Browsing Category

ରାଜ୍ୟ

ଶିଶୁଙ୍କୁ ଟିକାକରଣରେ ଓଡିଶା ଏକ ନମ୍ବର

ଭୁବନେଶ୍ୱର: ଓଡ଼ିଶା ପାଇଁ ଭଲ ଖବର । ପୁଣି ଆଉ ଏକ କ୍ଷେତ୍ରରେ ଓଡ଼ିଶା ବାଜି ମାରିଛି । ଶିଶୁଙ୍କୁ ଟିକାକରଣରେ ଓଡିଶା ଏକ ନମ୍ବର । ଶିଶୁ ଟିକାକରଣରେ ଓଡିଶା ଏକ ନମ୍ବର ସ୍ଥାନରେ ରହିଛି । ଦେଶର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ପ୍ରଥମ ସ୍ଥାନରେ ରହିଛି । ଏନେଇ ଜାତୀୟ ପରିବାର…
Read More...

ପୁଣି ନଷ୍ଟ ହେଲା ୧୫୫ ଏକର ବେଆଇନ୍‌ ଗଞ୍ଜେଇ ଚାଷ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜାରି ରହିଛି ଅପରେସନ୍‌ ନୀଳ ଜହର । ପୁଣି ନଷ୍ଟ ହେଲା ୧୫କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । ମିଡ଼ିଆକିଆ ପଞ୍ଚାୟତର ମିଡ଼ିଆକିଆ ଓ କଡ଼ିତଗା ଅଞ୍ଚଳରେ ୧୫୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍‌…
Read More...

ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ପୁରୀଠାରେ “ଆଜାଦି କା ଅମୃତ ମହୋତ୍ସବ’ ପାଳିତ

ପୁରୀ : ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ବିଭାଗ ଆନୁକୂଲ୍ୟରେ ଭାରତୀୟ ଖାଦ୍ୟ ନିଗମ,ଭୁବନେଶ୍ୱର ମଣ୍ଡଳ ଦ୍ୱାରା "ଆଜାଦି କା ଅମୃତ ମହୋତ୍ସବ' ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହରେ ପାଳିତ…
Read More...

ଘନେଇଲା ଜଗନ୍ନାଥ ମନ୍ଦିର ଓ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ବିବାଦ, କ.ନୂଆଗାଁରେ ଦୋକାନ ବଜାର ବନ୍ଦ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ଠାରେ ନିର୍ମାଣ ଚାଲିଥିବା ଜଗନ୍ନାଥ ମନ୍ଦିରକୁ ନୂତନ ଭାବେ ଗଠନ ହୋଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୁରକ୍ଷା ମଞ୍ଚ ମନ୍ଦିର ନିର୍ମାଣ କାର୍ଯ୍ୟକୁ ବିରୋଧ କରୁଥିବାରୁ ତା ବିରୁଦ୍ଧରେ ପ୍ରତିବାଦ କରି ଆଜି ଦୁର୍ଗାପୂଜା କମିଟି ଓ ବଜାର କମିଟି…
Read More...

ଗୋଚ୍ଛାପଡା ପୋଲିସ ଓ ଅବକାରୀ ବିଭାଗ ଦ୍ୱାରା ୧୫୩ ଏକର ଗଞ୍ଜେଇ ଚାଷ ନଷ୍ଟ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଚୋରା ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ଯୋଗୁଁ ଚୋରା ଗଞ୍ଜେଇ ଚାଷ ନଷ୍ଟ କରିବା ଲାଗି ଏବେ ଅଣ୍ଟା ଭିଡ଼ିଛି ପୋଲିସ ଓ ଅବକାରୀ ବିଭାଗ । ଗୁରୁବାର ଦିନ ତମାମ କନ୍ଧମାଳ ଜିଲ୍ଲା ଗୋଛାପଡା ପୋଲିସ ଓ ସଦର ଅବକାରୀ ବିଭାଗର କର୍ମଚାରୀମାନେ ମିଶି…
Read More...

ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାପାଇଁ ବ୍ୟାପକ ଖସଡ଼ା ପ୍ରସ୍ତୁତ କରିଛି ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ରାଜ୍ୟବ୍ୟାପି ପାଳନ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି ଏବଂ ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାପାଇଁ ବ୍ୟାପକ ଖସଡ଼ା ପ୍ରଦେଶ କଂଗ୍ରେସ ପ୍ରସ୍ତୁତ କରିଛି ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ…
Read More...

ମହନ୍ତ ମହାରାଜ ରାମଚରଣ ଦାସଙ୍କ ମହାପ୍ରୟାଣ

ପାଟଣାଗଡ : ଆଜି ବୁଧବାର ଦିବା ୨ ଘଣ୍ଟା ସମୟରେ ବଲାଙ୍ଗୀର ଜିଲ୍ଲା କୁସଙ୍ଗ ସ୍ଥିତ ରାମଜୀ ମଠଠାରେ ମହନ୍ତ ମହାରାଜ ରାମଚରଣ ଦାସଙ୍କ ମହାପ୍ରୟାଣ ହୋଇଅଛି । ୯୫ ବର୍ଷରେ ତାଙ୍କର ପରଲୋକ ଘଟିଛି । ସେ ଘସିଏନ ନିକଟସ୍ଥ ରେଙ୍ଗାଲି ଗ୍ରାମରେ ୧୯୨୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ନାମ…
Read More...

କରୋନାରେ ମୃତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ବୌଦ୍ଧ ଥାନା ଅଧିକାରୀଙ୍କ ସହାୟତା

ବୌଦ୍ଧ,୨୫ା୧୧: କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ବୌଦ୍ଧଜିଲ୍ଲାର ଯୁବ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ଶୋକସନ୍ତପ୍ତ ପରିବାରକୁ ବୌଦ୍ଧଜିଲ୍ଲାର ଦୁଇ ମହିଳା ଅଧିକାରୀ ସାକ୍ଷାତ କରି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଥିବା ଜଣାଯାଇଛି । ଓଡିଶା ଭାସ୍କର…
Read More...

ଓଲଟିଲା ପରିବା ବୋଝେଇ ପିକଅପ ଭ୍ୟାନ

ଲାଞ୍ଜିଗଡ଼: ଭବାନୀପାଟଣା ଠାରୁ ପୋଖରୀବନ୍ଧକୁ ସଂଯୋଗ କରୁଥିବା ୬ ନଂ ରାଜ୍ୟ ରାଜପଥ କିଡିଙ୍ଗ ଗାଁ ନିକଟସ୍ଥ ବେହେରା ପୋଲ ନିକଟରେ ଏକ ପନିପରିବା ବୋଝେଇ ପିକପଭ୍ୟାନ (ଓଡ଼ି-୩-ଏସ୍ ୬୭୧୭)ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକେ…
Read More...

ବୌଦ୍ଧ ଜିଲ୍ଲାରେ ନୂତନ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବିତରଣର ଶୁଭାରମ୍ଭ, ୨୦କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ୪୬୩ କୋଟି…

ବୌଦ୍ଧ,୨୫/୧୧- ଆଜି ବୌଦ୍ଧଜିଲ୍ଲା ଷ୍ଟାଡିୟମଠାରେ ଅପରାହ୍ନ ୫ଟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସି ଜରିଆରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ନୂଆ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ବୌଦ୍ଧଜିଲ୍ଲାର ୩ ଲକ୍ଷ…
Read More...