Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଭୋଟ୍ ଦେବାକୁ ସରକାରୀ କର୍ମଚାରୀଙ୍କୁ ଦୁଇ ଦିନ ଛୁଟି
ଭୁବନେଶ୍ବର : ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟରେ ୪ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବାବେଳେ ରାଜ୍ୟ ସରକାର ସରକାରୀ ଚାକିରିଆଙ୍କ ପାଇଁ ଦୁଇ ଦିନ ସ୍ବତନ୍ତ୍ର ଛୁଟି ଘୋଷଣା କରିଛନ୍ତି। ଯେଉଁ ସରକାରୀ ଚାକିରିଆ ମୁଖ୍ୟାଳୟ ବାହାରେ ଭୋଟ୍ ଦେବାକୁ ଚାହୁଁଥିବେ ସେମାନଙ୍କୁ ଦୁଇ ଦିନ!-->…
Read More...
Read More...
ବିଜେପିରେ ଯୋଗ ଦେଲେ ଅଭିନେତ୍ରୀ ବିଦୁସ୍ମିତା
ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ କଳାକାରମାନେ ବିଗତ ଦିନମାନଙ୍କରେ ରାଜନୀତିରେ ପ୍ରବେଶ କରିଥିଲେ ସେମାନଙ୍କ ମଧରେ ପ୍ରଶାନ୍ତ ନନ୍ଦ, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ମୁନ୍ନା ଖାଁ, ଅରିନ୍ଦମ ରାୟ, କୁନା ତ୍ରପାଠୀ, ଉତ୍ତମ ମହାନ୍ତି, ଶ୍ରୀତମ ଦାସ, ପିଙ୍କି ପ୍ରଧାନ,!-->…
Read More...
Read More...
ନିର୍ବାଚନ ଲଢିବେନି ପ୍ରଭାତ ବିଶ୍ୱାଳ
ଭୁବନେଶ୍ୱର : କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଚଳିତ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେବନାହିଁ ବୋଲି ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଖିତ ଭାବରେ ଜଣାଇଛନ୍ତି । ପ୍ରଭାତ କହିଛନ୍ତି ଚିଟ୍ଫଣ୍ଡ ଘଟଣାରେ ସେ ଅଭିଯୁକ୍ତ ଥିବାରୁ ଓ ତାଙ୍କ ମାମଲା!-->…
Read More...
Read More...
ପ୍ରାର୍ଥୀ ଚୟନ କୁ ନେଇ ସବୁ ପାର୍ଟିରେ ଦ୍ଵନ୍ଦ, ମାଟିପୁତ୍ର ବନାମ ବାହାରି ପ୍ରାର୍ଥୀ
ସମ୍ବଲପୁର, ନାମାଙ୍କନ ପାଇଁ ଶେଷ ତାରିଖ ପାଖେଇ ଆସୁଥିଲେ ମଧ୍ୟ ଏଠାରେ ପ୍ରମୁଖ ରାଜନୈତିକ ପାର୍ଟିମାନେ ତାଙ୍କର ପ୍ରାର୍ଥୀ ଚୟନକୁ ନିଜ ସ୍ଥିତି ସ୍ପଷ୍ଟ କରି ନାହାନ୍ତି ଓ ବିଶେଷକରି ଲୋକସଭା ପ୍ରାର୍ଥୀ କୁ ନେଇ ସେମାନେ ଦ୍ବନ୍ଦ ରେ ଥିଲାପରି ଜଣାପଡୁଛି । କାରଣ ଅନେକ ସ୍ଥାନରେ ଜିଲ୍ଲା!-->…
Read More...
Read More...
ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବ୍ୟକ୍ତି ଚାହିଁଲେ ସୁରକ୍ଷା ଯୋଗାଇ ଦିଆଯିବ: ଡିଜି
ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ହତ୍ୟା ଘଟଣା ପୁଲିସର ଚିନ୍ତା ବଢ଼ାଇ ଦେଇଛି। ତେଣୁ ଆସନ୍ତା ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେଉଥିବା ବ୍ୟକ୍ତି ବିଶେଷ ନିଜକୁ ଅସୁରକ୍ଷିତ ମଣି ସୁରକ୍ଷା ମାଗିଲେ ଓଡ଼ିଶା ପୁଲିସ ପକ୍ଷରୁ ତାହା ଯୋଗାଇ!-->…
Read More...
