Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନୟାଗଡ଼ ଜିଲ୍ଲାରେ ସକ୍ରିୟ ସଂଖ୍ୟା ୫୫୦ , ୧୪୫ ଆକ୍ରାନ୍ତ ଚିହ୍ନଟ
ଦଶପଲ୍ଲା : ନୟାଗଡ଼ ଜିଲ୍ଲାରେ କାୟା ବିସ୍ତାର କରି ଚାଲିଛି କରୋନା । ଗତକାଲି ଜିଲ୍ଲାରୁ ୧୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥବାରୁ ପରିସ୍ଥିତି ଉଦବେଗଜନକ ହୋଇଛି । ଫଳରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୫୫୦ରେ ପହଞ୍ଚିଥିବା ସୂଚନା ମିଳିଛି ।!-->…
Read More...
Read More...
ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର
ନବରଙ୍ଗପୁର: ମୋବାଇଲ ବ୍ୟାଟେରୀ ଫାଟି ନାବାଳକ ଆହତ । ମେଡିକାଲରେ ଭର୍ତ୍ତି ହେଲେ ନାବାଳକ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ଚେରାଗୁଡା ଗ୍ରାମରେ ।ସୂଚନାନୁସାରେ, ଗ୍ରାମରେ ରହୁଥିବା ବୈଦ୍ୟନାଥ ଭତ୍ରାଙ୍କ ୭ ବର୍ଷୀୟ ନାବାଳକ!-->…
Read More...
Read More...
ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ
ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୧୧୧୭୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୩୯୧୨ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା!-->…
Read More...
Read More...
ଗାଁ ଦାଣ୍ଡରେ ମହିଳାଙ୍କ ଗୁଣ୍ଡାରାଜ
ଭୁବନେଶ୍ୱର:ଗାଁ ଦାଣ୍ଡରେ ବୁଲିଲା ବାଡି ଓ ଲୁହାରଡ । ମହିଳାଙ୍କ ଗୁଣ୍ଡାରାଜରେ ଭୟଭୀତ ହୋଇ ରହିଲେ ପରିବାର ଲୋକେ । ନିମାପଡା ହରିପୁର ବ୍ରାହ୍ମଣ ସାହିରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ପିଲ୍ମ ଷ୍ଟାଇଲରେ ଗାଁ ଦଣ୍ଡାରେ ଲୁହାରଡ ଧରି ଆଖି ସାମ୍ନାରେ ଭାଙ୍ଗିଲେ ୨ଟି ଗାଡି ଓ ଅନ୍ୟାନ୍ୟ!-->…
Read More...
Read More...
କୁଇନ୍ସ ବାଟେନ ରିଲେକୁ ପୁରୀ ପ୍ରଶାସନର ସ୍ୱାଗତ
ପୁରୀ,୧୫/୧- ଇଂଲଣ୍ଡ ର ବର୍ମୀଂହାମରେ ୨୦୨୨ କମନ ୱେଲଥ ଗେମ ଅନୁଷ୍ଠିତ ହେବ । ଏଥିପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ସାରା ବିଶ୍ୱରେ ପରିଭ୍ରମଣ କରୁଛି କୁଇନ୍ସ ବାଟେନ ରିଲେ । ଏହାକୁ ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଛି । ଏହି କ୍ରମରେ ଆଜି ପୁରୀରେ କୁଇନ୍ସ ବାଟେନକୁ ସ୍ୱାଗତ କରାଯାଇଛି!-->…
Read More...
Read More...
ନେହେରୁ ଯୁବକେନ୍ଦ୍ର ପକ୍ଷରୁ ରକ୍ତଦାନ ଶିବିର
ଫୁଲବାଣୀ,୧୫/୧- ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ ପାଳନ ଅବସରରେ ଦେଶରେ ଜାତୀୟ ଯୁବ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଫୁଲବାଣୀ ନେହେରୁ ଯୁବକେନ୍ଦ୍ର୍ର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି । ଏହି ଅବସରରେ ନେହେରୁ ଯୁବକେନ୍ଦ୍ରର କର୍ମଚାରୀ ସତ୍ୟବାନ ଦଳବେହେରାଙ୍କ!-->…
Read More...
