Browsing Category

ଖେଳ

ଏହି ଦୁଇ ଦେଶର ଖେଳାଳିଙ୍କୁ ବ୍ୟାନ କଲା ୱିମ୍ବଲଡନ୍‌

ଲଣ୍ଡନ: ବିଶ୍ୱ ଟେନିସର ଦୁଇ ନମ୍ବର ଖେଳାଳି ଡାନିଏଲ ମେଦଭେଦେଭଙ୍କୁ ଚଳିତ ବର୍ଷ ୱିମ୍ବଲଡନ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିବ ନାହିଁ । ରୁଷ ଓ ବେଲାରୁଷ ଖେଳାଳିଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ୱିମ୍ବଲଡନ୍‌ । ଏହି ଦୁଇ ଦେଶର ଖେଳାଳି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିବେ ନାହିଁ । ରୁଷ
Read More...

ଦିଲ୍ଲୀ କ୍ୟାପିଟାଲ୍ସର ଆଉ ଜଣେ ଖେଳାଳି ହେଲେ କରୋନା ଆକ୍ରାନ୍ତ

ମୁମ୍ବାଇ : ଆଇପିଏଲ ଫ୍ରାଞ୍ଜାଇଜ ଦିଲ୍ଲୀ କ୍ୟାପିଟାଲ୍ସକୁ ଆଉ ଏକ ଝଟକା ଲାଗିଛି । ଆଜି ସଂଧ୍ୟାରେ ପଞ୍ଜାବ ବିପକ୍ଷ ମ୍ୟାଚ ପୂର୍ବରୁ ଦଳକୁ ଏହି ଝଟକା ଲାଗିଛି । ଦଳର ଷ୍ଟାର ଉଇକେଟ କିପର ବ୍ୟାଟ୍ସମାନ ଟିମ୍‌ ସାଇଫର୍ଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ମିଚେଲ ମାର୍ଶ କରୋନାରେ
Read More...

ଖୁବଶୀଘ୍ର ରାହୁଲ-ଆଥିଆଙ୍କ ବାଜିବ ସାହାନାଇ

ମୁମ୍ବାଇ: ବଲିଉଡରେ ବିବାହ ଋତୁ ଚାଲିଛି । ନିକଟରେ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବିବାହ ହୋଇଛି । ଉଭୟଙ୍କ ପଡିଛି ହାତଗଣ୍ଡି । ରଣବୀରଙ୍କ ଘରକୁ ବୋହୂ ହୋଇ ଯାଇଛନ୍ତି ସୁନ୍ଦରୀ ଆଲିଆ । ତେବେ ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଯୋଡି ହେବାକୁ ଯାଉଛି । ସେମାନେ ହେଉଛନ୍ତି ଆଥିଆ ଶେଟ୍ଟୀ
Read More...

କୋହଲିଙ୍କ କ୍ରମାଗତ ଖରାପ ପ୍ରଦର୍ଶନକୁ ନେଇ ଚିନ୍ତାରେ ଆରସିବି

ମୁମ୍ବାଇ: ଆଇପିଏଲରେ ବିରାଟ କୋହଲିଙ୍କ କ୍ରମାଗତ ନୈରାଶ୍ୟଜନକ ପ୍ରଦର୍ଶନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଚଳିତ ସଂସ୍କରଣରେ ମଧ୍ୟ ତାଙ୍କର ପ୍ରଦର୍ଶନ ଏପର୍ଯ୍ୟନ୍ତ ଖରାପ ରହିଛି । ଖାତା ଖୋଲିନପାରି ଆଉଟ ହେବା ଦଳକୁ ସବୁଠୁ ବେଶୀ ଚିନ୍ତାରେ
Read More...

ଏହି ଖେଳାଳିଙ୍କୁ ବିଶ୍ୱର ଶ୍ରେଷ୍ଠ ଟି-୨୦ ପ୍ଲେୟାର କହିଲେ ମାଇକେଲ ଭନ

ମୁମ୍ବାଇ : ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଜୋସ୍‌ ବଟଲର ସିଜନର ଦ୍ୱିତୀୟ ଶତକ ହାସଲ କରିଥିଲେ । ରାଜସ୍ଥାନ ପାଇଁ ଏହା ବଟଲରଙ୍କ ଏହା ତୃତୀୟ ଶତକ ଏବଂ ସେ ଏହି ଫ୍ରାଞ୍ଚାଇଜ୍‌ ପାଇଁ
Read More...

