Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନବରଙ୍ଗପୁର ପ୍ରିମିଓର ଲିଗରେ ଷ୍ଟାନଫୋର୍ଡ ଦଳ ଚାଂମ୍ପିଆନ
ନବରଙ୍ଗପୁର,୧୦/୧୦- ରୟାଲ କ୍ଳବ ଦ୍ୱାରା ଆୟୋଜିତ ହୋଇଥିବା ପ୍ରିମିୟମ ଲିଗରେ ଷ୍ଟାନଫୋର୍ଡ ଦଳ ଚାଂପିଆନ ହୋଇଛନ୍ତି । ଗତ ସେପ୍ଟେମ୍ବଇ ୨୬ତାରିଖଠାରୁ ଆରମ୍ଭ ହୋଇଥିବାବେଳେ ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଲିଗ ପର୍ଯାୟ ମ୍ୟାଚରେ ନବରଂଗପୁର ଜିଲ୍ଲାରୁ ଚାରୋଟି ଦଳ ଅଂଶଗ୍ରହଣ!-->…
Read More...
Read More...
ଜିଲ୍ଳା କଂଗ୍ରେସର ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି
ନବରଙ୍ଗପୁର,୧୦/୧୦- ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆସନ୍ତା ପଞ୍ଚାୟତ ନିର୍ବାଚନ ଉପଲକ୍ଷେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲାର ୧୦ ଗୋଟି ବ୍ଲକର ପ୍ରାୟ ସମସ୍ତ ବ୍ଲକ୍ କଂଗ୍ରେସ ସଭାପତି ଯୋଗ ଦେଇଥିଲେ । ଆସନ୍ତା ପଞ୍ଚାୟତ ନିର୍ବାଚନ ୨୦୨୨.ନିର୍ବାଚନ ଆୟୋଗ!-->…
Read More...
Read More...
ସେବା ହିଁ ଧର୍ମ ସଙ୍ଗଠନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ବାଲିଗୁଡ଼ା,୧୦/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସେବା ହିଁ ଧର୍ମ ସଙ୍ଗଠନ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଦସ୍ୟଙ୍କ ସମେତ ଅଞ୍ଚଳର ଯୁବକ, ଯୁବତୀ ଏଥିରେ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ!-->…
Read More...
Read More...
ପଂଚାୟତସ୍ତରୀୟ ଷ୍ଟାଣ୍ଡିଂ କମିଟି ଗଠିତ
ଜହ୍ନ ।ପଙ୍କ,୧୦/୧୦ :ବୌଦ୍ଧ ବ୍ଲକ ମୁଣ୍ଡ ।ପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ମୁଣ୍ଡାପଡା ପଞ୍ଚାୟତ ପରିସରରେ ଆଜି ଶିକ୍ଷା ବିଭାଗ ପକ୍ଷରୁ ଷ୍ଟାଣ୍ଡିଂ କମିଟି ଗଠିତ ହୋଇଯାଇଛି । ଏଥିରେ ମୁଣ୍ଡାପଡା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଶେଷଦେବ ପ୍ରଧାନ ଷ୍ଟାଣ୍ଡିଂ ଗଠନ ଉପରେ!-->…
Read More...
Read More...
ଗାଈ ବୋଝେଇ ଟ୍ରକ ଜବତ
ଦେବଗଡ,୧୦/୧୦: ଦେବଗଡ ଆଦର୍ଶ ଥାନା ପୋଲିସ ପକ୍ଷରୁ ୪୯ନମ୍ବର ଜାତୀୟ ରାଜପଥରେ ଯାଉଥିବା ଏକ ବେଆଇନ ଗାଈ ବୋଝେଇ ଟ୍ରକ୍ ଜବତ କରାଯାଇଛି । ଦେବଗଡ ଏସପି ରାଜକିଶୋର ପାଇକରାୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେବଗଡ ପୋଲିସ ପକ୍ଷରୁ ଏସଆଇ ବୁଦ୍ଧରାୟ ମାଝୀଙ୍କ ନେତୃତ୍ୱରେ ଦେବଗଡ ସହର ବାଇପାସରେ!-->…
Read More...
