Browsing Category

ରାଜ୍ୟ

ଫୁଲବାଣୀରେ ଦିନକୁଦିନ ବୃଦ୍ଧି ପାଉଛି ଚୋରି

ଫୁଲବାଣୀ,୧୪/୯- କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାରେ ଦିନକୁ ଦିନ ଚୋରି ହେଉଥିବା ଅଭିଯୋଗ ହେଉଛି । ଏବେ କିଛି ଦିନ ହେଲା ବାରମ୍ବାର ଅନେକ ଦୋକାନରୁ ଚୋରି ହେଉଛି । ବିଶେଷ କରି ମୋବାଇଲ୍‌ ଦୋକାନ ଗୁଡିକୁ ଟାର୍ଗେଟ କରାଯାଉଛି । ଗତ ବିଳମ୍ବିତ ରାତ୍ରରେ କନ୍ଧମାଳ ଏସପିଙ୍କ ବାସଗୃହ
Read More...

ଅବକାରୀ ବିଭାଗ ଦ୍ୱାରା ୧୦କେଜି ଗଞ୍ଜେଇ ଜବତ

ପୁରୀ,୧୪/୯- ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ଜିଲ୍ଲା ଅବକାରୀ ସଦର ରେଞ୍ଜ ନିରୀକ୍ଷିକା ଶ୍ରୀମତୀ ମାନସୀ ସାହୁ ଏବଂ ମୋବାଇଲି ସ୍କ୍ୱାଡ଼ର ଉପ-ନିରୀକ୍ଷିକା ମମତା କୁମାରୀ ଦାଶଙ୍କ ନେତୃତ୍ୱରେ ନୟାଗଡ ଜିଲ୍ଲାରୁ ଗଂଜେଇ
Read More...

ଡାଇଭର୍ସନ୍‌ ରୋଡ଼ ଧୋଇଯିବା ଘଟଣା: ରାସ୍ତାରେ ସ୍ୱାଭାବିକ ହେଲା ଗାଡ଼ି ଚଳାଚଳ

ଦାରିଙ୍ଗବାଡି,୧୪/୯: ଲଘୁଚାପ ଜନିତ ବର୍ଷାରେ ଡାବୁଲମାହା ନଦୀରେ ଅଧିକ ପାଣି ଆସିବା ଫଳରେ ଡାବୁଲମାହା ନଦୀ ଉପରେ ହୋଇଥିବା ଅସ୍ଥାୟୀ ପୋଲ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା । ଯାହାରି ଫଳରେ ୫୯ ନଂ ଜାତୀୟ ରାଜପଥରେ ସୋମବାର ଦିନ ମଧ୍ୟାହ୍ନ ସମୟ ଠାରୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ
Read More...

ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଏଡିଏମ୍‌ଓ ପିଏଚ୍‌

ସୁବର୍ଣ୍ଣପୁର,୧୪/୯ - ଚାକିରୀ ଚୁକ୍ତି ବୃଦ୍ଧିପାଇଁ ୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ପିଏଚ ଡାକ୍ତର ନବକିଶୋର ବେହେରା । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନବକିଶୋର ବେହେରା ନିଜ ଅଧସ୍ଥନ
Read More...

ଅକ୍ଟୋବର ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର : ଚଳିତ ବର୍ଷ କରୋନା କାରଣରୁ ଯୁକ୍ତ ଦୁଇ ପରୀକ୍ଷା ହୋଇପାରିନଥିଲା । ତେବେ ମାଟ୍ରିକ ପରୀକ୍ଷା ଓ ବିଦ୍ୟାଳୟ ପରୀକ୍ଷା ଆଧାରରେ ଚଳିତ ବର୍ଷ ଛାତ୍ରଛାତ୍ରୀମାନଙ୍କର ବିକଳ୍ପ ମୂଲ୍ୟାଙ୍କନ କରାଯାଇଛି । ଫଳରେ ଅନେକ ଛାତ୍ରଛାତ୍ରୀଙ୍କର ଫଳାଫଳ ଭଲ ହୋଇଥିଲେବି କେତେକ ଛାତ୍ରଛାତ୍ରୀ
Read More...

