Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ରାଇନାଙ୍କ ପାଇଁ ବାରିକ ସାଜିଲେ ସ୍ତ୍ରୀ ପ୍ରିୟଙ୍କା
ନୂଆଦିଲ୍ଲୀ: ଲକ୍ଡାଉନ୍ ଯୋଗୁଁ ସାରା ଦେଶରେ ବର୍ତ୍ତମାନ ସବୁ ସାଲୁନ୍, ସ୍ପା ଆଦି ବନ୍ଦ ରଖାଯାଇଛି । ଏଭଳି ଘଡ଼ିସନ୍ଦି ମୁହୂର୍ତ୍ତରେ ଜନସାଧାରଣ କେଶ କାଟିବା ପାଇଁ ବହୁ ହଇରାଣ ମଧ୍ୟ ହେଉଛନ୍ତି । ଏଥିପାଇଁ ଆମ କ୍ରିକେଟରମାନେ ମଧ୍ୟ ଅସୁବିଧାରେ ପଡ଼ିଛନ୍ତି । ଆଜି ଭାରତୀୟ ପୂର୍ବତନ!-->…
Read More...
Read More...
ଆକଶ ଚୋପ୍ରାଙ୍କ ସର୍ବକାଳୀନ ଟି-୨୦ ଟିମ୍ : ସ୍ଥାନ ପାଇଥିବା ଖେଳାଳି ଖେଳିନାହାନ୍ତି ଟି-୨୦ ମ୍ୟାଚ୍
ମୁମ୍ବାଇ: ଭାରତର ପୂର୍ବତନ ସଫଳ ବ୍ୟାଟ୍ସମ୍ୟାନ ତଥା ପରବର୍ତ୍ତୀ ସମୟର ଭାଷ୍ୟକାର ଆକାଶ ଚୋପ୍ରା ତାଙ୍କର ସର୍ବକାଳୀନ ଟି-୨୦ ଟିମ ଘୋଷଣା କରିଛନ୍ତି । ତେବେ ଯେଉଁ ବିଷୟକୁ ନେଇ ଏହି ଟିମ ଉପରେ ଚର୍ଚ୍ଚା ହେଉଛି ତାହା ହେଉଛି ଖେଳାଳି ଚୟନ । ସବୁଠୁ ଆଶ୍ଚର୍ଯ୍ୟ ବିଷୟ ହେଉଛି ଯେ, ଆକାଶ ଚୋପ୍ରା!-->…
Read More...
Read More...
ଗୋଟିଏ ନାଁରେ ଦୁଇ ଖେଳାଳି
ମୁମ୍ବାଇ,: ଭାରତ ପାଇଁ ଏଭଳି ଦୁଇଜଣ କ୍ରିକେଟର ଖେଳିଛନ୍ତି ଯାହାଙ୍କ ନାମ ସମାନ । ସେହି ନାମଟି ହେଉଛି "ରବିନ ସିଂ' । ତ୍ରିନିଦାଦରେ ଜନ୍ମିତ ରବିନ ସିଂ ଭାରତ ପାଇଁ ୧୯୮୯ ମସିହାରେ ତାଙ୍କର ଡେବ୍ୟୁ ମ୍ୟାଚ୍ ଖେଳିଥିଲେ । ୧୯୯୮ରେ ମଧ୍ୟ ତାଙ୍କର ଟେଷ୍ଟ ଡେବ୍ୟୁ ମ୍ୟାଚ୍ ଖେଳିବା ପାଇଁ ସୁଯୋଗ!-->…
Read More...
Read More...
ପୂର୍ବତନ ଦକ୍ଷିଣ ଆଫ୍ରିକା ସ୍ପିନରଙ୍କ ମୃତ୍ୟୁ
ଜୋହାନ୍ସବର୍ଗ: ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଯୋଗୁଁ ଦକ୍ଷିଣ ଆଫ୍ରିକାର ଜ୍ୟାକି ଡୁ ପ୍ରେଜ୍ ଗତକାଲି ମୃତ୍ୟୁବରଣ କରିଛନ୍ତି । ତାଙ୍କର ହାର୍ଟ ସମସ୍ୟା କିଛିଦିନ ହେଲା ଦେଖାଦେଇଥିଲା । ଗତକାଲି ସେ ନିଜ ସହର ଜିମ୍ବାୱେର ହରାରେଠାରେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି । କ୍ରିକେଟ୍!-->…
Read More...
Read More...
ସୋହେବ ମତ ଉପରେ ଜବାବ ଦେଲେ କପିଲ୍: କହିଲେ ଏପରି କଥା
ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ ପାକିସ୍ତାନର ଦ୍ରୁତ ବୋଲର ଦେଇଥିବା ପ୍ରସ୍ତାବକୁ ଭାରତୀୟ ପୂର୍ବତନ ଅଧିନାୟକ କପିଲ୍ ଦେବ ସମାଲୋଚନା କରିଛନ୍ତି । ସେ ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ, ଭାରତର ଟଙ୍କା ଆବଶ୍ୟକ୍ ନାହିଁ କି ବର୍ତ୍ତମାନ ଭଳି ପରିସ୍ଥିତିରେ!-->…
Read More...
