Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ନ୍ୟାସନାଲ ହେରାଲ୍ଡ ଅଫିସରେ ଇଡିର ଚଢଉ
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଲଗାତାର ତିନିଦିନ ଧରି ଜେରା ପରେ ଏବେ ନ୍ୟାସନାଲ ହେରାଲ୍ଡ ଅଫିସ ଉପରେ ନଜର ପକାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଆଜି ଏହି ଅଫିସ ଉପରେ ଇଡି ରେଡ୍ କରିଛି । ମନି ଲଣ୍ଡରିଂ ମାମଲାରେ ଇଡି ଏହି ଅଫିସ ସମେତ ଦିଲ୍ଲୀ ଓ କୋଲକାତାର!-->…
Read More...
Read More...
ଧାରଣାରେ ବସିଲେ ପ୍ରଧାନମନ୍ତ୍ରୀଙ୍କ ଭାଇ
ନୂଆଦିଲ୍ଲୀ : ଜନ୍ତରମନ୍ତରରେ ବିଭିନ୍ନ ଦାବିରେ ଧାରଣରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦୀ । ସେ ଅଲ୍ ଇଣ୍ଡିଆ ଫେୟାର ପ୍ରାଇସ୍ ଦୋକାନ ଡିଲର ଫେଡେରେସନ୍ର ଉପାଧ୍ୟକ୍ଷ ଅଛନ୍ତି । ପ୍ରହ୍ଲାଦଙ୍କ ସହ ସଂଗଠନର ଅନ୍ୟ ଅନେକ ସଦସ୍ୟ ମଧ୍ୟ ହାତରେ ପୋଷ୍ଟର ଧରି!-->…
Read More...
Read More...
ସରିଲା ୫-ଜି ସ୍ପେକ୍ଟ୍ରମ ନିଲାମି : ଜାଣନ୍ତୁ,କିଏ କିଣିଲା
ସର୍ବାଧିକ ସ୍ପେକ୍ଟ୍ରମ
ନୂଆଦିଲ୍ଲୀ : ସୋମବାର ସମାପ୍ତ ହୋଇଥିବା ୫-ଜି ସ୍ପେକ୍ଟ୍ରମ ନିଲାମରେ ସର୍ବାଧିକ ସ୍ପେକ୍ଟ୍ରମ କିଣିଛି ରିଲାଏନ୍ସ ଜିଓ । କମ୍ପାନି ପକ୍ଷରୁ ୮୮,୦୭୮ କୋଟି ଟଙ୍କାର ସ୍ପେକ୍ଟ୍ରମ ଖର୍ଦ୍ଦି କରାଯାଇଛି । କମ୍ପାନି ୭୦୦ ମେଗାହର୍ଜ, ୮୦୦ ମେଗାହଜ୍, ୧୮୦୦ ମେଗାହଜ୍, ୩୩୦୦ ମେଗାହଜ୍ ଓ ୨୬!-->…
Read More...
Read More...
ମୈତ୍ରୀ ବିଦ୍ୟୁତ୍ ପ୍ରକଳ୍ପ ଉଦ୍ଘାଟନ କରିବେ ମୋଦୀ ଓ ଶେଖ ହସିନା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଆସନ୍ତା ମାସରେ ମିଳିତ ଭାବେ ୧୩୨୦ ମେଗାୱାଟ ବିଶିଷ୍ଟ ମୈତ୍ରୀ ସୁପର ଥର୍ମାଲ ପାୱାର ଷ୍ଟେସନର ଉଦ୍ଘାଟନ କରିବେ । ବାଂଲାଦେଶର ବୃହତମ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଭାବରେ ପରିଚିତ ଏହି କୋଇଲା!-->…
Read More...
Read More...
ଅଭାବନୀୟ ଘଟଣା :
କରେଣ୍ଟ ଲାଗି ଚାଲିଗଲା ୧୦ କାଉଡିଆଙ୍କ ଜୀବନ
କୂଚ୍ବିହାର୍: ରବିବାର ବିଳମ୍ବିତ ରାତ୍ରରେ ପଶ୍ଚିମବଙ୍ଗର କୂଚ୍ବିହାର୍ ବାଟେ ଯାଉଥିବା ଗୋଟାଏ ପିକ୍ଅପ୍ ଭ୍ୟାନ୍ ବିଦ୍ୟୁତ୍ ପ୍ରବାହିତ ହେବାରୁ ପ୍ରାୟ ୧୦ଜଣ କାଉଡିଆଙ୍କର ମୃତ୍ୟୁ ଘଟିଛି । ୧୯ଜଣ ଆହତ ହୋଇଥିବା ପୁଲିସ କହିଛି । ଯାତ୍ରୀମାନଙ୍କୁ ନେଇ ଭ୍ୟାନ୍?ି ଜଲ୍ପେଶ ଅଭିମୁଖେ!-->…
Read More...
