Browsing Category

ଦେଶ- ବିଦେଶ

ଭାରତୀୟ ଚେସ୍‌ ଦଳକୁ ତାଲିମ ଦେବେ ଆନନ୍ଦ ଓ ଗେଲଫ୍ୟାଣ୍ଡ

ଚେନ୍ନାଇ: ବିଶ୍ୱନାଥନ ଆନନ୍ଦ ଓ ବୋରିସ୍‌ ଗେଲଫ୍ୟାଣ୍ଡ ମସ୍କୋରେ ୨୦୧୨ ବିଶ୍ୱ ଚାମ୍ପିଅନସିପ୍‌ ଫାଇନାଲ୍‌ ସମେତ ଅନେକ ଚେସ୍‌ ମ୍ୟାଚ୍‌ ଖେଳିଛନ୍ତି । ଉଭୟ ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍‌ ଆନନ୍ଦ ଏବଂ ଇସ୍ରାଏଲ୍‌ ଗ୍ରାଣ୍ଡମାଷ୍ଟର ଗେଲଫ୍ୟାଣ୍ଡ ଚଳିତ ବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ
Read More...

କରୋନା ଯିବା ପରେ ଲାଗୁହେବ ସିଏଏ

କୋଲକାତା,୫/୫ : ଦେଶରେ ନାଗରିକ ସଂଶୋଧନ ଆଇନ(ସିଏଏ)ଲାଗୁ ହେବନି ବୋଲି ଯେଉଁମାନେ ଭାବୁଛନ୍ତି,ତାହା ଭୁଲ । ଏଭଳି ଧାରଣାରେ ସେମାନେ ନ ରୁହନ୍ତୁ । ଏହା ନିଶ୍ଚୟ ଲାଗୁ ହେବ । ତେବେ ଏବେ ନୁହେଁ,ଦେଶରୁ କରୋନା ମହାମାରୀ ପୂରାପୂରି ଯିବାପରେ ଏହା ନିଶ୍ଚୟ ଲାଗୁ ହେବ । ଏହା କହିଛନ୍ତି କେନ୍ଦ୍ର
Read More...

ବିଦେଶ ଗସ୍ତରୁ ଫେରିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତିନି ଦିନିଆ ୟୁରୋପ ଗସ୍ତ ଶେଷକରି ଭାରତ ଫେରିଆସିଛନ୍ତି । ପ୍ରଥମ ଚରଣରେ ସେ ଜର୍ମାନୀ ଯାଇଥିଲେ । ଏହାପରେ ଡେନମାର୍କ ଓ ସବା ଶେଷରେ ଫ୍ରାନ୍ସ ଗସ୍ତ କରି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା
Read More...

ଦେଶରେ ୫.୨୪ ଲକ୍ଷରେ ପହଞ୍ଚିଲା କୋଭିଡ ମୃତ୍ୟୁ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୨୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୩୦ ଲକ୍ଷ ୯୧ ହଜାର ୩୯୩ ଟଙ୍କାରେ ପହଞ୍ଚିଛି । ଏବେ ସୁଦ୍ଧା ଦେଶରେ କରୋନାରେ ୫,୨୩,୯୭୫ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି
Read More...

ନୂଆ ସେନାମୁଖ୍ୟ ଭାବେ ଦାୟିତ୍ୱ ନେଲେ ମନୋଜ ପାଣ୍ଡେ

ନୂଆଦିଲ୍ଲୀ: ଆଜି ଭାରତର ନୂତନ ସେନାମୁଖ୍ୟ ଭାବେ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ମନୋଜ ପାଣ୍ଡେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ସେନାମୁଖ୍ୟ ଜେନେରାଲ୍‌ ଏମ୍‌.ଏମ୍‌. ନରଭଣେଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଜେନେରାଲ୍‌ ପାଣ୍ଡେ ସେନାର ଉପମୁଖ୍ୟ ଦାୟିତ୍ୱ ନିର୍ବାହ
Read More...

