Browsing Category

ଖେଳ

ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ଉଭୟ ସିଏସ୍‌କେ, ରୟାଲ୍ସ

ମୁମ୍ବାଇ: ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ନିଜ ନିଜର ଗତ ମୁକାବିଲାରେ ବିଜୟ ହାସଲ କରିଛନ୍ତି । ଉଭୟ ଦଳ ଆଜିି ୱାଙ୍ଖେଡା ଷ୍ଟାଡିମୟରେ ହେବାକୁ ମୁକାବିଲାରେ ବିଜୟ ହାସଲ କରି ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ରହିଛନ୍ତି । ରାଜସ୍ଥାନ ରୟାଲ୍ସ ନିଜର ଦ୍ୱିତୀୟ ମୁକାବିଲାରେ ଦିଲ୍ଲୀ
Read More...

୨୯ ବର୍ଷରେ ପଦାର୍ପଣ କଲେ ରାହୁଲ

ନୂଆଦିଲ୍ଲୀ : ବିରାଟ କୋହଲି, ରୋହିତ ଶର୍ମାଙ୍କ ପରେ କେଏଲ ରାହୁଲ ହେଉଛନ୍ତି ସେହି ଖେଳାଳି ଯିଏ ଦଳକୁ ଅନେକ ସଙ୍କଟ ସମୟରୁ ଉଦ୍ଧାର କରିଛନ୍ତି । ଦଳ ପାଇଁ ସଙ୍କଟ ମୋଚକ ସାଜିଛନ୍ତି । ୱିକେଟକିପିଂ ହେଉ ବା ବ୍ୟାଟିଂ, ସବୁଥିରେ ରାହୁଲ ନିଜର ପରାକାଷ୍ଠା ଦେଖାଇ ସାରିଛନ୍ତି । ଆଜି ଅର୍ଥାତ
Read More...

ଧୋନୀ ଉପର କ୍ରମରେ ବ୍ୟାଟିଂ କରିବା ଦରକାର : ଗମ୍ଭୀର

ମୁମ୍ବାଇ : ପୂର୍ବ ଭାରତୀୟ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କ ମତରେ ଚେନ୍ନାଇ ସୁପର କିଙ୍ଗ୍‌ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚାରି କିମ୍ବା ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇବା ଦରକରା । ଧୋନୀ ପ୍ରାୟ ସବୁବେଳେ ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥାନ୍ତି । ଦିଲ୍ଲୀ
Read More...

ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ କିଟ୍ ଚମ୍ପିଆନ୍‌

ଯାଜପୁର : ଯାଜପୁର ଜିଲ୍ଲା ବିରିପଟା ଠାରେ ମନ୍ମଥ ଚନ୍ଦ୍ର ଧଳ ସ୍ମାରକୀ ଆନ୍ତଃ କ୍ଲବ ଦିବା ରାତ୍ର ଭଲିବଲ୍ ଟୁନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସରକାରୀ ଦଳ ମୁଖ୍ୟସଚେତକ ତଥା ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ, କିଟ ଓ କିସ୍‌ର କ୍ରୀଡ଼ା ନିର୍ଦ୍ଦେଶକ ତଥା ଓଡ଼ିଶା ଭଲିବଲ ଆସୋସିଏସନର
Read More...

ଦଶନ୍ଧିର ଶ୍ରେଷ୍ଠ ଟି-୨୦, ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କଲା ଆଇସିସି

ନୂଆଦିଲ୍ଲୀ : ଗତ ୧୦ ବର୍ଷ ମଧ୍ୟରେ କ୍ରିକେଟ୍ ର ସର୍ବୋତ୍ତମ ପ୍ରଦର୍ଶନକୁ ଆଧାର କରି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦଶନ୍ଧି ଶ୍ରେଷ୍ଠ ଟି-୨୦, ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରିଛି । ଆଇସିିସି ଘୋଷଣା କରିଥିବା ଦଳରେ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନିଙ୍କ ଦବଦବା ରହିଛି ।
Read More...

ଅଷ୍ଟ୍ରେଲିଆ ୧୯୫ରେ ଅଟକିଲା, ଭାରତର ବ୍ୟାଟିଂ ଜାରି

ମେଲବର୍ଣ୍ଣ: ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଚମକିଛନ୍ତି ଭାରତୀୟ ବୋଲର। ବିଶେଷ କରି ଯଶପ୍ରୀତ ବୁମ୍ରାଙ୍କ ଦମଦାର ବୋଲିଂ ଯୋଗୁ ଟିମ୍‌ ଇଣ୍ଡିଆ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୧୯୫ ରନ୍‌ରେ ଅଟକାଇ ଦେଇଛି। ବୁମ୍ରା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ରବି ଅଶ୍ୱିନ ୩ଟି, ମହମ୍ମଦ
Read More...

ମେଲବୋର୍ଣ୍ଣ ଟେଷ୍ଟ ପାଇଁ ଚୂଡାନ୍ତ ଏକାଦଶ ଘୋଷଣା କଲା ଭାରତ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ମେଲବର୍ଣ୍ଣ : ଭାରତ ଏବଂ ଅଷ୍ର୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲିଠାରୁ ମେଲବର୍ଣ୍ଣରେ ଖେଳାଯିବ । ବକ୍ସିଂ ଡେ ଟେଷ୍ଟ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଟିମ୍ ଇଣ୍ଡିଆ ଚୂଡାନ୍ତ ଏକାଦଶ ଘୋଷଣା କରିଛି । ଏହି ମ୍ୟାଚରେ ଅଜିଙ୍କ୍ୟ ରାହାଣେ
Read More...

ପୁଣି ଚର୍ଚ୍ଚାରେ ଆଥିଆ-ରାହୁଲଙ୍କ ପ୍ରେମ ସଂପର୍କ

ନୂଆଦିଲ୍ଲୀ: ଭାରତର ତାରକା ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ କିଛି ଦିନ ହେବ ଦିନିକିଆ ଏବଂ ଟି -୨୦ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । କେଏଲ ରାହୁଲ କ୍ରିକେଟ୍ ପଡ଼ିଆ ଭିତରେ ଯେତିକି
Read More...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : ଆଜି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ତିନି ଫର୍ମାଟ ପାଇଁ ଦଳ ଘୋଷଣା କରାଯାଇଛି । ପ୍ରତ୍ୟେକ ଦଳରେ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଦିନିକିଆ ଓ ଟି-୨୦ ଦଳ ପାଇଁ କେଏଲ୍
Read More...

ଅଶ୍ୱିନଙ୍କ ଥଟାମଜା : ଗେଲ୍‌ଙ୍କ ଦୁଇ ପାଦ ବାନ୍ଧିଦିଅ

ଦୁବାଇ : ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ନିରାଶ ହେବାକୁ ପଡ଼ିଥିଲା । ପ୍ରତିବର୍ଷ କିଙ୍ଗିସ୍ ଏକାଦଶ ପଞ୍ଜାବ ପାଞ୍ଚ ୱିକେଟରେ ମ୍ୟାଚ୍ ଜିତିଥିଲା । କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା ବେଳେ ନିକୋଲାସ୍
Read More...