Read More...
ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ :
୧୦ରୁ ଅଧିକ ଜୀବନ୍ତଦଗ୍ଧ,ସଂଖ୍ୟାଧିକ ଗୁରୁତର
ଭୋପାଳ,୧/୮ : ମଧ୍ୟ ପ୍ରଦେଶର ଜବଲପୁର ସହରରେ ନ୍ୟୁ ଲାଇଫ୍ ସ୍ପେସିଆଲିଟି ହସ୍ପିଟାଲରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପ୍ରାଥମିକ ରିପୋର୍ଟରୁ ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିôବା ଜଣାପଡ଼ିଛି । ସଂଖ୍ୟାଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଅତି!-->…
Read More...
Read More...
ଭାରତରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ
ନୂଆଦିଲ୍ଲୀ,୩୧/୭ : ଭାରତରେ ଜଣେ ମଙ୍କିପକ୍ସ ରୋଗୀଙ୍କର ମୃତ୍ୟୁ ଘଟିଛି । ସେ କେରଳର । କେରଳର ଥ୍ରିସୁରରେ ମୃତ୍ୟୁବରଣ କରିଥିବା ଏହି ଯୁବକଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭେନା ଜର୍ଜ ଆଜି ଏହି ସୂଚନା ଦେଇଛନ୍ତି । ଏହା ଭାରତର ପ୍ରଥମ ମଙ୍କିପକ୍ସ ମୃତ୍ୟୁ ଏବଂ!-->…
Read More...
Read More...
ପୋଖରୀରେ ବୁଡି ଚାଲିଗଲା ୫ ଶିଶୁଙ୍କ ଜୀବନ
ଜୟପୁର: ପୋଖରୀରେ ବୁଡି ଚାଲିଗଲା ୫ ଶିଶୁଙ୍କ ଜୀବନ । ରାଜସ୍ଥାନର ଶ୍ରୀଗଙ୍ଗାନଗର ଅନୁପ୍ରଗଡରେ ଘଟିଛ ଏହି ଦୁଃଖଦ ଘଟଣା । ଏହି ଶିଶୁମାନେ ବର୍ଷା ପାଣି ଜମା ହେଉଥିବା ଏହି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ସେମାନେ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ!-->…
Read More...
Read More...
ଆଇଏସଆଇଏସ ଲିଙ୍କ ସନ୍ଦେହ :
୬ ରାଜ୍ୟରେ ଏନଆଇଏର ବ୍ୟାପକ ଚଢଉ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ଭାରତରେ ତା’ର କାୟା ବିସ୍ତାର କରିବାକୁ ଉଦ୍ୟମ କରୁଛି । ଏଥିପାଇଁ ଏହା ବିଭିନ୍ନ ଗୋଷ୍ଠୀ ଓ ଯୁବବର୍ଗଙ୍କୁ ଟାର୍ଗେଟ କରୁଛି । ସେମାନଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛି । ଏ ସଂପର୍କରେ ସୂଚନା ପାଇବା ପରେ,ଜାତୀୟ ଅନୁସନ୍ଧାନ!-->…
Read More...
Read More...
ମରିବି ପଛେ ଆତ୍ମସମର୍ପଣ କରିବି ନାହିଁ: ସଞ୍ଜୟ ରାଉତ
ମୁମ୍ବାଇ: ମରିବି ପଛେ ଆତ୍ମସମର୍ପଣ କରିବି ନାହିଁ ବୋଲି ଆଜି ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ଟିମ୍ ବାସଭବନ ଚଢ଼ାଉ କରିବା ପରେ ସାଂସଦ ସଞ୍ଜୟ ରାଉତ କହିଛନ୍ତି। ଆଜି ସକାଳେ ମରାଠୀ ଭାଷାରେ ଟୁଇଟ୍ କରି ସଞ୍ଜୟ ଲେଖିଛନ୍ତି: କୌଣସି ଦୁର୍ନୀତି ବ୍ୟାପାରରେ ମୋର ସମ୍ପୃକ୍ତି ନାହିଁ।!-->…
Read More...
Read More...