Read More...
ସୁବାସ ଚୌହାନଙ୍କ ଇସ୍ତଫା
ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ୨୦୧୪ ନିର୍ବାଚନ ବେଳେ ବରଗଡ ଆସନରୁ ଲୋକସଭା ପ୍ରାର୍ଥୀ ହୋଇଥିବା ସୁବାସ ଚୌହାନ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ଚୌହାନ ଆଜି ରାଜ୍ୟ କାର୍ଯ୍ୟାଳୟକୁ ଆସି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟାଳୟରେ ରାଜ୍ୟ ସଭାପତି!-->…
Read More...
Read More...
ସ୍ୱାଧୀନ ପ୍ରାର୍ଥୀ ହେଲେ ଜାକବ
ଭୁବନେଶ୍ୱର : କଂଗ୍ରେସ ଟିକେଟ ନପାଇ ବିଧାୟକ ଜାକବ ପ୍ରଧାନ ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ଜି.ଉଦୟଗିରିରୁ ବିଧାୟକ ପ୍ରାର୍ଥୀ ଭାବେ ଶ୍ରୀ ପ୍ରଧାନ ନିଜର ନାମାଙ୍କନପତ୍ର ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ବିଧାୟକ ଥିବା ଜାକବଙ୍କୁ!-->…
Read More...
Read More...
ବିଦ୍ରୋହୀଙ୍କୁ ନେଇ ଭାଜପା ଅଡ଼ୁଆ ରେ ପଡିଛି
ସମ୍ବଲପୁର, ବର୍ତ୍ତମାନ ଓଡିଶା ରେ ସାଧାରଣ ନିର୍ବାଚନ ଅନୁସାରେ ଲୋକସଭା ଓ ବିଧାନସଭା ପାଇଁ ମତଦାନ ଏକସାଥିରେ ହେବା ଦୃଷ୍ଟିରୁ ଶାସକ ପକ୍ଷ ବିଜୁ ଜନତା ଦଳ କୁ ଭାରତୀୟ ଜନତା ପାର୍ଟି ଭଲ ଟକ୍କର ଦେଇ ପାରିବ ବୋଲି ଆଶା କରାଯାଏ । କିନ୍ତୁ ପ୍ରାର୍ଥୀମାନଙ୍କୁ ଟିକଟ ଦେବା ଘୋଷଣା ପରେ ଅନେକ!-->…
Read More...
Read More...
ବର୍ଷିୟାନ ସ୍ୱାଧୀନତା ସେନାନୀଙ୍କ ଠାରୁ ଆଶିର୍ବାଦ ଭିକ୍ଷା କଲେ ଭାଜପା ପ୍ରାର୍ଥୀ
ସମ୍ବଲପୁର, ବର୍ତ୍ତମାନ ରାଜନୀତି ଯେଉଁ ଦ୍ରୁତ ଗତିରେ ଯାଉଛି, ସେଥିରେ ପୁରାତନ ମୂଲ୍ୟବୋଧ ପାଇଁ ସ୍ଥାନାଭାବ ଦେଖାଯାଏ କିନ୍ତୁ ଏହି ପ୍ରଚଳିତ ଧାରା ର ବ୍ଯତିକ୍ରମ ସ୍ବରୂପ ଏଠାରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଏକ ଦୃଷ୍ଟାନ୍ତ ପ୍ରସ୍ତୁତ କରିଛନ୍ତି । ଭାଜପା ରାଷ୍ଟ୍ରୀୟ ସମ୍ପାଦକ ତଥା!-->…
Read More...
Read More...
ବିଜେପୁରରୁ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ
ଭୁବନେଶ୍ୱର :ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅପରାହ୍ନ ସାଢେ ଗୋଟାଏରେ ପଦ୍ମପୁର ସ୍ଥିତ ଶକ୍ତିଭଟା ଏୟାରଷ୍ଟ୍ରିପ୍ରେ!-->…
Read More...
Read More...