Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଦେଶରେ ୩ ହଜାର ଟପିଲା କରୋନା ସଂକ୍ରମଣ
ନୂଆଦିଲ୍ଲୀ,୨୮/୪ : ବିଶେଷଜ୍ଞମାନେ ଯାହା ଆଶଙ୍କା କରୁଛନ୍ତି,ଧୀରେ ଧୀରେ ତାହା ଘଟୁଛି । କରୋନା ସଂକ୍ରମଣ ଉଦବେଗଜନକଭାବେ ବଢୁଛି । ଗତ ଦଶ ଦିନ ଧରି ଦୈନିକ ସଂକ୍ରମଣ ଅଢେଇ ହଜାର ଉପରେ ରହିଆସିଥିବା ବେଳେ ଆଜି ପ୍ରଥମ ଥର ପାଇଁ ୩ ହଜାର ଅତିକ୍ରମ କରିଛି । ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା!-->…
Read More...
Read More...
ବୀମାର ସୁବିଧା ନେଇପାରିବେ ରେଳଯାତ୍ରୀ : ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ
ନୂଆଦିଲ୍ଲୀ,୨୮/୪ : କେନ୍ଦ୍ର ସରକାର ସବୁବେଳେ ରେଳଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇଆସୁଛନ୍ତି । ଏହ ଦିଗରେ ସରକାର ଆଉ ପାଦେ ଆଗକୁ ଯାଇଛନ୍ତି । ଆଗକୁ ସରକାର ଏଭଳି ଏକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି,ଯାହା ଯାତ୍ରମାନଙ୍କୁ ବିଶେଷଭାବରେ ଉପକୃତ କରାଇବ । ତାହା ହେଉଛି!-->…
Read More...
Read More...
ଜାଣନ୍ତୁ, ଏଲନ ମସ୍କ ଟୁଇଟରକୁ କିଣିଥିବା ଟଙ୍କାରେ କ’ଣସବୁ ନିର୍ମାଣ କରାଯାଇପାରିବ
ନୂଆଦିିଲ୍ଲୀ,୨୭/୪ : ଟୁଇଟରକୁ କିଣିବା ପରେ ଏବେ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛନ୍ତି ବିଶ୍ୱ ନମ୍ବରୱାନ ଧନୀ ଏଲନ ମସ୍କ । ସବୁ ମହଲରେ ତାଙ୍କୁ ନେଇ ନାନା ରୋଚକ ଚର୍ଚ୍ଚା । ଟୁଇଟରକୁ ସେ ଯେତିକି ଟଙ୍କାରେ କିଣିଛନ୍ତି,ସେହି ଟଙ୍କାରେ କ’ଣ କ’ଣ ହୋଇପାରିବ,ତାହାକୁ ନେଇ!-->…
Read More...
Read More...
ବିଦ୍ୟୁତ୍ ସଂସ୍ପର୍ଶରେ ଜଳିଗଲେ ୧୧ ଭକ୍ତ
ଚେନ୍ନାଇ,୨୭/୪ : ତାମିଲନାଡ଼ୁରେ ଏକ ରଥଯାତ୍ରା ବେଳେ ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଯାଇଛି । ରଥଟଣା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୧୧ ଜଣ ଭକ୍ତ ଜୀବନ୍ତ ଦଗ୍ଧ ହୋଇଛନ୍ତି । ତାଞ୍ଜାଭୁରରେ ଏହି ଅଘଟଣ ଘଟିଛି । ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ୨ଜଣ ପିଲା ଅଛନ୍ତିି । କାଳିମେଡୁ ନିକଟସ୍ଥ!-->…
Read More...
Read More...
ଜର୍ମାନୀର ବଡ଼ ମନ୍ତବ୍ୟ : ଭାରତର ସାହାଯ୍ୟ ବିନା କୌଣସି ସମସ୍ୟାର ସମାଧାନ ଅସମ୍ଭବ
ନୂଆଦିଲ୍ଲୀ,୨୭/୪ : ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ବିଭିନ୍ନ ଦେଶ ମଧ୍ୟରେ ବାଦବିବାଦ ଲାଗି ରହିଥିବା ବେଳେ ଜର୍ମାନୀ ଆଜି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛି । ଭାରତର ବିନା ସାହାଯ୍ୟ ସହଯାଗରେ କୌଣସି ଅନ୍ତର୍ଜାତୀୟ ସମସ୍ୟାର ସମାଧାନ ଆଦୌ ସମ୍ଭବ ନୁହେଁ । ଜର୍ମାନ ଫେଡେରାଲ!-->…
Read More...
