Browsing Category

ରାଜ୍ୟ

ଆକ୍ସନ୍‌ ମୋଡ୍‌ରେ ପ୍ରଶାସନ, ଆଚରଣ ବିଧି ଲାଗୁ ପରେ ହଟିଲା ଦଳୀୟ ହୋଡିଂ ଓ ପୋଷ୍ଟର

ଦଶପଲ୍ଲା/ ଗଣିଆ ,୧୫/୧: - ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବାପରେ ଲାଗୁ ହୋଇଛି ଆଚରଣସଂହିତା । ଆଉ ଆଚରଣ ସଂହିତା ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲାଗିଥିବା ଦଳୀୟ ପୋଷ୍ଟର ଓ ହୋଡିଂକୁ ହଟାଇ ଦିଆଯାଇଛି । ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ଏବଂ ପ୍ରସାର ପାଇଁ
Read More...

୧୦୭ ପୌର ପରିଷଦ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ଚିଠା ତାଲିକା

ଭୁବନେଶ୍ୱର : ପଂଚାୟତ ନିର୍ବାଜନ ପରେ ପୌର ନିର୍ବାଚନ ହେବା ନେଇ ପ୍ରକ୍ରିୟା ଆରମ୍ଭ । ପ୍ରକାଶ ପାଇଲା ପୌର ପରିଷଦ ଅଧ୍ୟକ୍ଷ ପଦଲାଗି ସଂରକ୍ଷଣ ତାଲିକା । ୧୦୭ ପୌର ପରିଷଦ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଏହି
Read More...

ଗୁହାରୀ ନ ଶୁଣିବାରୁ ନ୍ୟାୟ ଦାବି କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ସୁବର୍ଣ୍ଣପୁର : ନ୍ୟାୟ ଦାବି କରି ସୁବର୍ଣ୍ଣପୁର ଜିଲ୍ଲା ବୁରୋମୁଣ୍ଡା ଗ୍ରାମର ଚରିତ୍ର ନାଗଙ୍କ ପରିବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସଦର ବ୍ଲକ ର ବିଶିମୁଣ୍ଡା ଗ୍ରାମ ପଂଚାୟତ ଅନ୍ତର୍ଗତ ବୁରୋମୁଣ୍ଡା ଗାଁର ଚରିତ୍ର ନାଗ ଦୀର୍ଘ ୧୫ ବର୍ଷ ଧରି ଏହି ଗାଁରେ ଏକ ଗୋଚର ଜମିରେ ଘର
Read More...

କାମରେ ଆସୁନି ଦୁଇ କୋଟି ଟଙ୍କାର ମାର୍କେଟ ୟାର୍ଡ

ସୁବର୍ଣ୍ଣପୁର: କେଉଁଠି ଭିତ୍ତିଭୂମିର ଅଭାବ ଯୋଗୁଁ କ୍ଷତି ସହୁଛନ୍ତି ଚାଷୀ ତ କେଉଁଠି ଭିତ୍ତିଭୂମି ଥାଇ ହେଉନି ବ୍ୟବହାର । ଚାଷୀଙ୍କ ପେଟରୁ କାଟି ସରକାର ଭିତ୍ତିଭୂମିର ବିକାଶ କରୁଥିବାବେଳେ ଚାଷୀ ଭିତ୍ତିଭୂମି ଅଭାବରୁ ନାହିଁ ନଥିବା କ୍ଷତି ସହୁଛି । ସରକାର ସବୁ ଦେଖି ଚୁପ ସାଜିଥିବାବେଳେ
Read More...

୪୦ ଲିଟର ମହୁଲି ମଦ ଜବତ, ଜଣେ ଗିରଫ

ଘୁ ଉଦୟଗିରି : ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତା' ପୂର୍ବରୁ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ନିର୍ବାଚନକୁ ଅବାଧ ନିରପେକ୍ଷ କରିବା ନିମନ୍ତେ ନିର୍ବାଚନ କମିଶନର ସ୍ପଷ୍ଟ କରିଥିବା ବେଳେ ସ୍ଥାନୀୟ ଆଇଆଇସି ରେବତୀ ଶବରଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ବଣ୍ଟି
Read More...

ବ୍ୟାସ କବି ଜୟନ୍ତୀ ପାଳନ

ଫୁଲବାଣୀ:ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ପରିସରରେ ମକର ମିଳନ ଓ ବ୍ୟାସ କବି ଫକୀର ଜୟନ୍ତୀ କରୋନା କଟକଣା ଭିତରେ କୋଭିଡ ନିୟମକୁ ମାନି ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ କର କମଳରେ ନୂତନ ସଂସ୍କାରିତ ଗୃହକୁ
Read More...

କରୋନାରେ ଆକ୍ରାନ୍ତ ହେଲେ କୋରାପୁଟ ସାଂସଦ

କୋରାପୁଟ: କରୋନାରେ ଆକ୍ରାନ୍ତ ହେଲେ ଆଉ ଜଣେ ସାଂସଦ । କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟ କରି ସପ୍ତଗିରି କହିଛନ୍ତି କି ’ମୁଁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛି । ମୋ ମଧ୍ୟରେ କରୋନାର
Read More...

ପରପାରିରେ ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକ

ବାରିପଦା : ଅନେକ ଅଭୁଲା ଓ ଶୃତିମଧୁର ଓଡ଼ିଆ ଫିଲ୍ମ ଗୀତର ସ୍ୱର ସଂଯୋଜକ ଓ ଗୀତିକାର ସରୋଜ ପଟ୍ଟନାୟକ ଆଉ ନାହାନ୍ତି । ୮୨ ବର୍ଷ ବୟସରେ ଏହି ଲୋକପ୍ରିୟ ସଂଗୀତ ନିର୍ଦ୍ଦଶକଙ୍କର ପରଲୋକ ଘଟିଛି । ବାରିପଦା ସ୍ଥିତ ତାଙ୍କ ବାସଭବନରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଖବର
Read More...

ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି । କରୋନା କଟକଣା ମଧ୍ୟରେ ସାରା ରାଜ୍ୟରେ ପାଳନ ହେଉଛି ମକର ସଂକ୍ରାନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ପାଇଁ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛନ୍ତି । ପବିତ୍ର ମକର ସଂକ୍ରାନ୍ତି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍
Read More...

ହସ୍ପିଟାଲ୍‌ରେ ସଂକ୍ରମଣର ଅଧିକ ଆଶଙ୍କା

ଭୁବନେଶ୍ବର: କୋଭିଡ୍ ସଂକ୍ରମଣ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ହୁଏ ।  ତେଣୁ ଏଠାରେ ସଂକ୍ରମଣର ଅଧିକ ଆଶଙ୍କା ରହିଛି । ତେଣୁ ଅତି ଦରକାର ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ ।
Read More...