Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଶେଷହେଲା ଓଡ଼ିଶା ଓପନ ବ୍ୟାଡମିଣ୍ଟନ : ମହିଳାରେ ଉନ୍ନତି,ପୁରୁଷରେ କିରନ ଚାମ୍ପିଅନ
କଟକ : ଶେଷ ହୋଇଛି ଓଡ଼ିଶା ଓପନ ସୁପର-୧୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆଜି ଶେଷ ହୋଇଛି । ମହିଳା ସିଙ୍ଗିଲ୍ସରେ ଉନ୍ନତି ହୁଡ୍ଡା ଓ ପୁରୁଷ ସିଙ୍ଗିଲସରେ କିରନ ଜଜ୍ର୍ ଚାମ୍ପିଅନ ହୋଇଛନ୍ତି । ଉନ୍ନତି ଚାମ୍ପିଅନ ହେବା ସହ ଇତିହାସ ରଚିଛନ୍ତି । ସେ କନିଷ୍ଠ ଭାରତୀୟ ଶଟଲର୍ ଭାବେ!-->…
Read More...
Read More...
ଇତିହାସ ରଚିଲେ ନାଡାଲ
ନୂଆଦିଲ୍ଲୀ : ଇତିହାସ ରଚିଲେ ରାଫେଲ ନାଦାଲ । ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗିଲ୍ସରେ ଚାମ୍ପିଅନ ହେବା ସହ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ ଜିତି ସେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ଏଥିସହ ସେ ୨୧ତମ ଗ୍ରାଣ୍ଡସ୍ଲାମ ଜିତି ଦୁନିଆର ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ନିଜ!-->…
Read More...
Read More...
ଅଶୋକ ଏବଂ ଆଶିଷ ସ୍ମାରକୀ ଏକଦିବସିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସାମ୍ବାଦିକ ଏକାଦଶ ବିଜୟୀ
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ବିଟିଏମ ପଡିଆଠାରେ ଚାଲିଥିବା ଉଇଣ୍ଟର କପ ଟୁର୍ଣ୍ଣାମେଣ୍ଟର ଚାଲିଥିବା କ୍ରିକେଟ ଟୁର୍ଣ୍ଣାମଂଟ ଅବସରରେ ଆଜି ଅଶୋକ ଏବଂ ଆଶିଶ ସ୍ମାରକି ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଟ ଆଡଭୋକେଟ ଏକାଦଶ ଓ ସାମ୍ବାଦିକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୁର୍ଣ୍ଣ!-->…
Read More...
Read More...
ଅଷ୍ଟ୍ରେଲିଆନ ଓପନ : ମହିଳା ଡବଲ୍ସ ଜିତିଲେ ବାର୍ବୋରା- କ୍ୟାଟେରିନା ଯୋଡ଼ି
ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆନ ଓପନରେ ବାର୍ବୋରା କ୍ରେଜସିକୋଭା ଓ କ୍ୟାଟେରିନା ସିନିଆକୋଭା ଯୋଡ଼ି ମହିଳା ଡବଲ୍ସ ଟାଇଟଲ ହାସଲ କରିଛନ୍ତି । ସେମାନେ ଅଷ୍ଟ୍ରେଲୀୟ ଓପନ୍ ମହିଳା ଡବଲ୍ସ ୬-୭ (୩), ୬-୪, ୬-୪ ରବିବାର ଅଣସଂରକ୍ଷିତ ଆନ୍ନା ଡାନିଲିନା ଏବଂ ବିଟ୍ରିଜ୍ ହାଡାଦଙ୍କ ଠାରୁ!-->!-->!-->…
Read More...
Read More...
ଆଇପିଏଲ ପ୍ରଶଂସକଙ୍କ ପାଇଁ ଖୁସି ଖବର : ୨୫% ଦର୍ଶକଙ୍କୁ ଷ୍ଟାଡିୟମକୁ ମିଳିପାରେ ଏଣ୍ଟ୍ରି !
ନୂଆଦିଲ୍ଲୀ : ଆଇପିଏଲ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଦେଶରେ କ୍ରମାଗତ ଭାବେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଆଇପିଏଲ ୨୦୨୨ ସମୟରେ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ଦିଆଯାଇପାରେ । ଆଇପିଏଲର ସମସ୍ତ ଲିଗ୍ ମ୍ୟାଚ ମହାରାଷ୍ଟ୍ରରେ ଅନୁଷ୍ଠିତ ହେବ!-->…
Read More...
Read More...
