Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନବନିର୍ମିତ ବୁଢିମା ମନ୍ଦିରର ନିର୍ମାଣ କାମକୁ ବୁଲିଦେଖିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଝାରୀ
ସୁବର୍ଣ୍ଣପୁର ୧୧/୧୦- ସୋନପୁର ଢେରାପଡା ଠାରେ ନୂତନ ଭାବେ ନିର୍ମାଣ ହେଉଥିବା ବୁଢିମା ମନ୍ଦିରର କାମକୁ ବୁଲିଦେଖିଲେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଝାରୀ । ଏଥିପାଇଁ ଆଜି ଅପରାହ୍ନରେ ମାନ୍ୟବର ମନ୍ତ୍ରୀ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ବୁଢିମା କ୍ଲବ ପରିସରରେ ଉଚ୍ଛ୍ୱର୍ସିତ!-->…
Read More...
Read More...
ପ୍ରଭାଶୁଣି ଗ୍ରାମରୁ ହାତୀ ଦାନ୍ତ ଜବତ
ଦେବଗଡ,୧୧/୧୦-: ଦେବଗଡ ଜିଲ୍ଲା ପୋଲିସ ପକ୍ଷରୁ ଗଠିତ ସ୍ୱତନ୍ତ୍ର ପୋଲିସ ସ୍କାର୍ଡ ସୋମବାର ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ରାଣୀଖିଣ୍ଡା ଗ୍ରାମର ସୁନୀଲ ପୋଢ । ସୁନୀଲ ଦେବଗଡ ଆଦର୍ଶ ଥାନା!-->…
Read More...
Read More...
ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ
ଦେବଗଡ,୧୧/୧୦- ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକରେ କାର୍ଯ୍ୟରତ ଠିକା କନିଷ୍ଠ ଯନ୍ତ୍ରୀ ବିକାଶ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛନ୍ତି । ସୋମବାର ସକାଳୁ ଏନେଇ ଏକକାଳୀନ ତିନୋଟି ଯାଗାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ବିକାଶଙ୍କ ବଳମ ଗ୍ରାମ ସ୍ଥିତ ପୈତୃକ!-->…
Read More...
Read More...
ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ
ବୌଦ୍ଧ,୧୧/୧୦ – ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଏଏନଏମ ଟ୍ରେନିଂ ହଲ୍ରେ ଗତକାଲି ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ, ଅତିରିକ୍ତ ଗଣସ୍ୱାସ୍ଥ୍ୟ ଅଧିକାରୀ ଡା. ବିକେଆରସି ଦେଓ ହେମ୍ରମ,!-->…
Read More...
Read More...
ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ପାଳିତ
ବୌଦ୍ଧ,୧୧/୧୦ - ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ଅଶ୍ୱିନୀ ମେହେର, ଡିଏସଡବ୍ଲୁଓ ଲକ୍ଷପତି ଭୋଇ, ସିଡିଏମଓ ଡା. ଅଭୟ!-->…
Read More...
Read More...
ଶ୍ରୀମନ୍ଦିର ନିଳାଦ୍ରି ଭକ୍ତ ନିବାସଠାରେ ଛତିଶା ନିଯୋଗ ବୈଠକ, ହବିଷ୍ୟାଳିଙ୍କୁ ପୁରୀ ନଆସିବାକୁ ପ୍ରଶାସନର ଅନୁରୋଧ
ପୁରୀ : ଏନଏମର ଅନୁମତି ମିଳିବା ପରେ ଆସନ୍ତା ୧୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶୁଭାରମ୍ଭ କରିବେ। ଶ୍ରୀମନ୍ଦିର ଐସାଣ୍ୟ କୋଣରେ ଏହି କାର୍ଯ୍ୟ କରାଯିବ। ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ନୀତି ନିର୍ଘଣ୍ଟ ସହ ହବିଷ୍ୟାଳୀଙ୍କ ପାଇଁ କଟକଣା ରହିବ।!-->…
Read More...
Read More...
ଅନ୍ତରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ପାଳନ
ନବରଙ୍ଗପୁର : ତା ୧୧ / ୧୦ ଅନ୍ତରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସମାଜ କଲ୍ଯାଣ ବିଭାଗ ପକ୍ଷରୁ ଆଜି ନବରଙ୍ଗପୁର ବ୍ଲକ କାର୍ଯ୍ୟ।ଳୟ ଠାରେ ଜିଲ୍ଲାସ୍ତରୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ!-->…
Read More...
Read More...
ପଞ୍ଚାୟତ ହାଇସ୍କୁଲ ସଂଗ୍ରାମପୁରରେ “ମୋ ସ୍କୁଲ ଅଭିଯାନ”ର ତୃତୀୟ ବୈଠକ
ଜହ୍ନ।ପଙ୍କ : ବୌଦ୍ଧ ବ୍ଲକ ତାଳସରଡା ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତ ହାଇସ୍କୁଲର ଶିକ୍ଷକ ଏବଂ ପୁରାତନ ଛାତ୍ର ମାନଙ୍କୁ ନେଇ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭରତ ମେହେରଙ୍କ ଅଧକ୍ଷତାରେ "ମୋ ସ୍କୁଲ ଅଭିଯାନର ତୃତୀୟ" ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଛାତ୍ର!-->…
Read More...
Read More...
ଆଜିଠୁ ଟ୍ୱିନ ସିଟିରେ ଆରମ୍ଭ ନାଇଟ୍ କର୍ଫ୍ୟୁ
ଭୁବନେଶ୍ୱର : ପାର୍ବଣରେ ଭିଡ ରୋକିବାକୁ ଟ୍ୱିନ ସିଟିରେ କଡା ସୁରକ୍ଷା । ଆଜିଠୁ ଟ୍ବିନ୍ ସିଟିରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ପାର୍ବଣ ଆରମ୍ଭ ହୋଇଯାଇଥିବାରୁ ଟ୍ୱିନ୍ ସିଟିରେ ହାଟ, ବଜାରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। କୋଭିଡ୍ ସଂକ୍ରମଣ ୫ଶହ ଉପରେ ରହୁଥିବାରୁ ଏହାକୁ ରୋକିବାକୁ!-->…
Read More...
Read More...
ସରକାରୀ ଜମିରେ ବେଆଇନ କୋଠା ନିର୍ମାଣକୁ ବିରୋଧ,କଂଗ୍ରେସ ପକ୍ଷରୁ ୧୧ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ
ଦାରିଙ୍ଗବାଡ଼ି : ସରକାରୀ ଜମିରେ ଜି-ଉଦୟଗିରି ବିଜେଡି ବିଧାୟକ ସାଲୁଗା ପ୍ରଧାନଙ୍କ ବେଆଇନ କୋଠା ନିର୍ମାଣକୁ ବିରୋଧ କରି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସଦଳ ତରଫରୁ ସୋମବାର୧୧ଘଣ୍ଟିଆ ବନ୍ଦ ଡାକରା ବନ୍ଦ କରିଛନ୍ତି । ଯାହାଫଳରେ ଦାରିଙ୍ଗବାଡ଼ିରେ ସମସ୍ତ ଗାଡ଼ି ମଟର ଓ ଦୋକାନ!-->…
Read More...
Read More...