Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦିୱାଲୀରେ ଫୁଟିବନି ବାଣ, କଟକଣା ଲଗାଇଲେ ସରକାର
ନୂଆଦିଲ୍ଲୀ: ଗତ ବର୍ଷ ଭଳି ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବାଣର ବିକ୍ରୟ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏ ସଂପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କେଜ୍ରିୱାଲ ଲେଖିଛନ୍ତି- "ଗତ ୩ ବର୍ଷ ଧରି ଦିୱାଲୀ!-->…
Read More...
Read More...
ତିନି ସପ୍ତାହ ଧରି ନମୋ ଜନ୍ମୋତ୍ସବ ପାଳନ ଘୋଷଣା: ୧୦୦ଟି ରକ୍ତଦାନ ଶିବିରର ଲକ୍ଷ୍ୟ
ସମ୍ବଲପୁର : ଆଗାମୀ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୭ ତାରିଖ ଯାଏଁ ତିନି ସପ୍ତାହ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମୋତ୍ସବ ପାଳନ କରାଯିବ । ଏହି ଅବସରରେ ସମଗ୍ର ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ୧୦୦ଟି ରକ୍ତଦାନ ଶିବିର ଆୟୋଜିତ ହେବ । ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା!-->…
Read More...
Read More...
ଅପରାହ୍ନରେ ହୀରାକୁଦର ଆଉ ୬ଟି ଗେଟ୍ ଖୋଲିବ
ସମ୍ବଲପୁର : ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇଛି । ଆଜି ସକାଳୁ ୬ଟି ଗେଟ୍ ଖୋଲାଯାଇଥିବା ବେଳେ ଆଜି ଅପରାହ୍ନ ୨ଟାରେ ଆଉ ୬ଟି ଗେଟ୍ ଖୋଲାଯିବ ବୋଲି ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି!-->…
Read More...
Read More...
ମୂର୍ତ୍ତି ବଡ ସଂପର୍କରେ ଏମିତି କହିଲେ ଡିଏମ୍ଇଟି
କଟକ: ମୂର୍ତ୍ତି ର ଉଚ୍ଚତା ବଢିଲେ କରୋନା ବଢ଼ିଯିବ କି ? ପୂଜାରେ ମୂର୍ତିର ଉଚ୍ଚତା ୪ ଫୁଟରେ ସୀମିତ ରଖିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତିକୁ ନେଇ ଏଭଳି ପ୍ରଶ୍ନ ଉଙ୍କି ମାରିଛି । ତେବେ ଏହି ପ୍ରସଙ୍ଗରେ ଡିଏମଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କ ମନ୍ତବ୍ୟ ସମସ୍ତଙ୍କୁ ଚକିତ!-->…
Read More...
Read More...
ବିଜେଡିରେ ମିଶିଲେ ଚନ୍ଦ୍ରଶେଖର
ଭୁବନେଶ୍ୱର : କିଛି ହେଲା ଲାଗି ରହିଥିବା କଳ୍ପନାଜଳ୍ପନା ଆଜି ଶେଷ ହୋଇଛି । ଶେଷରେ କଂଗ୍ରେସ ସହ ଦୀର୍ଘ ଦିନର ସଂପର୍କ ତୁଟାଇ ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ।ନିଜ କର୍ମୀ ଓ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ।ସୂଚନାଯୋଗ୍ୟ ଯେ, କୋଟପଡା ନିର୍ବାଚନ!-->…
Read More...
Read More...
ବିଧାନସଭା ନିର୍ବାଚନ ଲଢିବେ ପ୍ରିୟଙ୍କା !
ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନରେ କଂଗ୍ରେସର ସାଧାରଣ ସମ୍ପାଦକ ତଥା ୟୁପି ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଇବରେଲି କିମ୍ବା ଆମେଥୀଙ୍କ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି କୁହାଯାଉଛି । ଯଦି ଏହା ହୁଏ ଗାନ୍ଧୀ ପରିବାରର ପ୍ରଥମ!-->…
Read More...
Read More...
ରାୟଗଡାରେ ଜନନୀ ଏକ୍ସପ୍ରେସ ବଦଳରେ ଚାଲିଛି ଖଟିଆ ଏକ୍ସପ୍ରେସ୍ : ବିଜେପି ମହିଳା ମୋର୍ଚ୍ଚା
ରାୟଗଡ: ରାୟଗଡ ଜିଲ୍ଳା ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ତରଫରୁ ସ୍ଥାନୀୟ ହୋଟେଲ ତେଜସ୍ୱୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଯୋଗୁଁ ମହିଳା ଓ ଶିଶୁ ଅଧିକ ପ୍ରଭାବିତ ହେଉଥିବା ଅଭିଯୋଗ ନେଇ ରାଜ୍ୟ ମହିଳା ମୋର୍ଚ୍ଚା!-->…
Read More...
Read More...
ଗଜପତି: ହିନ୍ଦୀ ଦିବସ ପାଳିତ
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ୟୁ-ଟେକ କମ୍ପ୍ୟୁଟର ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରର ସଭାଗୃହ ଠାରେ ୟୁ-ଟେକ କମ୍ପ୍ୟୁଟର ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଓ ରାଜତାରା କନିଷ୍ଠ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ହିନ୍ଦୀ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ'ରେ ୟୁ-ଟେକ!-->…
Read More...
Read More...
ଲଗାଣ ବର୍ଷାର ତାଣ୍ଡବ : କୋଣାର୍କ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ଫସଲହାନି
କୋଣାର୍କ : କୋଣାର୍କ ଥାନା ଅଧୀନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତ ଓ କୋଣାର୍କ ଏନଏସି ଅନ୍ତର୍ଗତ ୧୩ଗୋଟି ୱାର୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହଜାର ହଜାର ହେକ୍ଟର ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଶତାଧିକ ଚାଳଘର ଧ୍ୱଂସସ୍ତୁପରେ ପରିଣତ ହୋଇଛି । ଖବରରୁ ପ୍ରକାଶ ଯେ କୋଣାର୍କ ଓ ଆଖପାଖ!-->…
Read More...
Read More...
ମନରେଗା ଯୋଜନାରେ ଶ୍ରମିକଙ୍କ ମଜୁରୀ ଟଙ୍କା ଆତ୍ମସାତ ଘଟଣା : ଟଙ୍କା ଦେବାକୁ କୋର୍ଟ ପେପରରେ ଚୁକ୍ତି କଲେ ନାଏବ ସରପଞ୍ଚ
ଦାରିଙ୍ଗବାଡି: ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅନ୍ତର୍ଗତ ସଲାବାଡି ଗ୍ରାମର କିଛି ଲୋକ ମନରେଗା ଯୋଜନାରେ କାମ କରିଥିବା ବେଳେ ୯ ମାସରୁ ଉଦ୍ଧ୍ୱର୍ ଦିନ ହେବ ମଜୁରୀ ଟଙ୍କା ମିଳିନଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଶ୍ରମିକଙ୍କ ମଜୁରୀ ଟଙ୍କାକୁ ଆତ୍ମସାତ କରିଥିବା ସିମନବାଡି!-->…
Read More...
Read More...