Read More...
ଛତିଶଗଡ଼ ଅଞ୍ଚଳର ଜଣେ ମାଓବାଦୀ କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ
ଫୁଲବାଣୀ,୧୦/୧୦ - ଛତିଶଗଡ଼ ଅଞ୍ଚଳର ଜଣେ ମାଓବାଦୀ କନ୍ଧମାଳ ପୋଲିସ ପାଖରେ ଆତ୍ମ ସମର୍ପଣ କରିଛି । ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ନାମ ରାହୁଲ ମୂଷାକୀ, ତାଙ୍କ ଘର ସୁକୁମା ଜିଲ୍ଲାର ତଲତ ଗ୍ରାମରେ । ସେ ୨୦୧୫ ମସିହାରେ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ ଏବଂ ଜଣେ ପାର୍ଟୀ ମେମ୍ବର!-->…
Read More...
Read More...
ପିଲାମାନେ ବୁଲି ଦେଖିଲେ ବଡ ଓଡିଆ ମଠ ସମେତ ବିଭିନ୍ନ ଐତିହ୍ୟ ସଂପର୍ଣ୍ଣ ସ୍ଥାନ
ପୁରୀ,୧୦/୧୦- ଛାତ୍ରଛାତ୍ରୀମାନଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ ହୋଇଛି । ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ପୁରୀ ଜିଲ୍ଲାସ୍କୁଲର ୩୦ ଜଣ ଛାତ୍ର ନିଳାଦ୍ରି ବେଳାଭୂମିରୁ ବାହାରି ପୌରସଂସ୍ଥା କାର୍ଯ୍ୟାଳୟ ଦେଇ ଐତିହାସିକ ସମ୍ପର୍ଣ୍ଣ କାଡାର ଆଶ୍ରମ, ଶଙ୍କରାଚାର୍ଯ୍ୟ ମଠ, ତୋଟା!-->…
Read More...
Read More...
କୋଭିଡ୍ ସମୟରେ ଅନାଥ ହୋଇ ପଡିଥିବା ଶିଶୁମାନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ
ଗଜପତି,୧୦/୧୦- ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ଶିଶୁ କଲ୍ୟାଣ ସମିତି କାର୍ଯ୍ୟାଳୟର ସଭାଗୃହ ଠାରେ ଗଜପତି ଜିଲ୍ଲାରେ ଗତ ପ୍ରାୟ ୨ ବର୍ଷ ମଧ୍ୟରେ କୋଭିଡ୍ ସମୟରେ ନିଜ ବାପା ଓ ମାଆଙ୍କୁ ହରାଇ ଅନାଥ ହୋଇ ପଡିଥିବା ଶିଶୁ ମାନଙ୍କୁ ଶନିବାର ଦିନ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି ।!-->…
Read More...
Read More...
ତ୍ରିପତି ଚୌଧୁରୀଙ୍କୁ ଖଜୁରୀପଡା ଥାନା ଅଧିକାରୀ ଭାବେ ଦାୟିତ୍ୱ
ଫୁଲବାଣୀ,୧୦/୧୦- କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନାରେ ନୂତନ ଅଧିକାରୀ ଭାବେ ଇନିସପେକ୍ଟର ତ୍ରିପତି ଚୌଧୁରୀ ଯୋଗ ଦେଇଛନ୍ତି । ଏହାପୂର୍ବରୁ ଶ୍ରୀ ଚୌଧୁରୀ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଗୁଇନ୍ଦା ବିଭାଗ ଦାୟିତ୍ୱରେ ଥିଲେ । ସେ ଆଗରୁ ଫୁଲବାଣୀ ଟାଉନଥାନାରେ କେ. ନୂଆଗାଁ ଥାନା ସହିତ ଅନେକ!-->…
Read More...
Read More...
ଗଞ୍ଜାମ ସହରରେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ
ଗଞ୍ଜାମ,୧୦/୧୦: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ସହରରେ ବିଜୁ ଯୁବ, ଛାତ୍ର ଜନତାଦଳ ପକ୍ଷରୁ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଉକ୍ତ ସାମାଜିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ!-->…
Read More...
Read More...