Browsing Category

ରାଜ୍ୟ

ବାଘ ଆକ୍ରମଣରେ ଚାଲିଗଲା ୬ ବର୍ଷର ନାବାଳକର ଜୀବନ

ଉମରକୋଟ : ବାଘ ଆକ୍ରମଣରେ ଜଣେ ୬ବର୍ଷର ବାଳକର ମୃତ୍ୟୁ ଘଟିଛି । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ବ୍ଲକ୍ ରାଇଘର ତୁରୁଡିହି ଗାଁର । ମୃତ ବାଳକର ନାଁ ଅମିତ୍ ମର୍କାମ ହୋଇଥିବା ବେଳେ ତାଙ୍କ ବୟସ ସାଢ଼େ ୬ ବର୍ଷ ହୋଇଥିବା ଜଣାପଡ଼ୁଛି । ନିଜ ଜୀବନ ସହ ବହୁ ସଂଗ୍ରାମ କରିବା ପରେ ମଧ୍ୟ
Read More...

ମନୀଷ ଅନୁରାଗଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଶ୍ବାସରୁଦ୍ଧ ଯୋଗୁଁ ତାଙ୍କର ମୃତ୍ୟୁ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ଶ୍ବାସରୁଦ୍ଧ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଇଛି । ଦିନେ ଦୁଇ ଦିନରେ ଫାଇନାଲ ପୋଷ୍ଟମର୍ଟମ ରିପୋର୍ଟ ଆସିବ । ତେବେ ମନୀଷଙ୍କୁ
Read More...

ବୌଦ୍ଧ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ବୈଠକ

ଜହ୍ନ।ପଙ୍କ : ବୌଦ୍ଧ ଜିଲ୍ଲା କରଡି ବାବା ଚମ୍ପେଶ୍ୱର ଶୈବ ପୀଠରେ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ଏକ ବୈଠକ ବିଶିଷ୍ଟ ପାଲା ଗାୟକ ବାଞ୍ଛାନିଧି ନାୟକଙ୍କ ସଭାପତିତ୍ୱରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦେଢ଼ ବର୍ଷ ହେଲା କରୋନା କଟକଣା ଯୋଗୁଁ ମଞ୍ଚ କଳାକାର,ନାଟକ ପରିବେଷଣ
Read More...

ଧୁମାଭଟାରେ କ୍ଷତ୍ରିୟ ପାଇକ ଯୁବା ମଞ୍ଚ ତରଫରୁ ଗାଁ ସଫେଇ ଅଭିଯାନ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ବେଳପଡା ବ୍ଲକ ଅନ୍ତର୍ଗତ ଧୁମାଭଟାରେ କ୍ଷତ୍ରିୟ ପାଇକ ଯୁବା ମଞ୍ଚ ତରଫରୁ ଯୁବା ମଞ୍ଚର ଆବାହକ ଶ୍ରୀ ବନମାଳୀ ନାୟକଙ୍କ ଆହ୍ଵାନ କ୍ରମେ ଯୁବା ମଞ୍ଚର ଶତାଧିକ ସଦସ୍ୟଙ୍କ ମିଳିତ ସହଯୋଗରେ ଗାଁର ପ୍ରତ୍ୟେକ ୱାର୍ଡକୁ ଯାଇ ପଡିଥିବା ଅଳିଆ ଆବର୍ଜନା, ଲଟା ବୁଦା ସଫା
Read More...

ଆଜାଦିକା ଅମୃତ ମହୋତ୍ସବ ଅବସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ -୨୦୨୧

ପାରଳାଖେମୁଣ୍ଡି : ଆଜାଦିକା ଅମୃତ ମହୋତ୍ସବ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ରବିବାର ଦିନ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ -୨୦୨୧ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର
Read More...

ଗଜପତି ଆନୁକୁଲ୍ୟରେ ସ୍ଥାନୀୟ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆନ୍ତର୍ଜାତିକ କନ୍ୟା ଦିବସ ପାଳନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଏକ କନ୍ୟା ସନ୍ତାନ ସଚେତନତା କର୍ମଶାଳା ଏବଂ ଆଲୋଚନା ଚକ୍ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ
Read More...

ପାଟଣାଗଡ଼ ପ୍ରସିଦ୍ଧ ବଏଲ ଯାତ୍ରା ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ :୧୪୪ ଧାରା ଜାରି

ପାଟଣାଗଡ଼ : ପାଟଣାଗଡ଼ର ପ୍ରସ୍ତୁତି ବଏଲ ଯାତ୍ରା ପରିଚାଳନା ପାଇଁ ପ୍ରସ୍ତୁତିର ପ୍ରଶାସନ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ
Read More...

ସୁରେଶ୍ୱରୀ ମା’ଙ୍କ ଆଜି ବଗଳାମୁଖୀ ବେଶ ଅନୁଷ୍ଠିତ

ସୁବର୍ଣ୍ଣପୁର : ଜଗତଜନନୀ ଶକ୍ତିସ୍ୱରୂପା ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ପବିତ୍ର ଆଶ୍ଵିନ ମାସର ପ୍ରତିପଦା ଠାରୁ ଦଶହରା ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିବାର ପରମ୍ପରା ମତେ ଆଜି ମା’ ସୁରେଶ୍ୱରୀ ବଗଳାମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି l
Read More...

ତାରାତାରିଣୀ ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ, ଦୀପଦାନ ଗୃହରେ ନିଆଁ ଲାଗିଯାଇଥିବା ସୂଚନା

ବ୍ରହ୍ମପୁର : ଆଜି ଚାରିଆଡ଼େ ଜଗତଜନନୀ ମା’ଦୁର୍ଗାଙ୍କ ମହାସପ୍ତମୀ ପୁଜା ଅନୁଷ୍ଠିତ ହେଉଛି ହେଲେ ଆଜି ପରି ଦିନରେ ଏକ ବଡ଼ ଅଘଟଣା ଘଟିଯାଇଛି । ତାରାତାରିଣୀ ମନ୍ଦିର ପରିସରରେ ଥିବା ଦୀପ ଘରେ ଲାଗିଯାଇଛି ନିଆଁ । ଦୀପ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ତେବେ ସବୁଠାରୁ ବଡ଼
Read More...

275 ଟି ଆଇସିକ୍ରିମ କାଠିରେ ମା’ ଦୁର୍ଗାଙ୍କ ମୁଖମଣ୍ଡଳ ପ୍ରତିକୃତି

ପୁରୀ : ପବିତ୍ର ଦଶହରା ଅବସରରେ ପୁରୀର ଯୁବ ଆର୍ଟିଷ୍ଟ ବିଶ୍ୱଜିତ ନାୟକ ସମସ୍ତଙ୍କୁ ନିଜର ନିଆରା କଳାକୃତି ମାଧ୍ୟମରେ ଦଶହରା ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱଜିତ ମା ଦୁର୍ଗାଙ୍କ ମୁଖମଣ୍ଡଳ ପ୍ରତିକୃତି 275 ଟି ଆଇସିକ୍ରିମ କାଠି ବ୍ୟବହାର କରି ବନାଇଛନ୍ତି। ଏହି ଆକର୍ଷଣୀୟ କଳାକୃତି ପାଇଁ
Read More...