Browsing Category

ରାଜନୀତି

୧ ନଂ ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି-ବିଜେପି ମଧ୍ୟରେ ହେବ କଡ଼ା ଟକ୍କର୍‌

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ର ବହୁ ଚର୍ଚ୍ଚିତ ଓଡ଼ଗାଁ ବ୍ଳକ ୧ନଂ କୁରାଳ, ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ୧ ନଂ ଜୋନଟି ୯ ପଂଚାୟତକୁ ନେଇ ଗଠିତ ଏହି ଜୋନରେ ବିଜେଡିରୁ ଝିଲ୍ଲୀ ପ୍ରଧାନ ଓ ବିଜେପିରୁ ଧରିତ୍ରୀ ସେଠୀ, କଂଗ୍ରେସରୁ ଜୋସ୍ନା
Read More...

ନୟାଗଡ଼ରେ ବାଜିମାତ୍‌ କରିବ ବିଜେଡି !

ଦଶପଲ୍ଲା :ଭାତ ହାଣ୍ଡିରୁ ଗୋଟାଏ ଦେଖିଲେ ଜଣାପଡିଯାଏ ଯେ , ଭାତ କେତେ ହୋଇଛି । ଠିକ୍‌ ସେହିପରି, ନୟାଗଡ ଜିଲ୍ଲାରେ ବିରୋଧି କେଉଁ ସ୍ଥିତିରେ ଅଛନ୍ତି, ମତଦାନ ପୂର୍ବରୁ ସ୍ପଷ୍ଟ ଅନୁମାନ ହେଲାଣି । ଜିଲ୍ଲାରେ ୨୯୮୮ ୱାର୍ଡସଭ୍ୟ ପଦବୀ ମଧ୍ୟରୁ ୧୦୭୯ ପଦବୀ ପାଇଁ ୱାର୍ଡସଭ୍ୟ ଅପ୍ରତିଦ୍ୱନ୍ଦୀ
Read More...

ଆଶାୟୀଙ୍କୁ ନାମାଙ୍କନ ପାଇଁ ଦ୍ୱିତୀୟ ସୁଯୋଗ ଦେଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହା ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେଉଁ ସବୁ ସ୍ଥାନରେ ୱାର୍ଡମେମ୍ବର, ସମିତି ସଭ୍ୟ ଓ ସରପଞ୍ଚ ପଦ ପାଇଁ କୌଣସି
Read More...

ପଞ୍ଚାୟତ ନିର୍ବାଚନ : ଏତିକି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ରହିଲା କାଏମ୍‌

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କର ତାଲିକା ପ୍ରକାଶ ପାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୮୬୪୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ୍‌ ହୋଇଯାଇଛି। ଏଥିରେ ୱାର୍ଡମେମ୍ବର ପାଇଁ ନାମାଙ୍କନ ଦାଖଲ କରିଥିବା ୫୫୪୪ ଜଣ,
Read More...

କିଆକଟା ସରପଞ୍ଚ ପ୍ରାର୍ଥିନୀ ଭାବେ ଗାୟତ୍ରୀ ବେହେରାଙ୍କ ନାମାଙ୍କନପତ୍ର ଦାଖଲ

କିଆକଟା : ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଥିବା ନାମାଙ୍କନ ଦାଖଲର ଶେଷ ଦିନରେ ଆଜି କିଆକଟା ପଞ୍ଚାୟତ ପାଇଁ ସରପଞ୍ଚ ପ୍ରାର୍ଥିନୀ ଭାବେ ଗାୟତ୍ରୀ ବେହେରା ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି । କୋଭିଡ କଟକଣା ହେତୁ ଅଳ୍ପ ସଂଖ୍ୟାକ ପ୍ରଶଂସକଙ୍କ ସହ ଯାଇ ସେ ତାଙ୍କର ପ୍ରାର୍ଥୀପତ୍ର
Read More...

