Browsing Category

ରାଜ୍ୟ

ଅଭିଷେକଙ୍କ ପତ୍ନୀ ମୌସୁମୀଙ୍କ ମହାନତା,ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଫେରାଇ ଦେଲେ ବଳକା ୩୦ ଲକ୍ଷ

ଭୁବନେଶ୍ୱର: ମହାମାରୀ କରୋନାରେ ସ୍ୱାମୀକୁ ହରାଇଥିବା ମୌସୁମୀ ମହାନ୍ତି ଆଜି ମହାନତା ଦେଖାଇଛନ୍ତି । କରୋନାର ଦୀର୍ଘ ୪ ମାସର ଲଢେଇ ପରେ ମୌସୁମୀ ତାଙ୍କ ଇଂ. ସ୍ୱାମୀ ଅଭିଷେକ ମହାପାତ୍ରଙ୍କୁ ଗତବର୍ଷ ହରାଇଥିଲେ । ପାଠକଙ୍କ ମନେ ଥାଇପାରେ ବାହାଘରର ୮ ଦିନ ପରେ ଅଭିଷେକ କୋଭିଡ ପଜିଟିଭ ଚିହ୍ନଟ
Read More...

ବୌଦ୍ଧଜିଲ୍ଲା: ଆରମ୍ଭହେଲା ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା, ପ୍ରଥମ ଦିନରେ ୬୩ ଜଣ ୱାର୍ଡମେମ୍ବରଙ୍କ ପ୍ରାର୍ଥୀପତ୍ର…

ବୌଦ୍ଧ,୧୭/୧ - ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପ୍ରକ୍ରିୟା ପାଇଁ ଆଜି ବୌଦ୍ଧ ଜିଲ୍ଲାରେ ମଧ୍ୟ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଯାଇଛି । ୧୭ ତାରିଖରୁ ୨୧ ତାରିଖ ଯାଏଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବାକୁଥିବାବେଳେ ଓ
Read More...

ଲୋପ ପାଉଥିବା ପରମ୍ପରାକୁ ଜୀବିତ ରଖିଛନ୍ତି କଳାକାର

ବୌଦ୍ଧ,୧୭/୧: - ଦିନକୁ ଦିନ ହଜିଯାଉଛି ଓଡ଼ିଶାର ଲୋକକଳା ଲୋକ ସଂସ୍କୃତି ଓ ପରମ୍ପରା । ଆଜିକାଲି ବାହାଘର ମାନଙ୍କରେ ଦେଖିବାକୁ ମିଳୁନାହିଁ ପୀଠଖିଆ ନାଚ ଆଉ ପୌଷ ପୂର୍ଣ୍ଣିମାରେ ଶୁଣିବାକୁ ମିଳୁନାହିଁ ଛେରଛେରା । କିନ୍ତୁ ଆଜିବି ଏହି କଳା ଓ ପରମ୍ପରାକୁ ଓଡ଼ିଶାର ଗ୍ରାମାଞ୍ଚଳରେ କିଛି କିଛି
Read More...

ଆରମ୍ଭହେଲା ନାମାଙ୍କନ ଦାଖଲ ପ୍ରକ୍ରିୟା

ପୁରୀ,୧୭/୧- ପଂଚାୟତ ନିର୍ବାଚନ ପାଇଁ ବିଗୁଲ ବାଜି ସରିଛି । ଆଜିଠାରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ପୁରୀ ଜିଲ୍ଲାର ମୋଟ ୨୬୮ ଟି ପଂଚାୟତ , ୩୩ ଟି
Read More...

ନାମାଙ୍କନପତ୍ର ଦାଖଲ ସହିତ ସୁବର୍ଣ୍ଣପୁର ଜିଲ୍ଲାରେ ବଢ଼ିଲା ନିର୍ବାଚନୀ ଉଷ୍ଣତା

ସୁବର୍ଣ୍ଣପୁର,୧୭/୧ - ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପ୍ରକ୍ରିୟା ସମଗ୍ର ରାଜ୍ୟରେ ତଥା ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଯାଇଛି । ୧୭ ତାରିଖରୁ ୨୧ ତାରିଖ ଯାଏଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ ଓ ସରକାରଙ୍କ
Read More...

