Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମେରୁଯାତ୍ରା ଉଦଯାପିତ, ବହୁ ସଂଖ୍ୟାରେ ଭକ୍ତମାନଙ୍କ ସମାଗମ
ହରଭଙ୍ଗା :ଆଜି ପବିତ୍ର ଚୈତ୍ରମାସର ବିଷୁବ ସଂକ୍ରାନ୍ତି । ଏହାକୁ ଗଣ ଭାଷାରେ ମେରୁ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ଏହି ଚୈତ୍ର ମାସ ଏକ ପବିତ୍ର ଶୈବ ଓ ଶାକ୍ତ ଏବଂ ଧାର୍ମିକ ମାସ । ଗଣପର୍ବ ଦଣ୍ଡ ଯାତ୍ରା ଏହି ମାସରେ ଗାଁଠୁ ସହର ସବୁଠି ପାଳିତ ହୋଇଥାଏ ।!-->…
Read More...
Read More...
ଟ୍ରକ ଚକା ତଳେ ଚାପି ହୋଇଗଲେ ବାଇକ ଚାଳକ
ଭୁବନେଶ୍ୱର : ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଚଳା ତଳେ ଚାପି ହୋଇ ଜଣେ ବାଇକ ଚାଳକଙ୍କ ଜୀବନ ଯାଇଥିବା ଜଣାପଡିଛି । ଖବର ଅନୁଯାୟୀ ଜାତୀୟ ରାଜପଥର ଜଟଣୀ ଗେଟ ନିକଟରେ ଏହି ଘଟଣା ଘଟିଛି । ଖୋର୍ଦ୍ଧାରୁ ଭୁବନେଶ୍ୱର ଆଡକୁ ଏକ ମୋଟର ସାଇକେଲରେ ଖୋର୍ଦ୍ଧା ଟାଙ୍ଗିଆପଡାର ପ୍ରମୋଦ!-->…
Read More...
Read More...
ନୀଳମାଧବ ପୀଠ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ, ଉନ୍ନତିକରଣ କାମ ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତଙ୍କ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ ଆଜି କଣ୍ଟିଲୋ ନୀଳମାଧବ ପୀଠ ପରିଦର୍ଶନରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତି ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ ।
!-->!-->!-->…
Read More...
Read More...
କାଦପଡା ରାମଲୀଳା ଯାତ୍ରା, ରାମ ବନବାସ ମଞ୍ଚସ୍ଥ
କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତ ଅଧିନସ୍ଥ କାଦପଡା ଗ୍ରାମରେ ଚାଲିଥିବା ରାମଲୀଳା ଯାତ୍ରାର ତୃତୀୟ ସଂଧ୍ୟାରେ ରାମ ବନବାସ ନାଟକ ମଞ୍ଚସ୍ଥ ହୋଇଯାଇଛି । ଲୀଳା ଅଭିନୟ ଅନୁଯାୟୀ ପ୍ରଥମେ ରାଜ ଦଶରଥ ନିଜର ପାରିଷଦ ବର୍ଗଙ୍କ ମତାମତ ନେଇ ରାମଚନ୍ଦ୍ରଙ୍କୁ!-->…
Read More...
Read More...
ଶସ୍ତା ରାଜନୀତି କରୁଛନ୍ତି କଣ୍ଟାବାଞ୍ଜି ବିଧାୟକ : ବିଜେଡି
ବଲାଙ୍ଗୀର: ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିୟମ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ପରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ନବନିର୍ବାଚିତ ନଗରପାଳ ତଥା ବିଧାୟକ ଭାଇ ବରିଆମ ସିଂ ସାଲୁଜା କିଛି ଠିକାଦାରଙ୍କୁ ନେଇ ପୁଣିଥରେ ଭୂମି ପୂଜନ ଓ ଶିଳାନ୍ୟାସ କରି ଶସ୍ତା ରାଜନୀତି!-->…
Read More...
Read More...
ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ
ବୌଦ୍ଧ : ଡଃ ବି.ଆର. ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ସକାଳ ୭ ଘଟିକା ସମୟରେ ଏଲ.ଆଇ.ସି. କଲୋନୀ ସ୍ଥିତ ଗାଈଗୋଠ ପଡିଆଠାରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ସାନିଟେସନ ଏକ୍ସପର୍ଟ ସୁନୀଲ!-->…
Read More...
Read More...
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ
ସୁବର୍ଣ୍ଣପୁର: ଗତକାଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ରାଜସ୍ୱ ସମୀକ୍ଷା କରିଥିଲେ । ବିଭିନ୍ନ ବର୍ଗର ଲୋକ ସଚିବଙ୍କୁ ତାଙ୍କର ଅଭିଯୋଗ ଶୁଣାଇଥିଲେ ଓ ସମସ୍ତଙ୍କ ଅଭିଯୋଗକୁ ଗୁରୁତର ସହ!-->…
Read More...
Read More...
ଦୁଇ ବାଇକ୍ ମୁହାଁ ମୁହିଁ ,୨ ମୃତ
ଆଠଗଡ: ବଡ଼ମ୍ବା ଥାନା ଅନ୍ତର୍ଗତ ଗୋପିନାଥପୁର ଗାଁର ଟି-ସେତୁ ଉପରେ ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବଡ଼ମ୍ବା ଡାକ୍ତରଖାନାକୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ!-->…
Read More...
Read More...
ପଣା ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ
ପୁରୀ : ଆଜି ମହାବିଷୁବ ସଂକ୍ରାନ୍ତି । ଓଡିଶା ରେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଏ । ଆଜିର ଦିବସକୁ ଓଡ଼ିଆ ନୂଆ ବର୍ଷ ଭାବେ ପାଳନ କରାଯାଏ । ଆଜି ମଧ୍ୟ ହନୁମାନ ଜୟନ୍ତୀ । ଏଣୁ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ । ସକାଳ ଧୂପ ପରେ ମହାପ୍ରଭୁଙ୍କ ଠାରୁ!-->…
Read More...
Read More...
ବୌଦ୍ଧଜିଲ୍ଲା ବଜରଙ୍ଗ ଦଳ ତରଫରୁ ମହାବିଷୁବ ସଂକ୍ରାନ୍ତି ପାଳିତ
ବୌଦ୍ଧ,୧୪/୪: ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ପାଳନ ଅବସରରେ ବୌଦ୍ଧଜିଲ୍ଲା ବଜରଙ୍ଗ ଦଳ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ଟାରେ ଧ୍ୱଜା ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ୯ଟାରେ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ବଜରଙ୍ଗ ଦଳ!-->…
Read More...
Read More...