ଲଗାଣ ବର୍ଷାରେ ଧୋଇଗଲା ଡାଇଭର୍ସନ୍‌ ରୋଡ୍‌

ଦରିଙ୍ଗବାଡି : ଲଗାଣ ବର୍ଷାରେ ଧୋଇଗଲା ଡାଇଭର୍ସନ୍‌ ରୋଡ୍‌ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ୫୯ ନଂ ଜାତୀୟ ରାଜପଥ ସିମନବାଡ଼ି ନିକଟ ଡାବୁଲମାହାରେ ନିର୍ମାଣଧୀନ ପୋଲ କଡ଼ରେ ହୋଇଥିଲା ଡାଇଭର୍ସନ୍‌ ରୋଡ୍‌ । ଯାତାୟତ ସ୍ୱାଭାବିକ କରିବାପାଇଁ ମରାମତି କାର୍ଯ୍ୟ ଗତକାଲିଠାରୁ ଜାରି
Read More...

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ!

ଗଞ୍ଜାମ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ପଞ୍ଚ଼ାୟତର ବି .ନୂଆପାଲି ଗ୍ରାମରେ ଗୁଣି ଗାରେଡିକୁ ସନ୍ଦେହ କରି ଗ୍ରାମର ଜଣେ ୬୦ ବର୍ଷର ବୃଦ୍ଧଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ମୁଣ୍ଡ ଗଣ୍ଡି ଅଲଗା କରି ଗାତ ଖୋଳି ଏକ ଜଙ୍ଗଲ ପାଦଦେଶରେ ପୋତା ଯାଇଥିବା ଜଣାପଡିଛି । ଏନେଇ ମୃତକଙ୍କ ଭାଇ
Read More...

ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ସବୁ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ…

ଭୁବନେଶ୍ୱର : ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ। ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଉଛି । ଯେଉଁ ସ୍ଥାନରେ ପାଣି ପଶିଛି କିମ୍ବା ଯେଉଁଠି ପାଣି ଘେରରେ ଲୋକେ ଅଛନ୍ତି । ସେଠି ସର୍ଭିଲାନ୍ସ
Read More...

ଅଜଣା ବ୍ୟକ୍ତିଙ୍କ ଶବସତ୍କାର କଲା ସ୍ୱେଚ୍ଛାସେବୀ ସଂଗଠନ ‘ସମ୍ବଳ’

ସମ୍ବଲପୁର: ସ୍ଥାନୀୟ ବୁର୍ଲା ସ୍ଥିତ ବଡ଼ ମେଡିକାଲର ମେଡିସିନ ୱାର୍ଡରେ ମୃତ୍ୟୁବରଣ କରିଥିବା ଜଣେ ଅଜଣା ବ୍ୟକ୍ତିଙ୍କ ଶବସତ୍କାର ସ୍ୱେଚ୍ଛାସେବୀ ସଂଗଠନ ‘ସମ୍ବଳ' ପକ୍ଷରୁ ରାଜଘାଟ ଶ୍ମଶାନରେ କରାଯାଇଛି । ଗୁରୁତର ଅସୁସ୍ଥ ଅବସ୍ଥାରେ ତାହାର ଚିକିତ୍ସା ପାଇଁ କେହି ଜଣେ ଦୟା ପୂର୍ବକ ଆଣି
Read More...

ଲଘୁଚାପଜନିତ ଲଗାଣ ବର୍ଷାରେ ବୌଦ୍ଧର ହାଲ୍‌ ବେହାଲ୍‌

ବୌଦ୍ଧ,୧୪ /୯- ତିନିଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲୋକେ ଘରୁ ପଦାକୁ ବାହାରି ପାରୁନଥିବାବେଳେ ଯାତାୟାତ ଠପ୍‌ ହୋଇପଡିଛି । ଅବିଶ୍ରାନ୍ତ ବର୍ଷା ଲାଗିରହିବା ଫଳରେ ବୌଦ୍ଧ ସହରରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା । ସହରର ଡ୍ରେନ ଏବଂ
Read More...