ବୌଦ୍ଧଗଡ ଏନଏସି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୫ଟି ଇଭିଏମ ଚେକିଂ

ବୌଦ୍ଧ,୧୭/୧- ବୌଦ୍ଧ ଏନଏସି ନିର୍ବାଚନ ପାଇଁ ଆଜି ସ୍ଥାନୀୟ ଟାଉନହଲ ଠାରେ ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମ ପର୍ଯ୍ୟାୟ ଇଭିଏମ ଚେକିଂ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଗଣମାଧ୍ୟମ ଓ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଆଜି ପ୍ରଥମ ପର୍ଯ୍ୟାୟରେ ୪୫ଟି ଇଭିଏମ
Read More...

ବଲାସିଙ୍ଗା ମହୁଳମୂଳ ଆଶ୍ରମରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ସ୍ମୃତିସଭା

ବୌଦ୍ଧ,୧୭/୧- ବୌଦ୍ଧ ସଦର ବ୍ଲକ ବଲାସିଙ୍ଗା ମହୁଳମୂଳ ମହିମା ଆଶ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପୂର୍ବତନ ଅଧକ୍ଷ ସ୍ୱର୍ଗତ କିଶୋର ମହାନ୍ତିଙ୍କ ଅକାଳ ବିୟୋଗରେ ମହିମା ବିକାଶ ପରିଷଦ ବଲାସିଙ୍ଗା ତରଫରୁ ଏକ ସ୍ମୃତିସଭା ଆୟୋଜନ ହୋଇଥିଲା । ପରିଷଦର ସଭାପତି ବିଭୁତି ଭୂଷଣ ପ୍ରଧାନଙ୍କ
Read More...

ଆଉ ନାହାନ୍ତି ପଦ୍ମଶ୍ରୀ ଶାନ୍ତି ଦେବୀ

ଭୁବନେଶ୍ୱର : ରାଜ୍ୟରେ ଭୂଦାନ ଆନ୍ଦୋଳନରେ ଉତ୍ସର୍ଗୀକୃତ କାର୍ଯ୍ୟକରି ବେଶ୍‌ ପରିଚିତ ଓ ଲୋକପ୍ରିୟ ହୋଇପାରିଥିବା ପଦ୍ମଶ୍ରୀ ଶାନ୍ତି ଦେବୀ ଆଉ ଆମ ଗହଣରେ ନାହାନ୍ତି । ଗତକାଲି(ରବିବାର) ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।
Read More...

ପଞ୍ଚାୟତରେ ନିର୍ବାଚନ ଅଧିକାରୀଙ୍କ ତାଲିକା ଘୋଷଣା କଲେ ବିଡ଼ିଓ

ଗଣିଆ,୧୭/୧: - ନୟାଗଡଜିଲ୍ଲା ଗଣିଆ ବ୍ଲକରେ ୮ଗୋଟି ପଞ୍ଚାୟତରେ ନିର୍ବାଚନ ଅଧିକାରୀଙ୍କ ତାଲିକା ଘୋଷଣା କଲେ ବ୍ଲକ ନିର୍ବାଚନ ଅଧିକାରୀ ସିରିୟାଲ ଶୁଭ୍ର ପଟେଲ । ମିଳିଥିବା ସୂଚନା ଅନୁଯାୟୀ କିଶୋରପ୍ରସାଦ ପଞ୍ଚାୟତ ପାଇଁ ସମୀର କୁମାର ସାହୁ ସମାଜମଙ୍ଗଳ ଅଧିକାରୀ , ଗଣିଆ ପଞ୍ଚାୟତପାଇଁ
Read More...

ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରସ୍ତୁତ ନବରଙ୍ଗପୁର ଜିଲ୍ଲା କଂଗ୍ରେସ

ନବରଙ୍ଗପୁର,୧୭/୧: - ଆଜିଠାରୁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ପ୍ରକ୍ରିୟା ଆରମ୍ଭ ହେଉଛି । ଜିଲ୍ଲାରେ ୨୬ ଗୋଟି ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ତାଲିକାକୁ ପିସିସିକୁ ଅନୁମୋଦନ ପାଇଁ ପଠାଇଥିବା କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି । ଜିଲ୍ଲା ପରିଷଦ ନିର୍ବାଚନ ପାଇଁ
Read More...