Browsing Category

ଖେଳ

ସାମ୍ନାକୁ ଆସିଲା ରାହୁଲ-ଆଥିଆଙ୍କ ବିବାହ ତାରିଖ !

ନୂଆଦିଲ୍ଲୀ : ବଲିଉଡର ଭେଟେରାନ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ ଭାରତୀୟ ଦଳର ଓପନର୍‌ ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌ ରାହୁଲଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଥମିବାର ନା ଧରୁନାହିଁ । ଯଦିଓ ଏହି ଯୋଡି ସେମାନଙ୍କ ସମ୍ପର୍କ ବିଷୟରେ କୌଣସି ଅଫିସିଆଲ୍‌ ବିବୃତ୍ତି
Read More...

ଆସନ୍ତାକାଲିଠାରୁ ବାଂଲାଦେଶ-ଭାରତ ଟେଷ୍ଟ ସିରିଜ, ଏମିତି ହୋଇପାରେ ଦୁଇଦଳର ପ୍ଲେଇଙ୍ଗ ଏକାଦଶ

ନୂଆଦିଲ୍ଲୀ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପ୍ରଥମ ମ୍ୟାଚ ଆସନ୍ତାକାଲିଠାରୁ ଆରମ୍ଭ ହେବ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ (ଡବ୍ଲୁଟିସି) ଅନୁଯାୟୀ ଭାରତ ପାଇଁ ଉଭୟ ମ୍ୟାଚ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦିନିକିଆ ସିରିଜରେ ୨-୧ ହାରିବା
Read More...

ଇତିହାସ ରଚିଲେ ସ୍ମୃତି ମନ୍ଧାନା

ମୁମ୍ବାଇ: ଭାରତ ଏବଂ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ୧୧ ଡିସେମ୍ବରରେ ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ଦଳ ସୁପର ଓଭରରେ ଜିତିବାକୁ ସ୍ଥିର ହୋଇଥିଲା। ମ୍ୟାଚର ହିରୋ ଓପନର୍‌ ସ୍ମୃତି
Read More...

ପିତା ହେଲେ ଏହି କ୍ରିକେଟର, ଫଟୋ ସେୟାର କରି ଜଣାଇଲେ ପୁତ୍ରର ନାମ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆରୁ ବାହାରେ ଥିବା ବ୍ୟାଟ୍ସମ୍ୟାନ୍‌ ମୟଙ୍କ ଅଗ୍ରୱାଲ ପିତା ହୋଇଛନ୍ତି । ସେ ଟ୍ୱିଟ୍‌ କରି ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି । ଏହା ସହିତ ସେ ଦୁନିଆ ଆଗରେ ପୁଅର ନାମ ମଧ୍ୟ ପ୍ରକାଶ କରିଥିଲେ । ମୟଙ୍କ ଟ୍ୱିଟରରେ ଏକ ଚିତ୍ର ସେୟାର କରିଛନ୍ତି ଯେଉଁଥିରେ
Read More...

ବାଂଲାଦେଶ ଗସ୍ତରେ ଭାରତୀୟ ଦଳକୁ ବଡ଼ ଝଟ୍‌କା,ଟେଷ୍ଟ ସିରିଜରୁ ବାଦ ପଡିପାରନ୍ତି ରୋହିତ

ଢାକା: ବାଂଲାଦେଶ ଗସ୍ତରେ ଭାରତୀୟ ଦଳକୁ ବଡ଼ ଝଟ୍‌କା ଲାଗିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳିବାରେ ସନ୍ଦେହ ରହିଛି। ଦ୍ୱିତୀୟ ଦିନିକିଆରେ ତାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଥିଲା। ସେ ଫିଲ୍ଡିଂ କରି ନ ଥିଲେ। ତେବେ ରୋହିତ ଶେଷରେ ବ୍ୟାଟିଂ ସମୟରେ
Read More...