“ମୁଁ ବିଲକୁଲ କ୍ରିକେଟ ଖେଳିବାକୁ ଚାହୁଁ ନଥିଲି’
ନୂଆଦିଲ୍ଲୀ : “ମୁଁ କ୍ରିକେଟ ଖେଳିବାକୁ ଚାହୁୁଁ ନଥିଲି । ମୋର ବିଲକୁଲ ଇଚ୍ଛା ନଥିଲା । ଅବଶ୍ୟ ଏହା ଏକ ନିର୍ଦ୍ଦିଷ୍ଟ ସମୟର କଥା’ । ଏକଥା ପ୍ରକାଶ କରିଛନ୍ତି ଅଷ୍ଟ୍ରେଲିଆର ଅନ୍ୟତମ ଷ୍ଟାର କ୍ରିକେଟର ମିଚେଲ ଷ୍ଟାର୍କ । ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ ବହୁ ଦିନ ତଳର କଥା ମନେ!-->…
Read More...
Read More...
ଫାଇନାଲ ପୂର୍ବରୁ ଝଟକା ଖାଇଲେ ଏହି ଷ୍ଟାର ଖେଳାଳି
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆନ ଓପନର ପୁରୁଷ ସିଙ୍ଗିଲ୍ସ ବିଭାଗରେ ଫାଇନାଲ୍ ମୁକାବିଲା ଖେଳିବା ପୂର୍ବରୁ ଦାନିଲ ମେଦଭେଦେଭଙ୍କୁ ଲାଗିଛି ଏକ ବଡ଼ ଝଟକା । ଏହି ଚରମ ପର୍ଯ୍ୟାୟ ଲଢେଇ ପୂର୍ବରୁ ଦଣ୍ଡିତ ହୋଇଛନ୍ତି ମେଦଭେଦେଭ । ଏକ ବିଶୃଙ୍ଖଳିତ ଆଚରଣ ସକାଶେ ତାଙ୍କ ବିରାଧରେ କାର୍ଯ୍ୟାନୁଷ୍ଠାନ!-->…
Read More...
Read More...
ମଞ୍ଜରେକରଙ୍କ ମହାନ ଅଧିନାୟକ ତାଲିକାରେ ସ୍ଥାନ ପାଇଲେନି ଏହି କ୍ରିକେଟର
ନୂଆଦିଲ୍ଲୀ : ବହୁ ପୂର୍ବତନ କ୍ରିକେଟର ବିରାଟ କୋହଲିଙ୍କୁ ବିଶ୍ୱର ଜଣେ ଶେଷ୍ଠ ବ୍ୟାଟସମ୍ୟାନ ତଥା ଅଧିନାୟକ ବୋଲି କହୁଥିବା ବେଳେ ଆଉ କିଛି କ୍ରିକେଟର ତାଙ୍କୁ ଏହି ମାନ୍ୟତା ଦେବାକୁ ପ୍ରସ୍ତୁତ ନୁହନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ସଞ୍ଜୟ ମଞ୍ଜରେକର । ମଞ୍ଜରେକର ତାଙ୍କର ନିଜର ମହାନ!-->…
Read More...
Read More...
ଦେଶ ପାଇଁ ଇତିହାସ ରଚିଲେ ବାର୍ତି
ନୂଆଦିଲ୍ଲୀ : ନୂଆବର୍ଷରେ ଦେଶ ପାଇଁ ଇତିହାସ ରଚିଛନ୍ତି ଅଷ୍ଟ୍ରେଲିଆନ ମହିଳା ଟେନିସ ଖେଳାଳି ଆସଲେ ବାର୍ତ୍ତି । ଅଷ୍ଟ୍ରେଲିଆନ ଓପନ-୨୦୨୨ ମହିଳା ସିଙ୍ଗିଲ୍ସ ଇଭେଣ୍ଟରେ ସେ ଟାଇଟଲ ଜିତି ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଦୁନିଆର ଏକ ନମ୍ବର ଟେନିସ୍ ଖେଳାଳି ବାର୍ଟି ଆମେରିକାର!-->…
Read More...
Read More...
ସ୍ପଟ ଫିକ୍ସିଂ ମାମଲାରେ ୩ ବର୍ଷ ବାସନ୍ଦ ହେଲେ ବ୍ରେଣ୍ଡନ ଟେଲର
ଦୁବାଇ: ସ୍ପଟ ଫିକ୍ସିଂ ଘଟଣା ଜିମ୍ବାୱେର ଜଣାଶୁଣଶ କ୍ରିକେଟର ବ୍ରେଣ୍ଡନ ଟେଲରଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହି ମାମଲାରେ ଆଇସିସି ତାଙ୍କୁ ଆଇସିସି ୩ ବର୍ଷ ପାଇଁ ବାସନ୍ଦ କରିଛି । ଫଳରେ ଆସନ୍ତା ତିନି ବର୍ଷ ସେ କୌଣସି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇପାରିବେ ନାହିଁ । କିଛି ଦିନ ପୂର୍ବରୁ!-->…
Read More...
Read More...