Browsing Category

ଦେଶ- ବିଦେଶ

ଗୁଜରାଟ ଦଙ୍ଗା ମାମଲାରେ ତୀସ୍ତା ସିତଲଭାଦଙ୍କୁ ଜାମିନ

ନୂଆଦିଲ୍ଲୀ: ଜାମିନ ପାଇଲେ ସାମାଜିକ କର୍ମୀ ତୀସ୍ତା ସିତଲଭାଦ । ଗୁଜରାଟ ଦଙ୍ଗା ସମ୍ପର୍କିତ ରାୟ ଆସିବା ପରେ ତୀସ୍ତା ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗ ଆଣି ପୁଲିସ ତାଙ୍କୁ ଗିରଫ କରିଥିଲା । ତୀସ୍ତାଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିଛି । ଗତ ଜୁନ୍‌ ମାସରେ ତୀସ୍ତାଙ୍କୁ
Read More...

ଗଙ୍ଗା ନଦୀରେ ଡଙ୍ଗା ଓଲଟି ୨ ମୃତ

ଲକ୍ଷେ୍ନø : ଆଜି ଗଙ୍ଗା ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ୨ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ନିଖୋଜ ଅଛନ୍ତି । ଉତ୍ତରପ୍ରଦେଶର ଗାଜିପୁର୍‌ରେ ଏହି ଦୁର୍ଘଟଣା ଘଟିଛି । ପ୍ରବଳ ବର୍ଷା ପରେ ରେବତୀପୁର ଥାନା ସ୍ଥିତ ଅଠହଠା ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଏଠାରୁ ଗାଁ
Read More...

ଆସ୍ଥା ଭୋଟ୍‌ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ୃରବିନ୍ଦ କେଜ୍ରିୱାଲ । ଆସ୍ଥା ଭୋଟ୍‌ ଜିତିଲେ ଆପ୍‌ ସରକାର । ବିଜେପି ବିରୋଧରେ ଘୋଡା ବେପାର ଅଭିଯୋଗ ଆଣିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଆସ୍ଥା ଭୋଟରେ ବାଜିମାତ କରିଛନ୍ତି । ୫୮ ଜଣ ବିଧାୟକ
Read More...

ଲଙ୍କାଗୁଣ୍ଡ ଫିଙ୍ଗି ଲୁଟିନେଲେ ୨ କୋଟିର ଅଳଙ୍କାର

ନୂଆଦିଲ୍ଲୀ: ପୁଲିସ ବେଶରେ ଆସି କଳାକନା ବୁଲାଇଲେ । ନକଲି ପୁଲିସ ସାଜି ଲୁଟିନେଲେ ୨ କୋଟିର ସୁନା ଅଳଙ୍କାର । କର୍ମଚାରୀଙ୍କୁ ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗି ଲୁଟ୍‌ କଲେ ଦୁର୍ବୃତ୍ତ । ଏଭଳି ଏକ ଘଟଣା ଘଟିଛି ନୂଆଦିଲ୍ଲୀର ପାହାଡଗଞ୍ଜ ଅଞ୍ଚଳରେ । ସୂଚନା ମୁତାବକ, ଆଜି ଭୋର ୪ଟା ବେଳେ ଏହି
Read More...

କେନ୍ଦ୍ର କ୍ୟାବିନେଟ ବୈଠକ :
ରାଜ୍ୟମାନଙ୍କୁ ରିହାତିରେ ଡାଲି ଯୋଗାଇବେ ସରକାର

ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ରିହାତି ଦରରେ ଚଣା (ଡାଲି) ଯୋଗାଇଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ମୂଲ୍ୟ
Read More...

ଦେଶରେ ପ୍ରଥମ :
ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେଲା ଭର୍ଚୁଆଲ୍‌ ସ୍କୁଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଏକ ଭର୍‌ଚୁଆଲ୍‌ (ଆଭାସୀ) ସ୍କୁଲ୍‌ ଆରମ୍ଭ କରିଛନ୍ତି । ଦେଶରେ ଏହା ପ୍ରଥମ । ସେ କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରମାନେ ଏହି ଭର୍‌ଚୁଆଲ ସ୍କୁଲରେ ନାମଲେଖା ପାଇଁ ଯୋଗ୍ୟ ହେବେ । ଦିଲ୍ଲୀ ମଡେଲ ଭର୍‌ଚୁଆଲ
Read More...

ଚୀନ ଜଳସୀମାରେ ଆମେରିକୀୟ ହେଲିକପ୍ଟର

ତାଇପେଈ : ତାଇୱାନକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ଆମେରିକାର ସାମରିକ ହେଲିକପ୍ଟର ଚୀନର ଜଳସୀମାରେ ଅନୁପ୍ରବେଶ କରିଥିବା ଚୀନ ଅଭିଯୋଗ କରିଛି । ଏ ସଂପର୍କରେ ତାଇୱାନର ଖବରକାଗଜ ତାଇୱାନ ନ୍ୟୁଜରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁସାରେ ଗତ
Read More...

କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଆନ୍ନା ହଜାରେ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସଂପର୍କରେ ମୁହଁ ଖୋଲିଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । କେଜ୍ରିୱାଲଙ୍କୁ ଚିଠି ଲେଖି ସେ କହିଛନ୍ତି,“ମଦ ଭଳି କ୍ଷମତା ମଧ୍ୟ ଗୋଟିଏ ନିଶା । ଲାଗୁଛି ଆପଣ କ୍ଷମତା ନିଶାରେ ବୁଡି ଯାଇଛନ୍ତି ।” ନୂଆ
Read More...

ପାକିସ୍ତାନକୁ ବନ୍ୟା ସହାୟତା ପଠାଇବ ଭାରତ

ନୂଆଦିଲ୍ଲୀ : ପାକିସ୍ତାନରେ ପରିସ୍ଥିତି ଅତି ସାଂଘାତିକ । ଭୟଙ୍କର ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ୧୧୩୬ରେ ପହଞ୍ଚିଛି । ପ୍ରାୟ ୩ କୋଟିରୁ ଅଧିକ ଲୋକ ନାହିଁ ନଥିବା ଦୁର୍ଦ୍ଦଶା ମଧ୍ୟରେ ରହିଛି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ଭାରତରୁ ପନିପରିବା ଓ ଜରୁରୀ ଖାଦ୍ୟ ସାମଗ୍ରୀ ଆମଦାନୀ
Read More...

୬ ହଜାର ତଳେ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୬ ହଜାର ତଳକୁ ଚାଲି ଆସିଛି ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ,ମଙ୍ଗଳବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୫,୪୩୯ କରୋନା ନୂତନ ସଂକ୍ରମଣ ଓ ୫୦ମୃତ୍ୟୁ ରେକର୍ଡ କରାଯାଇଛି । ୨୪ ଘଣ୍ଟାରେ ଚିହ୍ନଟ
Read More...