Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭୈରବୀ ମନ୍ଦିର ପ୍ରତିଷ୍ଠା ପାଇଁ ମହାନଦୀରୁ କଳସ ଶୋଭାଯାତ୍ରା
ବୌଦ୍ଧ,୧୬/୪-ବୌଦ୍ଧବ୍ଳକ ଲକ୍ଷ୍ମୀପ୍ରସ ।ଦ ପଂଚାୟତ ଅନ୍ତର୍ଗତ ଗୁଢିଆଳି ଗ୍ରାମର ନବନିର୍ମିତ ହୋଇଥିବା ମା ଭୈରବୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶନିବାର ଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ଗୁଢିଆଳି ଓ ମଝିଆଁଘରା ଗାଁ ର ମହିଳା ଓ ଯୁବତୀମାନେ ସକାଳୁ ଶୌଚ ସ୍ନାନ କରି ସଫା ବସ୍ତ୍ର!-->…
Read More...
Read More...
ବଘିଆପଡାଠାରେ ଶିକ୍ଷା ସଚେତନତା ରଥକୁ ଭବ୍ୟ ସ୍ୱାଗତ
ବୌଦ୍ଧ,୧୬/୪- ବୌଦ୍ଧଜିଲ୍ଲା ସଦର ମହକୁମା ଠାରୁ ବାହାରି ଗାଁ ଗାଁ ବୁଲି ସଚେତନ କରାଉଥିବା ଶିକ୍ଷା ସଚେତନ ରଥକୁ ଶନିବାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଘିଆପଡାଠାରେ ସ୍ୱାଗତ କରାଯାଇଥିଲା । ନିଆରା ଢଙ୍ଗରେ ନାନା ଜାତିର ଫୁଲ, ଫଳରେ ସୁସଜ୍ଜିତ ରଙ୍ଗୋଲି ସହିତ ଆମ୍ବତୋରଣ ଦ୍ୱାରା ରଥକୁ!-->…
Read More...
Read More...
ଭାରତ ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡି ଯାତ୍ରାର ଷଷ୍ଠ ଦିବସ, ଅନୁଷ୍ଠିତ ହେଲା ବୀରାୟୁଧ ବଦ୍ଧ ଓ ସୀତାଚୋରୀ
ଦଶପଲ୍ଲା,୧୬/୪: - ଦଶପଲ୍ଲା ଲଙ୍କାପୋଡି ଯାତ୍ରାର ଷଷ୍ଠ ଦିବସରେ ବିରାୟୁଦ୍ଧ ବଧ , ବେଢ଼ା ପରିକ୍ରମା ଓ ସୀତାହରଣ ନୀଳାଭିନୟ ଅନୁଷ୍ଠିତ ହୋଇଯାଇଛି । ଗୋଟିଏ ପଟେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ ବିରାୟୁଧକୁ ବଧ କରି ଅସୁର ନିପାତ କରିଥିବା ବେଳେ ପଞ୍ଚବଟିରୁ ସୀତା ହରଣ ଦର୍ଶକ ମାନଙ୍କୁ ବେଶ!-->…
Read More...
Read More...
ପାରଳା ପୌର ପରିଷଦର ଉପାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ ଲେଙ୍କା ମଧୁ
ଗଜପତି,୧୬/୪- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ଉପାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ ଲେଙ୍କା ମଧୁ । କାର୍ଯ୍ୟାଳୟ ପରିସରରେ ବହୁ ବିଜେଡି କର୍ମୀ ନେତା ଉପସ୍ଥିତ ରହି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଉପାଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛ ଓ ପୁଷ୍ପମାଲ୍ୟ ଦେଇ ସ୍ୱାଗତ!-->…
Read More...
Read More...
ବେଆଇନ ମହୁଲ ଚୋରାଚାଲାଣ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢାଉ, ୪୦୭ ଭ୍ୟାନ୍ ସହ ୧୫ କ୍ୱିଣ୍ଟାଲ ୬୦ କେଜି ମହୁଲ ଜବତ,…
ବାଲିଗୁଡ଼ା,୧୬/୪: ବେଆଇନ୍ ମହୁଲ ଚୋରାଚାଲାଣ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୧୫ କ୍ୱିଣ୍ଟାଲ ୬୦ କେଜି ମହୁଲ ସହ ୪୦୭ ପିକ୍ଅପ୍ ଭ୍ୟାନ୍କୁ ଜବତ କରାଯାଇଛି । ଘଟଣାରେ ଚାଲାଣକାରୀ ଡ୍ରାଇଭରକୁ ଗିରଫକରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଘଟଣା ପ୍ରକାରେ କନ୍ଧମାଳ ଜିଲ୍ଲା!-->…
Read More...
Read More...
ଆକାଂକ୍ଷା ଓ ସିଦ୍ଧାନ୍ତ ଅନୁଷ୍ଠାନ ତରଫରୁ ବିଷୁବ ମିଳନ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ଓ ସିଦ୍ଧାନ୍ତ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭାଗୃହରେ ବିଷୁବ ମିଳନ ୨୦୨୨ ପାଳିତ ହୋଇଯାଇଛି । ଆକାଂକ୍ଷା ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ!-->…
Read More...
Read More...
ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମ ; କ୍ଷୋଭ ପ୍ରକାଶ କଲେ ଯୁବ ସାହିତ୍ୟିକ
ଦଶପଲ୍ଲା :- ନୟାଗଡ ଜିଲ୍ଲାରେ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେଉଥିବା ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମରେ ବ୍ୟାପକ ତୃଟି ଏବଂ ମନମାନୀକୁ ନେଇ ଯୁବ ସାହିତ୍ୟିକ ଅନୀଲ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି । ସେ ତାଙ୍କ ଫେସବୁକ ପେଜ୍ରେ ଉଲ୍ଲେଖ କରିଛନ୍ତି କି, ଅଣସାହିତ୍ୟିକ ତଥା ରାଜନୈତିକ!-->…
Read More...
Read More...
ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ତରଫରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ
ବୌଦ୍ଧ,୧୫/୪- ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ସମ୍ବିଧାନ ପ୍ରଣେତା ବାବାସାହେବ ଡଃ ବି ଆର୍ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ଅବସରରେ କଚେରୀ ଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ!-->…
Read More...
Read More...
ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଆମ୍ବେଦକର ମୁକ୍ତ ଶିକ୍ଷାଦାନ କେନ୍ଦ୍ରର ଶୁଭାରମ୍ଭ
ବୌଦ୍ଧ,୧୫/୪- ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ବିଶ୍ୱ ରତ୍ନ, ସମାଜ ସଂସ୍କାରକ , ନାରୀ ମୁକ୍ତିଦାତା , ପ୍ରବାଦ ପୁରୁଷ , ସଂବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ତିଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଭାରତୀୟ ସମ୍ବିଧାନ!-->…
Read More...
Read More...
ରାଜ୍ୟର ୪ ଜିଲ୍ଲାରେ ଭୂମିକମ୍ପ ଝଟକା
ଭୁବନେଶ୍ୱର: ରାଜ୍ୟର ୪ଜିଲ୍ଲାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୫ ରେକର୍ଡ ହୋଇଛି । ଦିନ ୧୧ଟା ୧୯ରେ ଭୂକମ୍ପ ଝଟକା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ, ନୟାଗଡ, ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାରେ ଭୂକମ୍ପ ଝଟକା!-->…
Read More...
Read More...