Read More...
କାୟା ମେଲାଇଲା କରୋନା : ନୟାଗଡ ଜିଲ୍ଲାରୁ ୧୨୧
ଦଶପଲ୍ଲା,୧୫/୧: ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା କାୟା ବିସ୍ତାର କରିଚାଲିଛି । ଶୁକ୍ରବାର ଜିଲ୍ଲାରୁ ୧୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପରିସ୍ଥିତି ଉଦ୍ବେଗଜନକ ହୋଇଛି । ଫଳରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୪୨୦ରେ ପହଞ୍ଚିଥିବା!-->…
Read More...
Read More...
ଏକ ଅନନ୍ୟ ଦୃଶ୍ୟ, ଗାଈ ଜନ୍ମକଲା ଯାଆଁଳା ବାଛୁରୀ
ପାଟଣାଗଡ଼,୧୫/୧- ପାଟଣାଗଡ଼ ବ୍ଲକ ଦେଉଳ ଗାଁ ପଞ୍ଚାୟତ ଅନ୍ତର୍ଗତ ବରପିଟା ଗ୍ରାମରେ ଗତରାତିରେ ଗୋଟିଏ ଗାଈ ଏକାସାଙ୍ଗେ ଦୁଇଟି ବାଛୁରୀ ଜନ୍ମ କରିଥିବା ଜଣାପଡିଛି । ଏକା ସଙ୍ଗେ ଗୋଟିଏ ମାଈ ବାଛୁରୀ ଓ ଅଣ୍ଡିରା ବାଛୁରୀ ଜନ୍ମ କରିଥିବା ସ୍ଥାନୀୟ ଅଞ୍ଚଳରେ ପ୍ରଥମ ଘଟଣା ହୋଇଥିବାରୁ ଗାଈ ଓ!-->…
Read More...
Read More...
ପ୍ରଗତି ମହିଳା ସଙ୍ଗଠନର ମକର ଉତ୍ସବ ପାଳନ
ପାରଳାଖେମୁଣ୍ଡି,୧୫/୧- ମକର ଉତ୍ସବରେ ଉତ୍କଳୀୟ ନାରୀଙ୍କ ଭୂମିକା ଶୀର୍ଷକ ଆଲୋଚାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଗତି ମହିଳା ଅନୁଷ୍ଠାନର ସମ୍ପାଦିକା ତନୁଜା ଶତପଥିଙ୍କ ଅଧ୍ୟକ୍ଷତାରେ ଏହି ଆଭାଷୀ ଆଲୋଚନାରେ ଆଧୁନିକତା ଗ୍ରହଣ କରିଥିଲେ ସୁଦ୍ଧା ପରମ୍ପରା ଓ ସଂସ୍କୃତିକୁ ଆପଣେଇ ବସୁଦେବ!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲାରେ ରାଜନୈତିକ ପରିବେଶ ସରଗରମ: ବିଜେଡି ରଖିବ ବିକାଶ ପ୍ରସଙ୍ଗ, ଦୁର୍ନୀତିକୁ ପ୍ରସଙ୍ଗ କରିବେ…
ସୁବର୍ଣ୍ଣପୁର,୧୫/୧: - ରାଜ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବା ପରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ରାଜନୈତିକ ପରିବେଶ ସରଗରମ ହୋଇଉଠିଛି । ଏହି ନିର୍ବାଚନ ଜରିଆରେ ଜିଲ୍ଲାର ଭୋଟର ତୃଣମୂଳ ସ୍ତରରେ ସେମାନଙ୍କର ନେତା ବାଛିବେ । ବିଜେଡିକୁ ଟକ୍କର ଦେବା ସ୍ଥିତିରେ!-->…
Read More...
Read More...