Browsing Category

ଦେଶ- ବିଦେଶ

ଭୂ-ସର୍ବେକ୍ଷଣ ଉପଗ୍ରହ ଉତକ୍ଷେପଣ ଫେଲ୍‌

ହାଇଦ୍ରାବାଦ: ଇସ୍ରୋ ଦ୍ୱାରା ନବ ନିର୍ମିତ ସାଟେଲାଇଟ୍‌ ଲଞ୍ଚ ଭେହିକିଲ୍‌ ଏସଏସଏଲଭି-ଡି୧ ଦ୍ୱାରା ପ୍ରଥମ ଉତକ୍ଷେପଣ ବିଫଳ ହୋଇଛି । ଏସଏସଏଲଭି-ଡି୧ ଦ୍ୱାରା ମହାକାଶକୁ ଛଡ଼ାଯାଇଥିବା ଆର୍ଥ ଅବଜରଭେସନ ସାଟେଲାଇଟ୍‌ ବା ଭୂ-ସର୍ବେକ୍ଷଣ ଉପଗ୍ରହ ଦ୍ୱୟ ଆଉ କୌଣସି କାମରେ ଆସିବ ନାହିଁ ବୋଲି
Read More...

ଉପ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଧନଖଡଙ୍କ ବିପୁଳ ବିଜୟ, ୨୦୦ ଭୋଟ୍‌ ବି ପାଇଲେନି ଆଲଭା

ନୂଆଦିଲ୍ଲୀ: ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ଵାଧୀନ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ବିଜୟ ହାସଲ କରିଛନ୍ତି। ସେ ଦେଶର ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗରେଟ୍ ଆଲଭାଙ୍କୁ ହରାଇଛନ୍ତି। ଧନଖଡ ଏବେ ଭେଙ୍କେୟା ନାଇଡୁଙ୍କୁ ସ୍ଥାନ ନେବେ।
Read More...

ଏବେ ଖବରକାଗଜ ଦାୟିତ୍ୱ ତୁଲାଇବେ ଉଦ୍ଧବ

ମୁମ୍ବାଇ: ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ତାଙ୍କୁ ପ୍ରଥମେ ଅଗଷ୍ଟ ୪ପର୍ଯ୍ୟନ୍ତ ଇଡିର ହେପାଜତକୁ ପଠାଯାଇଥିବା ବେଳେ ପୁଣି ତାଙ୍କର ହେପାଜତର ଅବଧି ଅଗଷ୍ଟ ୮ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଆଉ ଶିବସେନାର
Read More...

ମୋଦିଙ୍କୁ ଭେଟିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ବିଜେପି ଓ ଟିଏମସି ମଧ୍ୟରେ ତିକ୍ତତା ଜାରି ରହିଥିବା ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନୂଆଦିଲ୍ଲୀରେ ଥିବା ମୋଦିଙ୍କ ବାସଭବନରେ ପହଞ୍ଚି ମମତା ତାଙ୍କ ସହ ଆଲୋଚନା କରିଛନ୍ତି । ବର୍ତ୍ତମାନ ୪ ଦିନିଆ
Read More...

ଦୁଇ ସପ୍ତାହ ପାଇଁ ଜେଲ ହାଜତକୁ ଗଲେ ପାର୍ଥ ଓ ଅର୍ପିତା

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଆସନ୍ତା ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଉଭୟଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଇଡି ଗିରଫ କରିବା ପରେ ପ୍ରାୟ ୮ ଦିନ କାଳ ରିମାଣ୍ଡରେ ନେଇ
Read More...

ଦରବୃଦ୍ଧିକୁ ନେଇ ଦେଶତମାମ ଗର୍ଜିଲା କଂଗ୍ରେସ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଘନ ଘନ ଜେରା ଓ ରେଡକୁ ନେଇ ରହିଥିବା ପୁଞ୍ଜିଭୁତ ଅସନ୍ତୋଷ ତଥା କ୍ରୋଧ ଏବଂ ଦରଦାମ ବୃଦ୍ଧି,ଜିଏସଟି,ବେକାରୀ ଆଦି ପ୍ରସଙ୍ଗକୁ ଆଧାର କରି ଆଜି ଦେଶତମାମ ଦେଖିବାକୁ ମିଳିଛି ଜାତୀୟ କଂଗ୍ରେସର ଅଭୂତପୁର୍ବ ବିକ୍ଷୋଭ । ପଲ୍ଲୀଠୁ ଆରମ୍ଭ କରି
Read More...

ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ : ଆସନ୍ତାକାଲି ଉପରାଷ୍ଟ୍ରପତି ପଦ ପାଇଁ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଭୋଟ ଗ୍ରହଣ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଆସନ୍ତାକାଲି ହିଁ ଫଳାଫଳ ଘୋଷଣା ହେବାର ସମ୍ଭାବନା ରହିଛି । ଏହି ପଦ ପାଇଁ ଶାସକ ନ୍ୟାସନାଲ ଡେମୋକ୍ରାଟିକ୍‌
Read More...

ଦିଲ୍ଲୀରେ ସନ୍ତ୍ରାସବାଦୀ ହମଲା ଷଡ଼ଯନ୍ତ୍ର :
ହାଇଆଲର୍ଟରେ ପୁଲିସ,ଏବେଠୁ ଯାଞ୍ଚ କଡ଼ାକଡ଼ି

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ରାଜଧାନୀ ଦିଲ୍ଲୀରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା(ଏଲଇଟି) ଓ ଜୈସ-ଇ-ମହମ୍ମଦ(ଜେଇଏମ) କରିପାରନ୍ତି ଆକ୍ରମଣ । ଗୁଇନ୍ଦା ସଂସø୍‌ଥାଗୁଡ଼ିକ ଏଭଳି ସୂଚନା ପାଇବା ପରେ ଦିଲ୍ଲୀ ପୁଲିସକୁ ହାଇ ଆଲର୍ଟରେ ରଖାଯାଇଛି । ଏବେଠୁ
Read More...

ମଙ୍କିପକ୍ସର ମୁକାବିଲା ପାଇଁ ମାଷ୍ଟରପ୍ଲାନ

ନୂଆଦିଲ୍ଲୀ: ମଙ୍କିପକ୍ସ ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତିି ଏକ ମାଷ୍ଟରପ୍ଲାନ୍‌ । ଏହି ପ୍ଲାନ ଆଧାରରେ ରାଜ୍ୟମାନେ କାର୍ଯ୍ୟ କରିବେ । ଦିଲ୍ଲୀ ଓ କେରଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସରକାର ଆଜି ସ୍ଥିତିର ପୁନଃସମୀକ୍ଷା କରିଛନ୍ତି ଏବଂ ନିୟମକୁ
Read More...

ଜଷ୍ଟିସ ଉଦୟ ଲଳିତ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ୍‌ ଉଦୟ ଉମେଶ ଲଳିତ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍‌ଭି ରମନ୍ନା ଜଷ୍ଟିସ ଲଳିତଙ୍କ ନାଁ ସୁପାରିଶ କରିଛନ୍ତି । ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟର ଏକ ସରକାରୀ ଚିଠି ପାଇବା ପରେ ବର୍ତ୍ତମାନର ପ୍ରଧାନ ବିଚାରପତି ତାଙ୍କ
Read More...