Browsing Category

ରାଜ୍ୟ

ଏନକାଉଣ୍ଟରରେ ୨ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳ ିବିନିମୟରେ ଦୁଇ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଏସ.ଏଲ.ଆର ବନ୍ଧୁକ ସାଙ୍ଗକୁ ଏଲ.ଏମ.ଜି
Read More...

ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ

ଭୁବନେଶ୍ୱର ୧୮।୦୧ : ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫୫୪୮୭ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା
Read More...

ଶୁଭ୍ରାଂଶୁ ସେନାପତି ହେଲେ କେନ୍ଦୁଝର ପୌର ପରିଷଦ ପାଇଁ ବ୍ରାଣ୍ଡ ଆମ୍ବାସାଡର

କେନ୍ଦୁଝର: ଏକ ନିରାଡମ୍ବର ପରିବେଶ ମଧ୍ୟରେ କେନ୍ଦୁ ଝର ପୌର ପରିଷଦ ୨୦ ୨୨ ସ୍ୱଚ୍ଛ ମିଶନକୁ ଅଧିକ କ୍ରିୟାଶୀଳ କରିବାକୁ ଓଡ଼ିଶା କ୍ରିକେଟ ଟିମ୍‌ର ଅଧିନାୟକ ତଥା କେନ୍ଦୁଝର ସହର କ୍ରିକେଟର ଶୁଭ୍ରାଂଶୁ ସେନାପତିଙ୍କୁ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତି କରିଛନ୍ତି । ଏହି ଖବର ଜାଣିବା ପରେ
Read More...

ବଡଦେଓଙ୍କ ପୌଷଯାତ୍ରା ମହାସମାରୋହରେ ପାଳିତ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ବଲାଙ୍ଗୀର ବ୍ଲକ ଡଙ୍ଗା ଘାଟଠାରେ ମଲ୍ଲିକ ବଂଶ ଗୋଣ୍ଡଁ ସମାଜ ପକ୍ଷରୁ ଇଷ୍ଟ ଦେବତା ବୁଢାଦେଓଙ୍କ ପୌଷଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ଧରି ଅନୁଷ୍ଠିତ ପୌଷଯାତ୍ରାର ପ୍ରାରମ୍ଭରେ ସମାଜର ଇଷ୍ଟ ଦେବତା ବୁଢାଦେଓ, ଛତରବାଉତି,
Read More...

ମାହେଶ୍ୱରୀ ଗୋଶାଳାରେ ପୌଷ ପୂର୍ଣ୍ଣମୀ ଅବସରରେ ଗୋପୂଜନ କାର୍ଯ୍ୟକ୍ରମ

ବୌଦ୍ଧ,୧୭/୧- ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଇଷ୍ଟଦେବୀ ମାହେଶ୍ୱରୀ, ବିଶ୍ୱଗୁରୁ କଇଁଫୁଲ ବାବା ଓ ଗୋମାତା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ପୂଜଜ ଭାବେ ବାବା ଖଗେଶ୍ୱର ବାନପ୍ରସ୍ତି ଓ
Read More...

ପ୍ରଥମ ଦିନରେ ୨୧୯ ଜଣ ୱାର୍ଡ଼ସଭ୍ୟ, ୧୯ ଜଣ ସରପଞ୍ଚ, ୭ ଜଣ ସମିତି ସଭ୍ୟ ଏବଂ ୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଦାଖଲ କଲେ…

ଦଶପଲ୍ଲା,୧୭/୧ : - ନୟାଗଡ଼ ଜିଲ୍ଲାରେ ଆଜି ନାମାଙ୍କନ ଦାଖଲ ଆରମ୍ଭ ହୋଇଛି । ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୧୯ ଜଣ ୱାର୍ଡ଼ ସଭ୍ୟ, ୧୯ ଜଣ ସରପଞ୍ଚ, ୭ ଜଣ ସମିତି ସଭ୍ୟ ଏବଂ ୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ନୟାଗଡ଼ ବ୍ଲକରେ ସର୍ବାଧିକ
Read More...

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ : ଟଙ୍କା ସହ ୩ ବାଇକ ଜବତ, ୩ ଗିରଫ

ଘୁ ଉଦୟଗିରି : ଆକ୍ସନ ମୋଡରେ ଘୁ ଉଦୟଗିରି ପୋଲିସ । ଗତ ୩ ଦିନ ହେବ ସ୍ଥାନୀୟ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମଦଭାଟି ଭାଙ୍ଗିବା ସହ ପୋଚ ନଷ୍ଟ କରିବା ଓ ଗିରଫ କରିବା ଜାରି ରହିଥିବା ବେଳେ ଆଜି ସ୍ଥାନୀୟ ଥାନା ଅଧିକାରୀ ରେବତୀ ଶବରଙ୍କ ନେତୃତ୍ୱରେ ମହିଳା ଏସଆଇ ସ୍ୱାଗତିକା
Read More...

ଶନି ମନ୍ଦିରରୁ ଚୋରି

ଫୁଲବାଣୀ: ଫୁଲବାଣୀରେ ଦିନକୁ ଦିନ ଚୋରି ବୃଦ୍ଧି ପାଇବାକୁ ଲାଗିଛି । ଫୁଲବାଣୀର ମାଷ୍ଟ୍ରପଡ଼ା ନିକଟରେ ଥିବା ଶନି ମନ୍ଦିରରେ ହୁଣ୍ଡି ବାକ୍ସ ଚୋରି ହୋଇଥିବା ଅଭିଯୋଗ ଆସିଛି । ଯାହା ସୂଚନା ରହିଛି ଗତ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଫୁଲବାଣୀ ସଦର ମହକୁମା ମାଷ୍ଟ୍ରପଡ଼ା ନିକଟରେ ଥିବା
Read More...

ଅଭିଷେକଙ୍କ ପତ୍ନୀ ମୌସୁମୀଙ୍କ ମହାନତା,ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଫେରାଇ ଦେଲେ ବଳକା ୩୦ ଲକ୍ଷ

ଭୁବନେଶ୍ୱର: ମହାମାରୀ କରୋନାରେ ସ୍ୱାମୀକୁ ହରାଇଥିବା ମୌସୁମୀ ମହାନ୍ତି ଆଜି ମହାନତା ଦେଖାଇଛନ୍ତି । କରୋନାର ଦୀର୍ଘ ୪ ମାସର ଲଢେଇ ପରେ ମୌସୁମୀ ତାଙ୍କ ଇଂ. ସ୍ୱାମୀ ଅଭିଷେକ ମହାପାତ୍ରଙ୍କୁ ଗତବର୍ଷ ହରାଇଥିଲେ । ପାଠକଙ୍କ ମନେ ଥାଇପାରେ ବାହାଘରର ୮ ଦିନ ପରେ ଅଭିଷେକ କୋଭିଡ ପଜିଟିଭ ଚିହ୍ନଟ
Read More...