ଆଇପିଏଲର ଜନ୍ମଦିନରେ ହ୍ୟାଟ୍ରିକ୍‌ ନେଇ ଇତିହାସ ରଚିଲେ ଚହଲ

ମୁମ୍ବାଇ : ସୋମବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ର ୧୫ ତମ ଜନ୍ମଦିନରେ ମୁମ୍ବାଇର ବ୍ରାବୋର୍ନ୍‌ ଷ୍ଟାଡିୟମରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଲିଗ୍‌ ଇତିହାସରେ କେବେ ହୋଇ ନଥିଲା । ଆଇପିଏଲର ୧୫ ତମ ଜନ୍ମଦିନରେ ଲିଗ୍‌ର ପ୍ରଥମ ଚାମ୍ପିଅନ୍‌ ରାଜସ୍ଥାନ ରୟାଲ୍ସ
Read More...

କ୍ୱାରେଣ୍ଟାଇନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ସବୁ ଖେଳାଳି

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ତଥା ଆଇପିଏଲ୍‌ରେ ଘାରିଲା କରୋନା ଭୟ । ପୁଣି ଥରେ ଆଇପିଏଲ୍‌ରେ ପଶିଲା ଏହି ଭାଇରସ୍‌ । ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ର ଫିଜିୟୋ ପ୍ୟାଟ୍ରିକ୍‌ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ଏବେ ପୂରା ଟିମ୍‌କୁ କ୍ୱାରେଣ୍ଟାଇନ୍‌
Read More...

ଅଧିନାୟକ ବଦଳାଇଲେ ପଞ୍ଜାବ କିଙ୍ଗ୍‌ସ, ଜାଣନ୍ତୁ କାରଣ

ମୁମ୍ବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଅର୍ଥାତ୍‌ ଆଇପିଏଲ୍‌ ୨୦୨୨ ମଧ୍ୟ ଭାଗରେ ପଞ୍ଜାବ କିଙ୍ଗ୍ସ ନିଜର ଅଧିନାୟକଙ୍କୁ ବଦଳାଇବାକୁ ପଡିଛି । ତେବେ ଏହା ସ୍ଥାୟୀ ନୁହେଁ , କିନ୍ତୁ ଅସ୍ଥାୟୀ ଭାବେ ହୋଇଛି । କାରଣ ପଞ୍ଜାବ କିଙ୍ଗ୍ସର ନିୟମିତ ଅଧିନାୟକ ମୟଙ୍କ ଅଗ୍ରୱାଲ ଆହତ ହୋଇଛନ୍ତି ।
Read More...

ପୁଣି କମିଲା ଆଇପିଏଲ ଟିଭି ରେଟିଂ

ନୂଆଦିଲ୍ଲୀ,୧୫/୪: ଆଇପିଏଲର ଟିଭି ରେଟିଂରେ ହ୍ରାସ ଧାରା ଜାରି ରହିଛି । ଏହାକୁ ନେଇ ବିସିସିଆଇ ଖୁବ ଚିନ୍ତିତ । ଦ୍ୱିତୀୟ ସପ୍ତାହରେ ବି ଟିଭି ରେଟିଂ ହ୍ରାସ ପାଇଛି । ପ୍ରଥମ ସପ୍ତାହରେ ଆଇପିଏଲ ଟିଭି ରେଟିଂରେ ୩୩ ପ୍ରତିଶତ ହ୍ରାସ ଘଟିଥିଲା । ଏହା ପରେ ଦ୍ୱିତୀୟ ସପ୍ତାହରେ ୨୮ ପ୍ରତିଶତ
Read More...

ଆଇପିଏଲ୍‌ରେ ପଶିଲା କରୋନା

ମୁମ୍ବାଇ,୧୫/୪ : ଏତେ ଜଗିକି ମଧ୍ୟ କିଛି ଲାଭ ହେଲାନି । ଆଇପିଏଲରେ ପୁଣି ପଶିଲା କରୋନା । ଆଇପିଏଲର ଚଳିତ ସଂସ୍କରଣରେ ସୁରକ୍ଷା ବଳୟ ଭେଦ କରିଛି କରୋନା । ଦିଲ୍ଲୀ କ୍ୟାପିଟାଲ୍‌ସର ଫିଜିଓ ପାଟ୍ରିକ ଫରହାଟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫିଜିଓ ପଜିଟିଭ୍‌ ହେବା ପରେ ଟିମ୍‌ର
Read More...