ୍ତି କେବଳ ଲାଇନରେ ଛିଡା ହୋଇ ଟଙ୍କା ରୋଜଗାର କରୁଛନ୍ତି ତେବେ
Read More...

କରୋନା କାଳରେ ପିତାମାତାଙ୍କୁ ହରାଇଛନ୍ତି ୧.୪୭ ଲକ୍ଷ ଶିଶୁ

ନୂଆଦିଲ୍ଲୀ : ଏପ୍ରିଲ୍‌ ୨୦୨୦ ପରଠାରୁ ଦେଶରେ ୧ ଲକ୍ଷ ୪୭ ହଜାର ୪୯୨ ପିଲା କରୋନା ଏବଂ ଅନ୍ୟାନ୍ୟ କାରଣରୁ ସେମାନଙ୍କ ପିତାମାତାଙ୍କୁ ହରାଇଛନ୍ତି । ଏଥିରେ ୭୬,୫୦୮ ପୁଅ, ୭୦,୯୮୦ ବାଳିକା ଏବଂ ୪ ଟ୍ରାନ୍ସଜେଣ୍ଡର ଶିଶୁ ଅନ୍ତର୍ଭୁକ୍ତ । ଏନସିପିସିଆର କହିଛି ଯେ ବାଲ ସ୍ୱରାଜ ପୋର୍ଟାଲ-କୋଭିଡ
Read More...