ନରଭଣେ ହୋଇପାରନ୍ତି ଦେଶର ନୂଆ ସିଡିଏସ

ନୂଆଦିଲ୍ଲୀ : ଦେଶର ପ୍ରଥମ ସିଡିଏସଙ୍କର ମୃତ୍ୟୁକୁ ଆଜିକୁ ଚାରିମାସ ବିତିଗଲାଣି;କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ସ୍ଥାନରେ ନୂଆ ସିଡିଏସ ନିଯୁକ୍ତି ହୋଇନାହିଁ । ପରବର୍ତ୍ତୀ ସିଡିଏସ କିଏ ହେବେ,ତାହାକୁ ନେଇ ଗତ ଜାନୁଆରୀ ମାସରେ ଖୁବ ଚର୍ଚ୍ଚା ହୋଇଥିଲା । କିନ୍ତୁ ପରେ ତାହା ଥମିଯାଇଥିଲା । ଆଜି
Read More...

କେହି କାହା କାର୍ଯ୍ୟ କ୍ଷେତ୍ରରେ ହସ୍ତକ୍ଷେପ ନକରନ୍ତୁ : ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦାୟିତ୍ୱ ନିର୍ବାହ ସମୟରେ ଜଣେ ତାର ‘ଲକ୍ଷ୍ମଣରେଖା’ ବିଷୟରେ ଭଲଭାବେ ଅବଗତ ହେବା ଉଚିତ । ଗଣତନ୍ତ୍ରକୁ ମଜଭୁତ ଏବଂ ପରସ୍ପର ମଧ୍ୟରେ ସାମଞ୍ଜସ୍ୟ ରକ୍ଷା କରି କାମ କରିବାର ତରିକା ସମ୍ବିଧାନରେ ବୁଝାଇ ଦିଆଯାଇଛି । ତେଣୁ ଯେତେବେଳେ ଜଣେ ଦାୟିତ୍ୱ ନିର୍ବାହ କରୁଛି,ସେ ତାଙ୍କର
Read More...

କିଶୋରଙ୍କୁ କୋଭୋଭାକ୍ସ ଟିକା ଦେବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ : ଦେଶରେ କିଶୋରମାନଙ୍କୁ କରୋନା ନିରୋଧୀ ଟିକାକରଣ କ୍ଷେତ୍ରରେ ଆଉ ଏକ ସଫଳତା ମିଳିଛି । ୧୨-୧୭ ବର୍ଷର ପିଲାଙ୍କୁ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକା ଦେବାକୁ ଏନଟିଏଜିଆଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । କୋଭୋଭାକ୍ସକୁ ଅନୁମତି ମିଳିବା ପରେ କିଶୋରଙ୍କୁ
Read More...

ବାଟକୁ ଆସିଲା ଚୀନ : ପଢା ଶେଷ ପାଇଁ ଫେରିବାକୁ ଭାରତୀୟ ଛାତ୍ରଙ୍କୁ ଦେଲା ଅନୁମତି

ନୂଆଦିଲ୍ଲୀ,୨୯/୪ : ଭାରତର ଯେସାକୁ ତେସା ନୀତି କାମ ଦେଇଛି ଏବଂ ବାଟକୁ ଆସିଛି ଚୀନ । କରୋନା ସମୟରେ ଭାରତୀୟ ଛାତ୍ରଛାତ୍ରୀମାନେ ପାଠପଢା ଅଧାରୁ ଭାରତ ଚାଲିଆସିଥିଲେ । କିନ୍ତୁ ପରିସ୍ଥିତି ସୁଧୁରିବାରୁ ସେମାନେ ଯେତେବେଳେ ପାଠପଢା ଶେଷ କରିବା ଲାଗି ଚୀନ ଫେରିଯିବାକୁ ଚାହିଁଲେ,ସେତେବେଳେ
Read More...

ଜାଣନ୍ତୁ,ରାଷ୍ଟ୍ରପତି ପଦକୁ ନେଇ କ’ଣ କହିଲେ ମାୟାବତୀ

ନୂଆଦିଲ୍ଲୀ,୨୮/୪ : ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ,ତାହାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । କାରଣ ନିର୍ବାଚନ ଆଉ ଅଳ୍ପ ଦିନ ବାକି ଅଛି । ଏଭଳି ସମୟରେ ବିଏସପି ନେତ୍ରୀ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏମିତି କିଛି ମନ୍ତବ୍ୟ ଦେଇଛନ୍ତି,ଯାହା
Read More...