ଚାକିରି ଛାଡି ନିର୍ବାଚନ ମଇଦାନରେ ଉଚ୍ଚଶିକ୍ଷିତା ଛାତ୍ରୀ

ପୁରୀ : ଚାକିରୀ ଛାଡି ନିର୍ବାଚନ ମଇଦାନରେ ଜଣେ ଉଚ୍ଚଶିକ୍ଷିତା ଛାତ୍ରୀ । ପୁରୀ ଜିଲ୍ଲା ୧ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ୨୪ବର୍ଷୀୟ ଶୁଭସ୍ମିତା ସାହୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଶୁଭସ୍ମିତା ସିଭିଲରେ ଡିପ୍ଲୋମା କରିବା ପରେ ମୁମ୍ବାଇସ୍ଥିତ ଟାଟା କମ୍ପାନୀରେ ଭଲ
Read More...

କଂଗ୍ରେସ ଓ ସପାକୁ ବିଜେପିର ବଡ ଝଟକା, ଅଖିଲେଶଙ୍କ ମଉସା ଓ ପ୍ରିୟଙ୍କା ମୌର୍ଯ୍ୟ ଧରିଲେ ପଦ୍ମ

ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ୟୁପି ରାଜନୀତି ସରଗରମ ହେଉଛି । ରାଜ୍ୟରେ ଚାରି ପ୍ରମୁଖ ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି । ମୁଖ୍ୟତ ଶାସକ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ କଣ୍ଟା କେ ଟକ୍କର ହେବ ବୋଲି କୁହାଯାଇଛି
Read More...

ସପାକୁ ବିଜେପିର ବଡ ଝଟକା, ପଦ୍ମ ଧରିଲେ ଅଖିଳେଶଙ୍କ ଭାଇ ବୋହୂ

ଉତ୍ତରପ୍ରଦେଶ: ବିଜେପିରେ ସାମିଲ ହେଲେ ଅଖିଳେଶଙ୍କ ଭାଇ ବୋହୂ ଅପର୍ଣ୍ଣା ଯାଦବ । ବିଧାନସଭା ନିର୍ବାଚନକୁ ନେଇ ଉତ୍ତରପ୍ରଦେଶ ରାଜନୀତି ଚର୍ଚ୍ଚାରେ ଥିବାବେଳେ ଅଖିଳେଶଙ୍କୁ ବଡ ଝଟକା ଦେଇଛନ୍ତି ଭାଇ ବୋହୂ ଅପର୍ଣ୍ଣା ଯାଦବ । ମୁଲାୟମ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଆଜି ସାଇକେଲକୁ ଛାଡି
Read More...

ବିଜେଡି ପକ୍ଷରୁ କନ୍ଧମାଳ ଜିଲ୍ଲାର ୧୮ଟି ଜିଲ୍ଲାପରିଷଦ ଜୋନ ପାଇଁ ପ୍ରାର୍ଥୀ ଘୋଷଣା

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ୧୮ଟି ଜୋନ ପାଇଁ ଆଜି ଫୁଲବାଣୀ ସ୍ଥିତ ପାରିଜାତ କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏକ କର୍ମୀ ସମ୍ମୀଳନୀରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଉପସ୍ଥିତିରେ ଏବଂ ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ୟୁପି ନିର୍ବାଚନକୁ ନେଇ ଆସିଲା ତାଜା ସର୍ଭେ ରିପୋର୍ଟ, ଜାଣନ୍ତୁ କାହାକୁ ମିଳିବ କେତେ ସିଟ୍‌

ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଉପରେ ସମଗ୍ର ଦେଶର ନଜର ରହିଛି । ଏହାର କାରଣ ହେଉଛି କେନ୍ଦ୍ର ସରକାରଙ୍କୁ ଅଲଟପାଲଟ କରିବାର କ୍ଷମତା ଏହି ନିର୍ବାଚନ ଉପରେ ରହିଛି । ୟୁପି ନିର୍ବାଚନକୁ ଲୋକସଭା ନିର୍ବାଚନର ସେମିଫାଇନାଲ ମଧ୍ୟ କୁହାଯାଏ । ୟୁପିରେ ସାତୋଟି ପର୍ଯ୍ୟାୟରେ
Read More...