Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବର୍ଷିୟାନ ସ୍ୱାଧୀନତା ସେନାନୀଙ୍କ ଠାରୁ ଆଶିର୍ବାଦ ଭିକ୍ଷା କଲେ ଭାଜପା ପ୍ରାର୍ଥୀ
ସମ୍ବଲପୁର, ବର୍ତ୍ତମାନ ରାଜନୀତି ଯେଉଁ ଦ୍ରୁତ ଗତିରେ ଯାଉଛି, ସେଥିରେ ପୁରାତନ ମୂଲ୍ୟବୋଧ ପାଇଁ ସ୍ଥାନାଭାବ ଦେଖାଯାଏ କିନ୍ତୁ ଏହି ପ୍ରଚଳିତ ଧାରା ର ବ୍ଯତିକ୍ରମ ସ୍ବରୂପ ଏଠାରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଏକ ଦୃଷ୍ଟାନ୍ତ ପ୍ରସ୍ତୁତ କରିଛନ୍ତି । ଭାଜପା ରାଷ୍ଟ୍ରୀୟ ସମ୍ପାଦକ ତଥା!-->…
Read More...
Read More...
ବିଜେପୁରରୁ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ
ଭୁବନେଶ୍ୱର :ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅପରାହ୍ନ ସାଢେ ଗୋଟାଏରେ ପଦ୍ମପୁର ସ୍ଥିତ ଶକ୍ତିଭଟା ଏୟାରଷ୍ଟ୍ରିପ୍ରେ!-->…
Read More...
Read More...
ସମର୍ଥକ ଓ କର୍ମୀଙ୍କ ସହ ପଟୁଆରରେ ନାମାଙ୍କନ ଦାଖଲ କଲେ ଅଚ୍ୟୁତ ସାମନ୍ତ
ଫୁଲବାଣି, ଆଜି କନ୍ଧମାଳ ଲୋକସଭା ଅସନପାଇଁ ଫୁଲବାଣୀରେ ବିପୁଳ ସମର୍ଥକ କର୍ମୀ ଓ ଶୁଭେଚ୍ଛୁଙ୍କ ଗହଣରେ ଏକ ବିରାଟ ପଟୁଆରେ ଚାଲିଚାଲି ଆସି କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କଲେ ବିଜୁ ଜନତା ଦଳର ସାଂସଦୀୟ ପ୍ରାର୍ଥି ଡ.ଅଚ୍ୟୁତ ସାମନ୍ତ । ଆଜି ସ୍ଥାନୀୟ!-->…
Read More...
Read More...
ଶାନ୍ତିନଗର ନିବାସୀ ଭୋଟ ବର୍ଜନ କରିବେ
ସମ୍ବଲପୁର ସହରର ଏକ ପ୍ରତିପତ୍ତିସମ୍ପନ୍ନ ଅଞ୍ଚଳ ଶାନ୍ତିନଗର ନିବାସୀ ଆଜି ଜିଲ୍ଲା ପ୍ରଶାସନ ପାଖରେ ଫେରାଦ ହୋଇ ଏଥର ଭୋଟ ବର୍ଜନ କରିବା ବିଷୟରେ ଜଣାଇଛନ୍ତି । ସେମାନେ କହିବା ଅନୁସାରେ ତାଙ୍କ ଅଞ୍ଚଳରେ ପ୍ରାୟ ୫୦୦ ସମ୍ପନ୍ନ ପରିବାର ବସବାସ କରନ୍ତି ଓ ସେମାନଙ୍କ ପାଖରେ ପ୍ରାୟ ୨୦୦୦ ମତଦାତା!-->…
Read More...
Read More...
BJP is psuedo nationalist: Col P K Panda
Col Pravat Kumar Panda has described Bharatiya Janata Party as a psuedo national party. Soon after retirement, he toed the partyline as an obedient follower for more than a decade but he is feeling disgusted as he is ditched again and!-->…
Read More...
Read More...
ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର, ଲୋକସଭା ନିର୍ବାଚନ ଲଢ଼ିବାକୁ ମନା କଲେ
ମୁମ୍ବାଇ : ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଲୋକସଭା ନିର୍ବାଚନ ଲଢ଼ିବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡ଼ିଛି । କୌଣସି ଦଳ ପାଇଁ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅକ୍ଷୟ କୁମାର । କିଛି ଦିନ ତଳେ ଖିଲାଡି କୁମାର ବିଜେପି ପ୍ରାର୍ଥୀ ହେବେ ବୋଲି!-->…
Read More...
Read More...
ନିର୍ବାଚନ ନ ଲଢ଼ିବା ସହ କୌଣସି ଦଳ ପାଇଁ ପ୍ରଚାର କରିବେ ନାହିଁ ସଲମାନ ଖାନ୍
ମୁମ୍ବାଇ : ବଲିଉଡ୍ର ଦବଙ୍ଗ ଷ୍ଟାର ସଲମାନ୍ ଖାନ୍ ନିର୍ବାଚନ ଲଢ଼ିବା ନେଇ ହେଉଥିବା ଚର୍ଚ୍ଚା ଉପରେ ପୁର୍ଣ୍ଣଛେଦ ପକାଇଛନ୍ତି । ହେଉଥିବା ସମସ୍ତ ଚର୍ଚ୍ଚାକୁ ଗୁଜବ ବୋଲି କହି ମୁଁ କୌଣସି ଦଳ ପାଇଁ ନ ଲଢ଼ିବା ସହ କୌଣସି ଦଳ ପାଇଁ ପ୍ରଚାର କରିବି ନାହିଁ ବୋଲି ଟୁଇଟ୍ କରି ଜଣାଇଛନ୍ତି!-->…
Read More...
Read More...
“କନ୍ଧମାଳ ଅଞ୍ଚଳ ମୋର ଦ୍ୱିତୀୟ ଘର”
ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହ "ହୀରାଞ୍ଚଳ'ର ବିଶେଷ ସାକ୍ଷାତକାର
ଆଉ ଦିନ କେଇଟା ଗଲେ ସାଧାରଣ ନିର୍ବାଚନ । ରାଜ୍ୟରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିମନ୍ତେ ମତଦାନ ଅନୁଷ୍ଠିତ ହେଉଛି । ଦଳମାନେ ପ୍ରସ୍ତୁତ, ପ୍ରାର୍ଥୀମାନେ ବି ପ୍ରସ୍ତୁତ ହେଲେ ଆମ ଭୋଟରମାନେ କେତେ ପ୍ରସ୍ତୁତ!-->!-->!-->…
Read More...
Read More...
ନୂଆ ମୁହଁ, ନୂଆ ଯୋଶ୍ ନେଇ ନିର୍ବାଚନ ମଇଦାନ୍କୁ ଓହ୍ଲାଇବ ବିଜେପି
ନୂଆଦିଲ୍ଲୀ: ଛତିଶଗଡ଼ରେ ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି (ବିଜେପି) ଚଳିତ ଲୋକସଭା ନିର୍ବାଚନରେ ଆଉ କୌଣସି ପ୍ରକାରର ‘ରିସ୍କ’ ମୁଣ୍ଡାଇବାକୁ ଚାହୁଁନାହିଁ।
ସେଥିପାଇଁ ଛତିଶଗଡ଼ର ୧୧ଟି ଲୋକସଭା ଆସନ!-->!-->!-->…
Read More...
Read More...
୨୦୧୯ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବିଏସ୍ପି ମୁଖ୍ୟ ମାୟାବତୀ
ଲକ୍ଷ୍ନୌ: ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ବୁଧବାର ଦିନ ଘୋଷଣା କରିଛନ୍ତି ବିଏସ୍ପି ମୁଖ୍ୟ ମାୟାବତୀ।
ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ କହିଛନ୍ତି ସେ ଉତ୍ତର ପ୍ରଦେଶରେ ତାଙ୍କ ଦଳ ଓ ସମାଜବାଦୀ ପାର୍ଟିର ସହଯୋଗୀମାନଙ୍କୁ ସଫଳତା ହାସଲ କରାଇବାରେ ସହଯୋଗ କରିବେ।!-->!-->!-->…
Read More...
Read More...