Browsing Category

ରାଜ୍ୟ

ଅମରିନ୍ଦର ସିଂ ବରାର ପଞ୍ଜାବ କଂଗ୍ରେସର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,: ପଞ୍ଜାବ ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ରାଜ୍ୟ ସଗଂଠନରେ ବଡ଼ ପରିବର୍ତ୍ତନ କରିଛି। ଅମରିନ୍ଦର ସିଂ ବରାରଙ୍କୁ ନୂଆ ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତ କରିଛି କଂଗ୍ରେସ। ପଞ୍ଜାବ ନିର୍ବାଚନରେ ଶୋଚନୀୟ ପରାଜାୟ ପରେ ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ ପ୍ରଦେଶ ଅଧ୍ୟକ୍ଷ
Read More...

ଆବର୍ଜନାମୟ ହୋଇପଡିଛି ପାଇକମାଲ :ଅବହେଳିତ ନୃସିଂହନାଥ ପୀଠ

ପଦ୍ମପୁର,୧୦/୪- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ସଦର ଗ୍ରାମ ରାଜ୍ୟ ତଥା ରାଜ୍ୟ ବାହାରେ ଏକ ଚିରପରିଚିତ ନାମ କାରଣ ଏହି ସହର ସହ ଯୋଡ଼ିହୋଇ ରହିଛି ପଶ୍ଚିମ ଓଡ଼ିଶାର ଅନନ୍ୟ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର । ଏହି ଅନନ୍ୟ ପର୍ଯ୍ୟଟନସ୍ଥଳୀକୁ ନିତିଦିନ ରାଜ୍ୟ ତଥା ରାଜ୍ୟ
Read More...

କମଳପୁର ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ବୈଠକ

ବୌଦ୍ଧ,୧୦/୪- ବୌଦ୍ଧବ୍ଲକ ତେଲିବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ କମଳପୁର ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ବେହେରା ଅତିଥି ପରିଚୟ ସହିତ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉକ୍ତ ବିଦ୍ୟାଳୟରେ ଶ୍ରେଣୀ
Read More...

ବୌଦ୍ଧଜିଲ୍ଲା ଭାରତୀୟ ଜନତା ପାର୍ଟିର ‘ନମାମି ଗଙ୍ଗେ ପ୍ରକଳ୍ପ’ କାର୍ଯ୍ୟକ୍ରମ

ବୌଦ୍ଧ,୧୦/୪- ବୌଦ୍ଧଜିଲ୍ଲା ବିଜେପିର ସାମାଜିକ ନ୍ୟାୟିକ ପକ୍ଷ ଚତୁର୍ଥ ଦିନରେ ହର ଘର ନଲ୍‌ ସେ ଜଳ ଯୋଜନା କାର୍ଯ୍ୟକାରୀ ହେଉଛି । ସେସବୁ ଅଞ୍ଚଳକୁ ଜିଲ୍ଲା ଓ ମଣ୍ଡଳସ୍ତରୀୟ କାର୍ଯ୍ୟକର୍ତ୍ତା ନଳ ପୂଜନ କାର୍ଯ୍ୟକ୍ରମ ପାଇଁ ,କେନ୍ଦ୍ର ସରକାରଙ୍କର ଜଳ ମିଶନ ଯୋଜନାରେ ବୌଦ୍ଧ ବ୍ଲକର ସମସ୍ତ
Read More...

ଜିଲ୍ଲାରେ ସଂସ୍କୃତି ଭବନ ନିର୍ମାଣ ହେବ କେବେ ?

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କଳା ସଂସ୍କୃତିରେ ପରିପୂର୍ଣ୍ଣ ଅଞ୍ଚଳ । ଜିଲ୍ଲାର ଅନେକ କଳାକାର ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ପାରଦର୍ଶିତା ଦେଖାଇ ଜିଲ୍ଲାର ସମ୍ନାନ ବଢାଇଛନ୍ତି । ତେବେ ଏଠାରେ କଳାକାର ମାନଙ୍କ ସକାଶେ ଏକ ସଂସ୍କୃତି ଭବନ ନିର୍ମାଣ ହୋଇପାରୁନାହିଁ । ଜିଲ୍ଲା
Read More...

