Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ ଜିଲ୍ଲା କଲଚରାଲ ଏକଡେମୀର ବିଷୁବ ମିଳନରେ “ଫେରାଇ ଦିଅ ମୋର ସବୁ ଶବ୍ଦ’ ପୁସ୍ତକ ଉନ୍ମୋଚିତ
ବୌଦ୍ଧ,୧୪/୪:- ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀର ବିଷୁବ ମିଳନ ଆସର ଏକାଡେମୀର ଉପସଭାପତି ତଥା ଶିଶୁ ସାହିତ୍ୟିକ ଓ ଫିଚର ଲେଖକ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଇଂରାଜୀ ଭାଷା!-->…
Read More...
Read More...
ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ମୃତ ୩ ଗୁରୁତର
ବୌଦ୍ଧ,୧୪/୪: ଆଜି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ମନ୍ଦିର ନିକଟରେ ୫୭ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ଏକ କାର୍ । ଏଥରେ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ ଛତିଶଗଡ଼ ରାଇପୁର ନିବାସୀ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ
ପାଟଣାଗଡ : କେନ୍ଦୁପତ୍ର କର୍ମଚାରୀ, ତୋଲାଲି, ବନ୍ଧାଳୀମାନଙ୍କ ବୋନସ, ପ୍ରୋତ୍ସାହନ ଭତ୍ତା, ମଜୁରୀ,ଏବଂ ଅନ୍ୟାନ୍ୟ ଅକ୍ଷନୁସଙ୍ଗିକ ସୁବିଧା ପ୍ରଦାନ କରିବା ପାଇଁ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ଦାବୀ କରାଯାଇଥିଲା । କେନ୍ଦୁପତ୍ର ସଂସ୍ଥା ଏକ!-->…
Read More...
Read More...
କନ୍ଧମାଳରେ କାଳବୈଶାଖିର ତାଣ୍ଡବ, ୧୦ରୁ ଉର୍ଦ୍ଧ୍ୱ ପରିବାର କ୍ଷତିଗ୍ରସ୍ତ
ବାଲିଗୁଡ଼ା,୧୪/୪: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ଲେତିଙ୍ଗିଆ ଗ୍ରାମପଞ୍ଚାୟତରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ କାଳବୈଶାଖୀ ପ୍ରଭାବରେ ଝଡ ତୋଫାନ ହୋଇଥିବା ଜଣାପଡ଼ିଛି । ପ୍ରବଳ ବର୍ଷା ସହ ପବନ ହେବା ଫଳରେ ଲେତିଙ୍ଗିଆ ଗ୍ରାମର ବିନ୍ଧାଣି ସାହିର ୧୦ରୁ ଉର୍ଦ୍ଧ୍ୱ ଲୋକଙ୍କ!-->…
Read More...
Read More...
ଶ୍ରୀଶ୍ରୀ ମା’ ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ନିମନ୍ତେ ବୃକ୍ଷ ଛେଦନ
ଫୁଲବାଣୀ:- ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ଶ୍ରୀଶ୍ରୀ ମା' ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ନିମନ୍ତେ ସ୍ଥାନୀୟ ପେଞ୍ଜିସାହି ନିକଟସ୍ଥ ନବୀନ କଁହରଙ୍କ ବଗିଚା ଠାରେ ବୃକ୍ଷ ଛେଦନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସଭାପତି ପି.!-->…
Read More...
Read More...
ମହାବୀର କ୍ଷେତ୍ରରେ ଲଙ୍କାପୋଡ଼ି ଯାତ୍ରା, ବନବାସ ଓ ଶ୍ରୀରାମ-ଭରତ ମିଳନ ମଞ୍ଚସ୍ଥ
ଦଶପଲ୍ଲା : ମହାବୀରକ୍ଷେତ୍ର ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା ୪ର୍ଥ ଦିବସ ଖୁବ୍ ମନୋମୁଗ୍ଧକର ତଥା ହୃଦୟସ୍ପର୍ଶୀ, କରୁଣ ରସ ଓ ଭକ୍ତି ରସର ଏହି ମଧୁର ସମନ୍ୱୟ । ଦିନ ବେଳେ ଶ୍ରୀ ଶ୍ରୀ ରଘୁନାଥଙ୍କ ମନ୍ଦିରରେ ଶ୍ରୀରାମ ବନବାସ ରୀତିନୀତି ଅନୁଷ୍ଠିତ ହୁଏ । ରାତିରେ ମୁଖ୍ୟ ମଂଚରେ ଲୀଳା ଅଭିନୟ!-->…
Read More...
Read More...
ଘରେ ତାଲା ପକାଇ ନିଆଁ ଲଗାଇଦେଲେ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
ଭଦ୍ରକ : ନିଆଁ ଦାଉରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ । ଅଗ୍ନିକାଣ୍ଡରେ ୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି । ପୂର୍ବ ଶତ୍ରୁତା ଲାଗିରହିଥିବାରୁ ଆକ୍ରୋଶମୂଳକ ଭାବେ ଦୁବୃର୍ତ୍ତ ମାନେ ଏଭଳି କାଣ୍ଡ ଭିଆଇ ଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ!-->…
Read More...
Read More...
ପ୍ରାଜ୍ଞପୁରୁଷ କବି ଅଧ୍ୟାପକ ସଂଜୀବ କୁମାର ନାୟକଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା
ସୁବର୍ଣ୍ଣପୁର : ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ,ପଏଁରୀ, ନାଟ୍, ନାଟ୍ୟଚକ୍ର , ଭିମଭୋଇ କଳା ପରିଷଦ, ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର, ଟ୍ରେଣ୍ଡି ଏକାଡେମୀ ଓ କୋଶଲ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆଜି ସଂଧ୍ୟା ୭.୦୦ ଘଟିକାରେ ମହାନଦୀ ସାହିତ୍ୟ!-->…
Read More...
Read More...
ଆଜାଦି କି ଅମୃତ ମହୋତ୍ସବ ଆଦର୍ଶ ସପ୍ତାହ ପାଳନ ଅବସରରେ ଶିଶୁସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
କଣ୍ଟାମାଳ/ପଲସାଗୋରା,୧୩/୪- ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ କଂଟାମାଳ ବ୍ଲକ ଅର୍ନ୍ତଗତପଲସାଗୋରା ପଂଚାୟତ କାଯ୍ୟାଳୟଠାରେ ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ଶିଶୁ ସୁରକ୍ଷା ଓଲିଙ୍ଗଗତ ଭେଦଭାବ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁ ସୁରକ୍ଷା ୟୁନିଟ୍ଦ୍ୱାରା!-->…
Read More...
Read More...
ଶିଶୁ ସୁରକ୍ଷାର ଦାୟିତ୍ୱ ନେବେ ମହା ବିଦ୍ୟାଳୟର ସ୍ୱେଚ୍ଛାସେବୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଜିଲ୍ଲାର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ପ୍ରତିଜ୍ଞାର ସଫଳ ରୂପାୟନ ପାଇଁ ଏଣିକି ଜିଲ୍ଲାରେ ଥିବା ପ୍ରତି ମହା ବିଦ୍ୟାଳୟର ଏଏସ୍ଏସ, ୟୁଥ ରେଡ଼ କ୍ରସ ଏବଂ ସ୍କାଉଟ ଗାଇଡର ସ୍ୱେଚ୍ଛାସେବୀ ମାନେ ଦାୟିତ୍ୱ ନେବେ ।!-->…
Read More...
Read More...