Browsing Category

ରାଜ୍ୟ

ବୌଦ୍ଧ: କୋର୍ଟଛକରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବୌଦ୍ଧ,୨୯/୪-ଉତ୍‌କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ବୌଦ୍ଧ ନୂଆସାହି ଛକ ଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ମାନ୍ୟବର ଖଣି, ଇସ୍ପାତ ଓ ପୂର୍ତ୍ତବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ…
Read More...

ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା ନେଇ ଆଲୋଚନା

ପାଟଣାଗଡ,୨୯/୪- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକରେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବାବେଳେ ଖପ୍ରାଖୋଲ ପଞ୍ଚାୟତ ସମିତିର ପ୍ରଥମ ବୈ÷ଠକ ଖପ୍ରାଖୋଲ ବ୍ଲକ ସଭାଗୃହ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ନିରୂପମା ପଟେଲଙ୍କ ଅଧ୍ୟକ୍ଷତାରେ…
Read More...

ବୌଦ୍ଧ: କୋର୍ଟଛକରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବୌଦ୍ଧ,୨୯/୪ - ଉତ୍‌କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ବୌଦ୍ଧ ନୂଆସାହି ଛକ ଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ମାନ୍ୟବର ଖଣି, ଇସ୍ପାତ ଓ ପୂର୍ତ୍ତବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ…
Read More...

ଫୁଲବାଣୀ ବିଧାୟକ ଦେଉଛନ୍ତି ଦଶମ ପରୀକ୍ଷା

ବାଲିଗୁଡ଼ା: ଚଳିତ ବର୍ଷ ଫୁଲବାଣୀ ବିଧାୟ ଅଙ୍ଗଦ କହଁର ଦେଉଛନ୍ତି ମାଟ୍ରିକ ପରୀକ୍ଷା । ଏହାକୁ ନେଇ ଏବେ ଫୁଲବାଣୀରେ ବେସ୍‌ ଚର୍ଚ୍ଚା ଚାଲିଛି । ଏକଥା କିଛି ନୁଆ ନୁହେଁ । ପୂର୍ବରୁ ଏମିତି ଅନେକ ବିଧାୟକମାନେ ମଧ୍ୟ ଦଶମ ପରୀକ୍ଷା ଦେଇଛନ୍ତି ଏବଂ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି । ହେଲେ…
Read More...

କପୁକୁଚା ଗ୍ରାମରେ ଜଳକଷ୍ଟ, ଅଧ କି.ମି. ଦୂରକୁ ଯାଇ ଆଣୁଛନ୍ତି ପାଣି

ବାଲିଗୁଡା : ବାଲିଗୁଡା ଉପଖଣ୍ଡ ଆଦିବାସୀ ବହୁଳ ଅଂଚଳ । ଏହି ଅଂଚଳର ବିକାଶ ନିମନ୍ତେ ଓ ଲୋକଙ୍କ ଉପକାର ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଏବଂ ଏଥିପାଇଁ ବହୁ ଅର୍ଥ ବ୍ୟୟ କରୁଛନ୍ତି । କିନ୍ତୁ ଆଜିବ ବହୁ ଲୋକ ମୌଳିକ ସମସ୍ୟାରୁ ବଂଚିତ ହେଉଛନ୍ତି । ନା ଅଛି ପାନୀୟ ଜଳ, ନା ଅଛି…
Read More...

ବାଜିଲା ୫-ଟି ଛାଟ, ନାମନେଲେ ୨ ଗ୍ରାମ ରୋଜଗାର ସେବକ

ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ୨ ଜଣ ଗ୍ରାମ ରୋଜଗାର ସେବକ (ଜିଆରସି)ଙ୍କୁ ଜିଲ୍ଲାପାଳ ଡା. ପୋମା ଟୁଡୁ ଚୁକ୍ତିଭିତ୍ତିକ ପଦବୀରୁ ବହିଷ୍କୃତ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ରଣପୁର ବ୍ଲକ ଅନ୍ତର୍ଗତ କୁଲାସର ଗ୍ରାମ ପଞ୍ଚାୟତର ପୂର୍ବତନ ଗ୍ରାମ ରୋଜଗାର ସେବକ ସୁଶାନ୍ତ କୁମାର ଦାସ ଯିଏ…
Read More...

ଆସନ୍ତାକାଲିଠୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯିବେ । ତାଙ୍କର ଏହି ୫ ଦିନିଆ ଗସ୍ତ କାଳରେ ସେ ଏକାଧିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଅପରାହ୍ନ ସାଢେ ୧ଟାରେ…
Read More...

ଆସନ୍ତାକାଲିଠାରୁ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ଭକ୍ତ

ପୁରୀ : ସେବାୟତ ଓ ଭକ୍ତଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି । କେବଳ ସିଂହଦ୍ୱାର ନୁହେଁ ପଶ୍ଚିମ ଦ୍ୱାର ବାଟେ ଶ୍ରୀମନ୍ଦିର ଯାଇ ଭକ୍ତ ମାନେ ଆସନ୍ତାକାଲି ଠାରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଏଥିସହ ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ପବିତ୍ର ଅକ୍ଷୟ ତୃତୀୟା…
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚସ୍ତରୀୟ ସର୍ବୋଚ୍ଚ ପ୍ରଶାସନିକ ଟିମ ଗଜପତି ଜିଲ୍ଲାର ଛେଳିଗଡ଼ ପ୍ରକଳ୍ପ…

ପାରଳାଖେମୁଣ୍ଡି : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ଏବଂ ୫-ଟି ଶାସନ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ୍ ଗଜପତି ଜିଲ୍ଲାଗସ୍ତ କରି ଛେଳିଗଡ ଜଳସେଚନ…
Read More...

ନବରଙ୍ଗପୁର ଠାରେ ମଧୁବାବୁ ଜୟନ୍ତୀ ଓ ଆଇନ ଦିବସ ପାଳିତ

ନବରଙ୍ଗପୁର,୨୮/୪ - ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡଃଏସ୍‌ ମୁରଲୀଧର ସାରା ଓଡ଼ିଶାର ଆଇନଜୀବୀମାନଙ୍କୁ ଆଭାଷୀ କାର୍ଯ୍ୟକ୍ରମ ଜରିଆରେ ଉଦବୋଧନ…
Read More...