Browsing Category

ରାଜ୍ୟ

ଶ୍ରୀମନ୍ଦିରର ସେବାୟତ ସମ୍ପ୍ରଦାୟରେ ସ୍ୱତନ୍ତ୍ର ପର୍ବ ପାଳନ

ପୁରୀ : ଶ୍ରୀମନ୍ଦିରର ସେବାୟତ ସମ୍ପ୍ରଦାୟରେ ନେତପିଲା ଏକ ସ୍ୱତନ୍ତ୍ର ପର୍ବ ଭାବେ ପାଳନ କରାଯାଏ। ଶହ ଶହ ବର୍ଷ ପୂର୍ବରୁ ପାଳିତ ହୋଇ ଆସୁଥିବା ଏହି ପର୍ବ ଏବେ ମଧ୍ୟ ସେବାୟତ ପରିବାର ଗୁଡ଼ିକରେ ପରମ୍ପରା ମୁତାବକ ଚାଲି ଆସୁଛି। ଉତ୍ତମ ବର ପ୍ରାପ୍ତି ପାଇଁ ଏହି ସେବାୟତ କୁଳର କିଶୋରୀ
Read More...

ଅପହୃତ ନାବାଳିକା ଉଦ୍ଧାର, ରସିକିଆ ଟିଉସନ ମାଷ୍ଟର ଗିରଫ

ବାଲିଗଡ଼ା: ଗୁରୁଙ୍କ ନାମରେ ଲାଗିଛି କଳଙ୍କ । ଟିଉସନ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ କରି ଜେଲଗଲେ ରସିକିଆ ଟ୍ୟୁସନ୍ ମାଷ୍ଟର । ଏହିଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ l ଅପହୃତ ନାବାଳିକାଙ୍କୁ ଉଦ୍ଧାର କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ଦାରିଙ୍ଗବାଡି
Read More...

ନୟାଗଡ଼ ପାଇଁ ପୂଜା କଟକଣା

ଦଶପଲ୍ଲା : ନୟାଗଡ଼ ସହରରେ ଦଶହରା ଭିଡ଼କୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ଆଜି କଟକଣା ଲାଗୁ କରାଯାଇଛି । ନୟାଗଡ଼ ଏସଡିପିଓ ଶୁଭେନ୍ଦୁ ସିହ୍ନାଙ୍କ କାର୍ଯ୍ୟାଳୟରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ, ଡିଆଇବି ଡିଏସ୍ପି କିରଣ ହେମ୍ରମ
Read More...

ନୟାଗଡ଼ ବ୍ଲକ ସଭାଗୃହରେ ଆର୍ନ୍ତଜାତୀୟ କନ୍ୟା ଦିବସ ପାଳିତ

ଦଶପଲ୍ଲା : ନୟାଗଡ଼ ବ୍ଲକ ସଭାଗୃହରେ ଆର୍ନ୍ତଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି । ସିଡିପିଓ ଲକ୍ଷ୍ମୀ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମସ୍ତ ଅଞ୍ଚଳ ପରିଦର୍ଶିକା, ଅଙ୍ଗନବାଡ଼ି କର୍ମୀ ସଂଘ ସଭାପତି ଜୋତ୍ସାରାଣୀ ପଣ୍ଡା, ଅଞ୍ଚଳ ପରିଦର୍ଶିକାମାନେ ଯୋଗ ଦେଇଥିଲେ । ବାଲ୍ୟ ବିବାହ
Read More...

ବାବା ଯୋଗେଶ୍ବର ମନ୍ଦିରର ତୋରଣ ନିର୍ମାଣ ପାଇଁ ଅଣ୍ଟା ଭିଡିଲେ ସମାଜସେବୀ

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ କୁଲୁରୁକୁମ୍ପା ପଞ୍ଚାୟତ ଦୁର୍ଗାପ୍ରସାଦରେ ଥିବା ବାବା ଯୋଗେଶ୍ବର ମନ୍ଦିରର ତୋରଣ ନିର୍ମାଣ ପାଇଁ ସମାଜସେବୀ ଶ୍ରୀହରି ନାୟକ ବିଗତ ଦିନରେ ପ୍ରତିଶ୍ରୁତି ଦେଇଥିଲେ । କିଛିଦିନ ତଳେ ଗ୍ରାମର ସମସ୍ତ ଗ୍ରାମବାସୀ ଶ୍ରୀ ନାୟକଙ୍କ ପାଖକୁ ଯାଇ ଗ୍ରାମରେ ଥିବା ମନ୍ଦିରର
Read More...

