Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବରିଷ୍ଠ ସାମ୍ବାଦିକଙ୍କ ପୁତ୍ର ବିୟୋଗରେ ଶୋକସଭା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ପାଠାଗାରରେ ଜିଲ୍ଲା ସାମ୍ବାଦିକ ପରିବାର ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁତ୍ର ମନିଷ ଅନୁରାଗ ଦାସଙ୍କ ଅକାଳ ବିୟୋଗରେ ଏହି ଶୋକସଭା ଆୟୋଜିତ ହୋଇଥିଲା । ଏହି!-->…
Read More...
Read More...
ସାନସଡା ଓ ବେହେରା ସାହିରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ
ପାରଳାଖେମୁଣ୍ଡି : "ସଖୀ" ୱାନ୍ ଷ୍ଟପ୍ ସେଣ୍ଟର ଓ ଚାଇଲଡଲାଇନ୍ କୋଲାବଙ୍କ ମିଳିତ ଆନୁକୂଲ୍ୟରେ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଏଙ୍ଗାରସିଙ୍ଗ୍ ଗ୍ରାମପଞ୍ଚାୟତର ସାନସଡା ଏବଂ ବେହେରା ସାହି ଠାରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ "ସଖୀ"ୱାନ୍ ଷ୍ଟପ୍!-->…
Read More...
Read More...
ମା’ ଙ୍କ ସୁନ୍ଦର ବାଲୁକା କଳା କରି ଦୁର୍ଗାପୂଜାର ଅଭିନନ୍ଦନ ଦେଲେ ସୁଦର୍ଶନ
ପୁରୀ : ଆଜି ଶାରଦୀୟ ଦୁର୍ଗା ପୂଜାର ମହା ସପ୍ତମୀ । ପ୍ରତେକ ପୂଜା ମଣ୍ଡପ ଏଥିପାଇଁ ଚଳଚଞ୍ଚଳ। ଏହି ପବିତ୍ର ଦିବସରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ସମସ୍ତ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୁରୀ ବେଳାଭୂମିରେ ଏହି ଆକର୍ଷଣୀୟ ବାଲୁକା!-->…
Read More...
Read More...
ବ୍ରହ୍ମଗିରିରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ
ପୁରୀ : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବ୍ରହ୍ମଗିରିର ଖଜୁରିଆ ଠାରେ ବିଶାଳ ମହିଳା ସମାବେଶରେ ବିଜୁ ସ୍ବାସ୍ଥ୍ୟ କଲ୍ଯାଣ ଯୋଜନାର ହିତାଧିକାରୀ ମାନଙ୍କୁ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି । କାର୍ଡ ବଣ୍ଟନର ଶେଷ ପର୍ଯ୍ୟାୟରଏହି!-->…
Read More...
Read More...
ଯୁବ ବ୍ୟବସାୟୀ ସୁକାନ୍ତଙ୍କ ଅକାଳ ମୃତ୍ୟୁ
ପାରାଦ୍ୱୀପ : ଗତକାଲି ଯୁବ ସମାଜସେବୀ ତଥା ବ୍ୟବସାୟୀ ଅଠରବାଙ୍କୀ ବଣିକ ସଂଘର ସୁକାନ୍ତ କୁମାର ଦୀକ୍ଷିତଙ୍କ ମୃତ୍ୟୁ ଘଟିଛି l ସେ ଗତ କିଛି ଦିନ ହେବ ଲିଭରଦଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ l ଗତକାଲି ତାଙ୍କର ମୃତ୍ୟୁ ଘଟିଛି l!-->…
Read More...
Read More...
ସାଉଥ୍ ସିଟିରେ ଲୁଚିଛି ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ
ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଦାସ ମୃତ୍ୟୁ ରହସ୍ୟ ଉପରୁ ଏବେବି ପରଦା ଉଠି ପାରିନି । ଏବେବି ପ୍ରମାଣ ଯୋଗାଡ କରୁଛି କମିଶନରେଟ୍ ପୋଲିସ୍ । ମନୀଷ ଦାସ ଶେଷ ରାତି କଟାଇଥିବା ହୋଟେଲ କୁ ଆଜି କମିଶନରେଟ୍ ପୋଲିସ୍ ପକ୍ଷରୁ ସିଲ୍ କରାଯାଇଛି । ପାତ୍ରପଡା!-->…
Read More...
Read More...
ବିନା କୋଚିଂରେ ପ୍ରଥମ ପ୍ରୟାସରେ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ କନ୍ଧମାଳ ମାଟିର ଝିଅ ଅଞ୍ଜଳି
ଘୁ ଉଦୟଗିରି : ଦୃଢ଼ ଇଛାଶକ୍ତି ଥିଲେ ଯେତେ ବଡ଼ କଷ୍ଟସାଧ୍ୟ କାର୍ଯ୍ୟକୁ ସହଜରେ କରି ସଫଳତାର ପାହାଚ ଚଢି ହୋଇଥାଏ। ଏହିଭଳି ଜଣେ ମହିଳା ନିଜସ୍ୱ ଉଦ୍ୟମ ଦୃଢ଼ ଇଛାଶକ୍ତି ବଳରେ ବିନା କୋଚିଂରେ ପ୍ରଥମ ପ୍ରୟାସରେ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି!-->…
Read More...
Read More...
ମାଁ ଭଣ୍ଡାରଘରଣୀଙ୍କ ପୀଠରେ ନବରାତ୍ରୀ
ନବରଙ୍ଗପୁର : ପ୍ରସିଦ୍ଧ ମାଁ ଭଣ୍ଡାରଘରଣୀଙ୍କ ମନ୍ଦିର ଉତ୍ସବ ମୁଖରିତ ହୋଇଉଠିଛି ଏହି ଶାରଦୀୟ ନବରାତ୍ର ଉପଲକ୍ଷେ। ପ୍ରତିପଦା ତିଥିରେ ଅଧିଷ୍ଠାତ୍ରୀ ଦେବୀଙ୍କ ପାଟ ଖଣ୍ଡାକୁ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା ପରେ ସ୍ଥାନୀୟ ପ୍ରତାପ ସାଗରରେ ସ୍ନାନ କରି ମନ୍ଦିରରେ ସ୍ଥାପନା କରି!-->…
Read More...
Read More...
କରୋନା ନେଲା ଆଉ ୬ ଜଣଙ୍କ ଜୀବନ
ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ଜଣ ରହିଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା!-->…
Read More...
Read More...
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୯ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୦୮ ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୨୨୧ ଜଣ!-->…
Read More...
Read More...