ଦ୍ୱିତୀୟ ଦିନିକିଆରେ ହାରିଲା ଭାରତ, ଆଗୁଆ ସିରିଜ କବଜା କଲା ବାଂଲାଦେଶ

ଢାକା : ଢାକାଠାରେ ଖେଳାଯାଇଥିବା ୨ୟ ଦିନିକିଆରେ ରୋହିତ ଶର୍ମାଙ୍କ ଲଢୁଆ ପ୍ରଦର୍ଶନ ସତ୍ତ୍ବେ ଭାରତ ବାଂଲାଦେଶଠାରୁ ୫ ରନରେ ହାରିଯାଇଛି । ୨୭୨ରନର ପିଛା କରୁଥିବା ଟିମ ଇଣ୍ଡିଆ ଆରମ୍ଭରୁ ବିରାଟ କୋହଲି ଓ ଶିଖର ଧଓ୍ବନଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଏହା ପରେ କେଏଲ ରାହୁଲ ଓ
Read More...

ନବରଙ୍ଗପୁର ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ନବରଙ୍ଗପୁର : ଚଳିତ ବର୍ଷ ଗତାନୁଗତିକ ଭାବରେ ନବରଙ୍ଗପୁର ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କର ଉଭୟ ଶାରରିକ ଓ ମାନସିକ ବିକାଶ ପାଇଁ ଏହି କ୍ରୀଡା ଉତ୍ସବ ଦୁଇଦିନ ଧରି ପାଳନ କରାଯାଇଥିଲା । ଏଥିରେ ଉଭୟ ଯୁକ୍ତ ଦୁଇ ଏବଂ ଯୁକ୍ତ
Read More...

ଚାଲିଛି ଦିନିକିଆ ସିରିଜ, ବିବାହ କଲେ ତିନି ଶ୍ରୀଲଙ୍କା ଖେଳାଳି

ନୂଆଦିଲ୍ଲୀ: ଶ୍ରୀଲଙ୍କା-ଆଫଗାନିସ୍ତାନ ମଧ୍ୟରେ ଜାରି ରହିଛି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ। ଦ୍ବିତୀୟ ଓଡିଆଇ ଗତକାଲି ପାଲିକିଲି ଷ୍ଟାଡିୟମରେ ଖେଳାଯାଇଥିଲା। କିନ୍ତୁ ବର୍ଷା କାରଣରୁ ମ୍ୟାଚ ଅଧାରୁ ବନ୍ଦ ହୋଇଥିଲା। ତେବେ ନଭେମ୍ବର ୩୦ ରେ ହେବାକୁ ଥିବା ତୃତୀୟ ଦିନିକିଆ ପୂର୍ବରୁ
Read More...

ପ୍ରଥମ ଖେଳାଳି ଭାବେ ଗୋଟିଏ ଓଭରରେ ୭ ଛକା ଲଗାଇଲେ ଋତୁରାଜ

ନୂଆଦିଲ୍ଲୀ : ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲ ମ୍ୟାଚରେ ଋତୁରାଜ ଗାଇକୱାଡ ଅଧିନାୟକ ଇନିଂସ ଖେଳିଥିଲେ । ସେ ୟୁପି ବିପକ୍ଷରେ ୧୫୯ ବଲରୁ ଅପରାଜିତ ୨୨୦ ସ୍କୋର କରିଥିଲେ । ଏହି ଇଂନିସରେ ୧୦ ଚୌକା ଓ ୧୬ ଛକା ଅନ୍ତର୍ଭୁକ୍ତ । ସେ ଗୋଟିଏ ଓଭରରେ ୭ ଛକା ସମେତ ୪୩ ରନ୍‌ ସଂଗ୍ରହ କରିଥିଲେ
Read More...

ଆଇପିଏଲ ନିଲାମ : ଏହି ଖେଳାଳିଙ୍କ ଉପରେ ହୋଇପାରେ ଧନବର୍ଷା

ନୂଆଦିଲ୍ଲୀ : ଆଇପିଏଲ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସମସ୍ତ ଫ୍ରାଞ୍ଚାଇଜ୍‌ ଦଳ ମଧ୍ୟ ସେମାନଙ୍କର ମୁକ୍ତ ତଥା ସଂରକ୍ଷିତ ଖେଳାଳିଙ୍କ ତାଲିକା ସାର୍ବଜନୀନ କରିଛନ୍ତି । ବର୍ତ୍ତମାନ ସମସ୍ତ ଦଳ ଆଇପିଏଲର ପରବର୍ତ୍ତୀ ସିଜିନି ପାଇଁ ନିଲାମ ରଣନୀତି ଯୋଜନା କରିବା ଆରମ୍ଭ କରିଛନ୍ତି ।
Read More...