ଏବିଭିପି କନ୍ଧମାଳ ଜିଲ୍ଲା ପ୍ରମୁଖ ହେଲେ ଶିବାଶିଷ ପଣ୍ଡା

ଫୁଲବାଣୀ,୧୧/୧୦- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରାନ୍ତ ଅଭ୍ୟାସ ବର୍ଗ ଖୋର୍ଦ୍ଧାଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲାର ବିଦ୍ୟାର୍ଥୀମାନେ ଯୋଗଦାନ କରିଥିଲେ । ଏହି ବର୍ଗରେ ପୁଣିଥରେ ଜିଲ୍ଲା ପ୍ରମୁଖ ଭାବେ ଶିବାଶିଷ ପଣ୍ଡା, ଜିଲ୍ଲା ସଂଯୋଜକ ଭାବେ ଦିବ୍ୟରଞ୍ଜନ
Read More...

ବାଲୁକାକଳା ମାଧ୍ୟମରେ ବିଗବିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ,୧୧/୧୦- ଆଜି ବଲିଉଡ଼ ସୁପରଷ୍ଟାର ଅଭିନେତା ଅମିତାଭ ବଚ୍ଚନଙ୍କ ଜନ୍ମ ଦିବସ । ଆଜି ସେ ୭୯ବର୍ଷରେ ପଦାର୍ପଣ କଲେ । ତାଙ୍କର ଏହି ଜନ୍ମ ଦିବସ ଅବସରରେ ଫ୍ୟାନ, ଫଲୋରଙ୍କଠୁ ଆରମ୍ଭକରି ବିଭିନ୍ନ ମହଲରୁ ଜନ୍ମ ଦିନ ଅଭିନନ୍ଦନର ସୁଅ ଛୁଟୁଛି । ତେବେ ଏହି ଅବସରରେ ଆନ୍ତର୍ଜାତୀୟ ବାଲୁକା
Read More...

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଗିରଫ

ବାଲିଗୁଡ଼ା,୧୦/୧୦: କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ପ୍ରେମାକିଆ ଗାଁରେ ନିନ୍ଦନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମର ଜଣେ ୧୩ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ପିତାମାତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଜଣେ ୬୦ ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ
Read More...

ଦୁର୍ଗାପୂଜା ନିମନ୍ତେ ପୋଲିସ ତରଫରୁ ସୂଚନା

ଘୁ. ଉଦୟଗିରି,୧୦/୧୦- ଚଳିତ ବର୍ଷ ସ୍ଥାନୀୟ ସହରରେ ଅନୁଷ୍ଠିତ ହେବାକୁ ଥିବା ଦୁର୍ଗାପୂଜା ନିମନ୍ତେ ରାଜ୍ୟ ସରକାର କୋଭିଡକୁ ଆଖି ଆଗରେ ରଖି କିଛି କଟକଣା ଜାରି କରିଥିବା ଯୋଗୁଁ ଆଜି ସ୍ଥାନୀୟ ଥାନା ପରିସରରେ ଏସଡ଼ିପିଓ ଡି ତିରୁପତିରାଓ ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ
Read More...

ବେଲପଡ଼ା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନୂଆଁଖାଇ ଭେଟଘାଟ

ପାଟଣାଗଡ଼,୧୦/୧୦- ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ କପାଣି ବସ ଷ୍ଟେସନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନକ୍ରମେ ବେଲପଡା ବ୍ଲକ ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ ଅନଷ୍ଠିତ ହୋଇଯାଇଛି । କପାଣି ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରୁ ଦେବାଦେବୀ ପୂଜାର୍ଚ୍ଚନା ପରେ
Read More...