Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଳା କଂଗ୍ରେସ ପକ୍ଷରୁ ଓଡ଼ିଆ ନବ ବର୍ଷ ଓ ଆମ୍ବେଦକର ଜୟନ୍ତୀ ପାଳିତ
ନବରଂଗପୁର:ଗୁରୁବାର ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାବୀର ଜୟନ୍ତୀ, ହନୁମାନ ଜୟନ୍ତୀ ସହ ଓଡ଼ିଆ ନବବର୍ଷ ପାଳନ ସାଙ୍ଗକୁ ଭାରତ ବର୍ଷର ଆଇନ ପ୍ରଣେତା ଡ. ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ଜିଲ୍ଲା କଂଗ୍ରେସ ଭବନ ଠାରେ ପାଳନ କରାଯାଇଥିଲା । ଉପସ୍ଥିତ ଥିବା ଦଳୀୟ ସମସ୍ତ ବରିଷ୍ଠ ନେତା ତଥା!-->…
Read More...
Read More...
ମା ‘ ଦକ୍ଷିଣକାଳୀଙ୍କ ପଣାଯାତ୍ରା
ଦଶପଲ୍ଲା : ନୟାଗଡ଼ର ଆରାଧ୍ୟ ତଥା ପୀଠ ଦେବୀ ମା ' ଦକ୍ଷିଣକାଳୀଙ୍କ ପଣାଯାତ୍ରା ଗୁରୁବାରଠାରୁ ଆରମ୍ଭ ହୋଇଛି । ମହାବିଷୁବ ତଥା ପଣା ସଂକ୍ରାନ୍ତି ମା ଦକ୍ଷିଣକାଳୀଙ୍କ ମୁଖ୍ୟ ପର୍ବ ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ପଣାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ସ୍ୱତନ୍ତ୍ର!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲାକୁ ଉଡାଣ ଯୋଜନାରେ ସାମିଲ କରିବାକୁ ଦାବି
ସୁବର୍ଣ୍ଣପୁର : ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ଓଡ଼ିଶାର ମାନ୍ୟବର ପରିବହନ ଓ ଯୋଜନା ରୂପାୟନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ତାଙ୍କ ସୁବର୍ଣ୍ଣପୁର ସ୍ଥିତ ବାସ ଭବନରେ ସାକ୍ଷାତ କରି ପ୍ରସ୍ତାବିତ ଗୋପାଳପୁର ସମ୍ବଲପୁର ରେଳପଥ ସୁବର୍ଣ୍ଣପୁର ଜିଲ୍ଲା ଦେଇଯିବା ଓ ଉଡାଣ୍ ଯୋଜନାରେ!-->…
Read More...
Read More...
ଜଳୁଛି ପଶ୍ଚିମ ଓଡ଼ିଶା
ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା । ଲଗାତାର ଦୁଇ ଦିନ ଓଡ଼ିଶାର ସହର ପାଲଟୁଛି ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ । ଆଗକୁ ମଧ୍ୟ ଏପରି ସ୍ଥିତି ଜାରି ରହିବ ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟରେ ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ ବଢିପାରେ ପାରଦ ।!-->…
Read More...
Read More...
ଶାଳବଣ ସାହିତ୍ୟ ପରିଷଦ ତରଫରୁ ମହାବିଷୁବ ସାରସ୍ୱତ ସମ୍ମିଳନୀ ଆୟୋଜିତ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶାଳବଣ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବନବାସୀ ସେବା ସମିତି ସଭାଗୃହରେ ମହାବିଷୁବ ସାରସ୍ୱତ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଶାଳବଣ ସାହିତ୍ୟ ପରିଷଦର ବରିଷ୍ଠ ସଦସ୍ୟ ସୀମାଞ୍ଚଳ ମହାରଣାଙ୍କ ମୃତ୍ୟୁରେ ଦୁଇ ମିନିଟ ନୀରବ!-->…
Read More...
Read More...
“ବନ ସୁରଭି’ର ୩୪ତମ ବାର୍ଷିକୋତ୍ସବ,ସମ୍ବର୍ଦ୍ଧିତ ହେଲେ ୧୨ ଜଣ ସାରସ୍ୱତ ପ୍ରତିଭା
ନବରଙ୍ଗପୁର: ଜିଲ୍ଲର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ "ବନ ସୁରଭି ପ୍ରକାଶନ' ଆନୁକୂଲ୍ୟରେ ୩୪ତମ ବାର୍ଷିକ ଉତ୍ସବ ସହିଦ ଲକ୍ଷ୍ମଣ ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର, ଧୋଡ୍ରା ଠାରେ ସମାରୋହର ସହ ଆୟୋଜିତ ହୋଇଯାଇଛି । ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା ଅନୁଷ୍ଠାନର ମୁଖ୍ୟ!-->…
Read More...
Read More...
“ଜାଗ୍ରତ କନ୍ଧମାଳ’ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ପାଳିତ
ଫୁଲବାଣୀ: ଜାଗ୍ରତ କନ୍ଧମାଳ ପକ୍ଷରୁ ଆଜି ଫୁଲବାଣୀଠାରେ ବାବା ସାହେବ ଆମ୍ବେଦକର ଜୟନ୍ତୀ ଉତ୍ସବ ପାଳିତ ହୋଇଛି । ସକାଳୁ ଫୁଲବାଣୀ ସାହୀ ଠାରେ ଥିବା ଡଃ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ଏଥିରେ ଜାଗ୍ରତ କନ୍ଧମାଳର ସଭାପତି ପ୍ରଶାନ୍ତ!-->…
Read More...
Read More...
ପାଟଣାଗଡ଼ ପାଟଖଣ୍ଡା ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ପାଟଣାଗଡ଼ : ପାଟଣାଗଡ଼ ବ୍ଲକ ଛକ ସ୍ଥିତ ବ୍ରହ୍ମପୁରା ପାଟଖଣ୍ଡା ପ୍ରତିଷ୍ଠା ମହୋତ୍ସବ କମିଟି ପକ୍ଷରୁ ନବନିର୍ମିତ ପାଟଖଣ୍ଡା ଦେବଙ୍କ ଭବ୍ୟ ମନ୍ଦିରର ବିଗ୍ରହଙ୍କ ପ୍ରତିଷ୍ଠା ମହୋତ୍ସବ ଓ ନାମଯଜ୍ଞ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅରକ୍ଷିତ ଯୋଷୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ!-->…
Read More...
Read More...
ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେଲା ପରିବର୍ତ୍ତନ ଯାତ୍ରା
ସୁବର୍ଣ୍ଣପୁର : ଆଜିଠାରୁ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଉଲୁଣ୍ଡା ବ୍ଲକର, ତିକୁଡା ଗ୍ରାମର ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା କରି ସକାଳୁ ଆରମ୍ଭ ହେଲା ବଳଦେବ ବେଦବାକଙ୍କ ପରିବର୍ତ୍ତନ ଯାତ୍ରା । ଉଲୁଣ୍ଡା ବ୍ଲକର ତିକୁଡା, ପଣ୍ଡାଫାଳ ଓ ଘମଡିଆପାଲି ଆଦି ଗ୍ରାମକୁ ପରିବର୍ତ୍ତନ ଯାତ୍ରା!-->…
Read More...
Read More...
ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ
ବୌଦ୍ଧ : ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଡଃ. ବି. ଆର୍. ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ବୁଥ, ମଣ୍ଡଳ ଓ ଜିଲ୍ଲା ସ୍ତରରେ ମହା ସମାରୋହରେ ପାଳନ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ସକାଳେ ଡଃ. ବି. ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ!-->…
Read More...
Read More...