Read More...
୮୦ ଲକ୍ଷ ଲୋକ ଛାଡ଼ିଲେଣି ୟୁକ୍ରେନ
ନୂଆଦିଲ୍ଲୀ,୨୬/୪ : ଋଷ-ୟୁକ୍ରେନ ଯୁଦ୍ଧ ଦୁଇ ମାସ ଅତିକ୍ରମ କରିଯାଇଥିଲେ ବି ଥମିବାର ନାଁ ଧରୁନି । କେବେ ସରିବ,ତାହାବି କେହି କହିପାରୁ ନାହାନ୍ତି । ଯୁଦ୍ଧରେ ଏକାଧିକ ସହର ଛାରଖାର ହୋଇଗଲାଣି । ଯୁଦ୍ଧ ଯୋଗୁ ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷ ଲୋକ ୟୁକ୍ରେନ ଛାଡ଼ି ପଳାଇଲେଣି । ଆଗକୁ ଏହି!-->…
Read More...
Read More...
ଛୋଟ ପିଲାଙ୍କୁ ଦିଆଯିବ କୋଭାକ୍ସିନ
ନୂଆଦିଲ୍ଲୀ: ଏବେ ଦେଶରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଥିବାରୁ ତାହା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହାର ମୁକାବିଲା ପାଇଁ ସରକାର ସବୁପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଟିକାକରଣ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଏହିକ୍ରମରେ, ଏଣିକି ୬ରୁ ୧୨ ବର୍ଷର ପିଲାଙ୍କୁ କୋଭିଡ!-->…
Read More...
Read More...
ଜାଣନ୍ତୁ,କ’ଣ ପାଇଁ ରାତାରାତି ହିରୋ ବନିଗଲା ଏହି କୁକୁର
ନୂଆଦିଲ୍ଲୀ: କୁକୁର,ଗାଈ,ଘୋଡ଼ା ପଶୁ ହେଲେ ବି ସେମାନଙ୍କର ଭଲ ଗୁଣ ଓ କାର୍ଯ୍ୟ ଯୋଗୁ ସେମାନେ ପ୍ରଶଂସାର ପାତ୍ର ହୋଇଥାନ୍ତି । ମଣିଷ ବିଶ୍ୱାସଘାତକତା କରିପାରେ,କିନ୍ତୁ ପଶୁ ତାହା କରିନଥାଏ । ନିଜେ ମରିଯିବେ ପଛକେ କିନ୍ତୁ ମାଲିକକୁ ମରିବାକୁ ଦେବେନି । ତାଲିମପ୍ରାପ୍ତ ପଶୁ ତ ଆହୁରି ଉଚ୍ଚରେ!-->…
Read More...
Read More...
ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ
ଟୋକିଓ : ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୧୯ ବର୍ଷ ବୟସ ହୋଇଥିଲା । ଏହି ଜାପାନୀ ବ୍ୟକ୍ତିଙ୍କ ନାମ କେନ ଟାନାକା । ଗତ ୧୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା କଥା ଜାପାନ ସରକାର ସୋମବାର ଘୋଷଣା କରିଛନ୍ତି । ସେ ୧୯୦୩ ମସିହାରେ ଜନ୍ମ!-->…
Read More...
Read More...
ସାମରିକ ବ୍ୟୟରେ ବିଶ୍ୱରେ ଭାରତ ତୃତୀୟ
ଷ୍ଟକ୍ହୋମ୍: ୨୦୨୧ ମସିହାରେ ବିଶ୍ୱ ସାମରିକ ବ୍ୟୟ ୨.୧ ଟ୍ରିଲିୟନ୍ ଡଲାର୍ ହୋଇ ଏଯାବତ୍ ସବୁଠୁ ଅଧିକ ହୋଇଥିବା କଥା ଆଜି ‘ଦି ଷ୍ଟକ୍ହୋମ୍ ଇଣ୍ଟର୍ନ୍ୟାସ୍ନାଲ୍ ପିସ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍’ (ଏସ୍ଆଇପିଆର୍ଆଇ) କହିଛି । ପ୍ରତିରକ୍ଷା କ୍ଷେତ୍ରରେ ସବୁଠୁ ଅଧିକ ବ୍ୟୟ!-->…
Read More...
Read More...