Read More...
କ୍ରିକେଟରମାନଙ୍କର ବେତନ କଟିବ
ଲଣ୍ଡନ : ସମଗ୍ର ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ଯୋଗୁଁ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି । ବ୍ରିଟେନ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ଦେଶରେ ପ୍ରତିଦିନ ଶହଶହ ଲୋକ ସଂକ୍ରମିତ ହେଉଥିବା ବେଳେ ମୃତ୍ୟୁମୁଖରେ ମଧ୍ୟ ପଡୁଛନ୍ତି । ପରିସ୍ଥିତିର ମୁକାବିଲା ପାଇଁ ବିପୁଳ ଅର୍ଥର ଆବଶ୍ୟକତା!-->…
Read More...
Read More...
ଆଜିର ଦିନରେ ୨୫ ବର୍ଷ ତଳେ ସଚିନଙ୍କ ରେକର୍ଡ଼
ନୂଆଦିଲ୍ଲୀ : ଉଭୟ ଦିନିକିଆ ଓ ଟେଷ୍ଟରେ ନିଜ ନାମରେ ସର୍ବାଗ୍ରେ ରେକର୍ଡ଼ ସ୍ଥାପନ କରିଥିବା ଭାରତୀୟ ପୂର୍ବତନ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ଆଜିର ଦିନରେ ଯେଉଁ ରେକର୍ଡ଼ କରିଥିଲେ ତାହା ଜାଣିଲେ ଆଶ୍ୱର୍ଯ୍ୟାନ୍ୱିତ ହେବେ । ଆଜକୁ ୨୫ ବର୍ଷ ତଳେ ସଚିନ୍ ଶ୍ରୀଲଙ୍କା ବିପକ୍ଷରେ ଖେଳୁଥିବା!-->…
Read More...
Read More...
କୋଭିଡ୍-୧୯ ଖର୍ଚ୍ଚ ପାଣ୍ଠି ପାଇଁ ସୋହେବ ଦେଲେ ଏପରି ମତ
ନୂଆଦିଲ୍ଲୀ : ବର୍ତ୍ତମାନ ସାରା ବିଶ୍ୱ କରୋନା ଭଳି ମହାମାରୀରେ ଗ୍ରାସି ରହିଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ପାଣ୍ଠି ଆବଶ୍ୟକ ପଡୁଛି । ତେଣୁ ପ୍ରତ୍ୟେକ ଦେଶରେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ମଧ୍ୟ ସହାୟତାର ସୂଅ ଛୁଟୁଛି । ଏଭଳି ସ୍ଥିତିରେ ଆହୁରି ଅଧିକ ପାଣ୍ଠି ଯୋଗାଡ଼!-->…
Read More...
Read More...
ଓଡିଶାରେ କରୋନା ମୁକାବିଲା ପାଇଁ ଆଗକୁ ଆସିଲା ଓସିଏ : ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେଲା ୧କୋଟି
କଟକ:ଓଡିଶାରେ କୋଭିଡ୍-୧୯ର ମୁକାବିଲା କରିବାପାଇଁ ଓଡିଶା କ୍ରିକେଟ ଆସୋସିଏସନ ଏକକୋଟି ଟଙ୍କା ପ୍ରଦାନ କରିବାସହ ସରକାରଙ୍କୁ ସହଯୋଗ ପାଇଁ ଆଗକୁ ଆସିଛି । ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଓସିଏର ସଂପାଦକ ସଞ୍ଜୟ ବେହେରା ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର!-->…
Read More...
Read More...
ଗୃହବନ୍ଦୀରେ ରୋନାଲ ଡିନୋ
ପାରାଗୁଏ,: ପ୍ରସିଦ୍ଧ ଫୁଟବଲ ଖେଳାଳି ରୋନାଲ ଡିନୋ ଓ ତାଙ୍କ ଭାଇଙ୍କୁ ଗୃହବନ୍ଦୀରେ ରଖାଯାଇଛି । ଜାଲ୍ ପାସପୋର୍ଟ ବ୍ୟବହାର କରି ସେମାନେ ପାରାଗୁଏ ଦେଶରେ ପ୍ରବେଶ କରିଥିଲେ । ଏହା ଜଣାପଡିବା ପରେ ପ୍ରଥମେ ସେମାନଙ୍କୁ ଗିରଫ କରି ଜେଲକୁ ପଠାଇ ଦିଆଯାଇଥିଲା । ଜେଲରେ ସେମାନେ ବିଚାର!-->…
Read More...
Read More...