ଦିଆସିଲି କାଠିରେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିକୃତି

ପୁରୀ : ପବିତ୍ର ରାମ ନବମୀ ଅବସରରେ ଯୁବ ଚିତ୍ରଶିଳ୍ପୀଙ୍କ ନିଆରା କଳାକୃତି । ଦିଆସିଲି କାଠିରେ ତିଆରି କଲେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିକୃତି । ମୋଟ ୧୪ ଶହ ୨୩ ଟି ଦିଆସିଲି କାଠିରେ ୨୪ ଇଂଚ ଓସାର ଓ ୩୫ ଇଂଚ ଲମ୍ବ ରହିଛି ଏହି ରାମ ମନ୍ଦିର କଳାକୃତିରେ । ପୁରୀ କୁମ୍ଭାର ପଡାର ନିବାସୀ
Read More...

ଜମୁଛି ଦଣ୍ଡଯାତ୍ରା, ମାନସିକଧାରୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦ ଲହରୀ

ହରଭଙ୍ଗା:କରୋନା କଟକଣା ଯୋଗୁଁ ଗତ ୨୦୨୦ ଏବଂ ୨୦୨୧ ମସିହାରେ ବନ୍ଦ ଥିବା ଦଣ୍ଡ ଯାତ୍ରା ଚଳିତ ଥର ପୁଣି ଆରମ୍ଭ ହୋଇଛି । ପ୍ରତିବର୍ଷ ଚୈତ୍ର ମାସରେ ଆରମ୍ଭ ହୋଇ ଏହି ଯାତ୍ରା ବିଷୁବ ସଂକ୍ରାନ୍ତି ଦିନ ସମାପ୍ତ ହୋଇଥାଏ । ଏହି ଯାତ୍ରା ୨୧ ଦିନ କିମ୍ବା ୧୩ ଦିନ ପାଇଁ ଅନୁଷ୍ଠିତ ହୋଇଥାଏ । କେଉଁ
Read More...

ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଲେ ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ

ହରଭଙ୍ଗା : ବହୁ ପ୍ରତିକ୍ଷିତ ହରଭଙ୍ଗା ବ୍ଲକ ଖରଶଙ୍କୁଲେଇ ଠାରେ ମହାନଦୀ ଉପରେ ନିର୍ମାଣଧିନ ଥିବା ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣକାର୍ଯ୍ୟ ପରିଦର୍ଶନ କଲେ ରାଜ୍ୟ ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ମନୋରଞ୍ଜନ ମିଶ୍ର ଓ ନାବାର୍ଡର ମୁଖ୍ୟ ଯନ୍ତ୍ରୀ ଇଂ. ରାମକୃଷ୍ଣ ମହାରଣା , ପୂର୍ତ୍ତ
Read More...

ସାମ୍ବାଦିକଙ୍କୁ ଗୋଡରେ ବେଡି ପକା ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ପ୍ରତିବାଦ

ସୁବର୍ଣ୍ଣପୁର : ଦିନକୁ ଦିନ ସାମ୍ବାଦିକଙ୍କ ଉପରେ ବଢୁଥିବା ଅତ୍ୟାଚାର ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଘୋର ଉଦବେଗ ପ୍ରକାଶ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଘର ସଭାପତି ଗୋରେଖ ନାଥ ସାହୁଙ୍କ ନେତୃତ୍ୱରେ ସାମ୍ବାଦିକମାନେ ସହରର ବିଜୁ ପଟ୍ଟନାୟକଙ୍କ
Read More...

ପୁଣି ଗଡ଼ିଲା ସମ୍ବଲପୁର-ପୁରୀ ଇଣ୍ଟରସିଟି

ସମ୍ବଲପୁର: କୋଭିଡ କଟକଣା ପାଇଁ ବନ୍ଦ ରହିଥିବା ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ ଆଜିଠାରୁ ପୁଣି ଥରେ ଗଡ଼ିଛି। ସମ୍ବଲପୁର ରେଳ ଷ୍ଟେସନରୁ ଏହି ଟ୍ରେନ୍ ଆଜି ସକାଳ ୬ଟାରେ ଛାଡ଼ିଛି। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ସମେତ ଅନ୍ୟ ବିଜେପି ନେତା ଓ
Read More...