Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଆଜି ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଟାଣ ଖରା ଅନୁଭୂତ ହେଉଛି। ପଦାକୁ ବାହାରିବା ଅସହଜ ହେଉଛି। ଆଜି ବୌଦ୍ଧରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୫ ଡ଼ିଗ୍ରି ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ବରରେ ୩୯.୮ ଓ କଟକରେ ୪୦ ଡ଼ିଗ୍ରି!-->…
Read More...
Read More...
ବେଲପଡ଼ା ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ୍ ତ୍ରିପାଠୀ
ପାଟଣାଗଡ଼,୨୮/୪- ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀ । ବୁଧବାର ବେଲପଡ଼ା ବ୍ଲକ ସାତଚୁଆ ଗାଁ ନିକଟରେ ଥିବା ସାରସ କୁକୁଡ଼ା ଫାର୍ମକୁ ଗସ୍ତକରି ବୁଲି ଦେଖିଥିଲେ । ଶ୍ରୀ ତ୍ରିପାଠୀଙ୍କ!-->…
Read More...
Read More...
ଜିଲ୍ଲା ବାଲ୍ୟବିବାହ ମଞ୍ଚର ବାର୍ଷିକ ଅଧିବେଶନ
ବୌଦ୍ଧ,୨୮/୪:- ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ!-->…
Read More...
Read More...
ପଦୋନ୍ନତି ପାଇଲେ ୮ ବ୍ଲକ୍ର ୫୨୦ ଶିକ୍ଷକ
ଦଶପଲ୍ଲା : ନୟାଗଡ ଜିଲ୍ଲାର ୮ଗୋଟି ବ୍ଲକରୁ ଏକକାଳୀନ ୫୨୦ଜଣ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ମିଳିଥିବା ପଦୋନ୍ନତି ଗତ ୨୬ ତାରିଖଠାରୁ କାର୍ଯ୍ୟକାରୀ କରାଯାଇଛି । ଗତ ନଭେମ୍ବର ମାସରୁ ଏହି ପଦୋନ୍ନତି ଲେବଲ ' ଭି ' ରୁ ଲେଭଲ ' ଆଇ ଭି ' କୁ ତାଲିକା ପ୍ରସ୍ତୁତ କରାଯାଇ ଥିଲେ ହେଁ କାହାକୁ କେଉଁ!-->…
Read More...
Read More...
ରାଜ୍ୟସଭା ନିର୍ବାଚନ: ରିଟର୍ଣ୍ଣିଂ ଅଫିସର ନିଯୁକ୍ତ
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ତ୍ୱରାନ୍ୱିତ ହେଲା ପ୍ରକ୍ରିୟା । ରାଜ୍ୟସଭା ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ । ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ରିଟର୍ଣ୍ଣିଂ ଅଫିସର ଓ ଗଙ୍ଗାଧର ମଲ୍ଲିକଙ୍କୁ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ଭାବେ!-->…
Read More...
Read More...
ସ୍କୁଲ୍ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା, ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ବାସିନ୍ଦା
ବାଲିଗୁଡ଼ା: ସ୍କୁଲ୍ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା । ନ୍ୟାୟ ଦାବିରେ ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ଶତାଧିକ ସ୍ଥାନୀୟ ବାସିନ୍ଦା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୁଆସାହିଠାରେ ଥିବା ବହୁ ପୁରାତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (କେ.ଜି.ବି.ଭି) କସ୍ତୁରବା ଗାନ୍ଧୀ ବାଳିକା!-->…
Read More...
Read More...
ଖରା ଦେଖି ନିଆଯିବ ସ୍କୁଲ ଖୋଲିବା ନିଷ୍ପତ୍ତି : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟ ଜାରି ରହିଛି ପ୍ରଚଣ୍ଡ ଖରା ସହ ଗ୍ରୀଷ୍ମ ପ୍ରବାହ । ଖରା ପାଇଁ ଏପ୍ରିଲ ୨୬ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଖରା ଦେଖି ସ୍କୁଲ ଖୋଲିବା ପାଇଁ ପୁଣି ନିଷ୍ପତ୍ତି ନିଆଯିବ ବୋଲି ଆଜି ମନ୍ତ୍ରୀ ସମୀର ଦାଶ!-->…
Read More...
Read More...
ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ଉଦ୍ଯାପିତ
ବୌଦ୍ଧ,୨୮/୪- ଗତ ୪ଦିନ ଧରି ଚାଲିଥିବା ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକମେଳାର ଉଦଯାପନୀ ଦିବସର ଶେଷ ସାନ୍ଧ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଖଣି, ଇସ୍ପାତ ଏବଂ ପୂର୍ତ୍ତ ବିଭାଗ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା!-->…
Read More...
Read More...
ଜିଲ୍ଲାସ୍ତରୀୟ ଦକ୍ଷତା ବୃଦ୍ଧି ତାଲିମ ଉଦଯାପିତ
ବୌଦ୍ଧ,୨୮/୪:- ବୌଦ୍ଧ ସହରର ସରକାରୀ ବାଳିକା ଉଚ୍ଚ଼ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପଞ୍ଚଦିବସୀୟ ଦକ୍ଷତା ବୃଦ୍ଧି ତାଲିମ ଉଦଯାପିତ ହୋଇଯାଇଛି । ଗତ ୨୩ ତାରିଖ ଠାରୁ ଆରମ୍ଭ ହୋଇଥିବା ୫ଟି ହାଇସ୍କୁଲ ପ୍ରଧାନଶିକ୍ଷକ ଓ ଶିକ୍ଷକ /ଶିକ୍ଷୟିତ୍ରୀ ମାନଙ୍କର ନେତୃତ୍ୱ ବିକାଶ ଓ ଡିଜିଟାଲ!-->…
Read More...
Read More...
ଓଲଟିଲା ଯାତ୍ରୀବାହୀ ବସ୍
ସୁନ୍ଦରଗଡ : ସୁନ୍ଦରଗଡରେ ଅଭାବନୀୟ ଘଟଣା । ଭାରସାମ୍ୟ ହରାଇ ଓଲଟିପଡିଲା ଯାତ୍ରୀବାହୀ ବସ । ବଏଲମା ଠାରୁ ସୁନ୍ଦରଗଡକୁ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଝରିଆପାଲି ଠାରେ ଓଲଟିପଡିଥିଲା । ତେବେ ଏଥିରେ ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।
ସୂଚନା ଥାଉକି, ବସରେ ୪୦ ରୁ ଅଧିକ ଯାତ୍ରୀ!-->!-->!-->…
Read More...
Read More...