Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବଦଳିଲେ ବିବାଦୀୟ ଶାଖା ପରିଚାଳକ ,ଆସିବେ ସାରଙ୍ଗଗଡ ଶାଖା ପରିଚାଳକ
ବୌଦ୍ଧ/ଜହ୍ନାପଙ୍କ,୧୨/୭: ବୌଦ୍ଧବ୍ଳକ ଲକ୍ଷ୍ମୀପ୍ରସାଦ ପଂଚାୟତ ନାରାୟଣନଗରସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ, ଜହ୍ନାପଙ୍କ ଶାଖା ପରିଚାଳକଙ୍କ ମନମୁଖୀ, ଗ୍ରାହକଙ୍କୁ ଅଯଥା ହଇରାଣ ଓ ଦୁର୍ବ୍ୟବହାର ପାଇଁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଥିଲା । ଏହି ଅସନ୍ତୋଷ ଉଗ୍ରରୂପ ନେଇ ଜାନୁଆରୀ ୨୦!-->…
Read More...
Read More...
ଭିଏସଙ୍କ ଦୃଢ଼ ପ୍ରତିଶ୍ରୁତି ପରେ ପ୍ରାଣୀ ସହାୟକ କେନ୍ଦ୍ରରୁ ତାଲା ଖୋଲିଲା
ବୌଦ୍ଧ/ଜହ୍ନାପଙ୍କ,୧୨/୭- ବୌଦ୍ଧ ବ୍ଳକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନାପଙ୍କରେ ଥିବା ପ୍ରାଣୀଧନ ସହାୟକ କେନ୍ଦ୍ରକୁ ଦୀର୍ଘଦିନ ହେଲା ପ୍ରାଣୀ ନିରୀକ୍ଷକ ସୂର୍ଯ୍ୟକାନ୍ତ ମେହେର ଆସୁନଥିବାରୁ ରବିବାର ଅଞ୍ଚଳର ଗୋପାଳକମନେ ଅଫିସରେ ତାଲା ପକାଇ ଦେଇଥିଲେ । ଏହି ଖବର ବିଭିନ୍ନ ଗଣମାଧ୍ୟମରେ!-->…
Read More...
Read More...
ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ
ବ୍ରହ୍ମପୁର,୧୨/୭: ସ୍ଥାନୀୟ ସାନ ବଜାର ଛକ ସନ୍ନିକଟ ଜଂଘମବାରି ସାହି ଠାରେ କୋଭିଡ୍ ନିୟମ ଅନୂପାଳନ ସହ ପଞ୍ଚମୁଖୀ ହନୁମାନ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ବୈଦିକ ରୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଧର୍ମପ୍ରାଣା ବ୍ୟକ୍ତିତ୍ୱ ତାରା ପ୍ରସାଦ ସ୍ୱାଇଁ ଏବଂ!-->…
Read More...
Read More...
ମୂଷା ପଞ୍ଜୁରୀରେ ନାଗସାପ, ଅଧଘଣ୍ଟା ଲଢେଇ ପରେ ସାପ ଦଂଶନରେ ମୂଷାର ମୃତ୍ୟୁ
ଖୋର୍ଦ୍ଧା୧୨/୦୭: ଖୋର୍ଦ୍ଧା ପୈାରପରିଷଦ ଅନ୍ତର୍ଗତ ଚଣ୍ଡିଚୁଆ ନିକଟସ୍ଥ ସ୍ୱସ୍ତିକ ସୁମନ ପଟ୍ଟନାୟକଙ୍କ ଘରେ ଥିବା ପୋଷା ଧଳା ମୂଷା ପଞ୍ଜୁରୀରେ ଏକ ନାଗସାପ ପଶିଯାଇଥିଲା । ନାଗକୁ ଦେଖି ମୂଷାଟି ଅସ୍ତବ୍ୟସ୍ତ ହୋଇ ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲା । ପ୍ରାୟ ଦୀର୍ଘ ଅଧଘଣ୍ଟା ଧରି ଶ୍ରୀ!-->…
Read More...
Read More...
ପାତାଳି ଶ୍ରୀକ୍ଷେତ୍ର ଠାରେ ରଥଯାତ୍ରା ସଂପର୍ଣ୍ଣ
ସୁବର୍ଣ୍ଣପୁର ୧୨/୭- ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ କଟକଣା ମଧ୍ୟରେ ତ୍ରିକୂଟ ପର୍ବତର ଛଳିଆ ଶିଖର ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାଦଦେଶକୁ ଧାଡିପହଣ୍ଡିରେ ଅଣାଯାଇ!-->…
Read More...
Read More...
ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ
ନୂଆପଡା : ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା । ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ । ନୂଆପଡା ଜିଲ୍ଲା କୋମନା ଥାନା ଜଡାମୁଣ୍ଡା ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା କୋମନା ଥାନା ଜଡାମୁଣ୍ଡା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା!-->…
Read More...
Read More...
କରୋନା କଟକଣା ଯୋଗୁଁ ଚଳିତବର୍ଷ ମଧ୍ୟ ରହିଲା ଉଲ୍ଲାସ ବିହୀନ ରଥଯାତ୍ରା
କଣ୍ଟାବାଞ୍ଜି,୧୨/୭- କରୋନା କଟକଣା ଯୋଗୁଁ ଚଳିତବର୍ଷ ମଧ୍ୟ ରଥଯାତ୍ରା ଉଲ୍ଲାସ ବିହୀନ ରହିଛି । ବିନା ଭକ୍ତ ଓ ରଥରେ ପାଳନ ସେବାୟତ ଓ ବ୍ରାହ୍ମଣ ସମାଜର କର୍ମକର୍ତ୍ତାଙ୍କୁ ନେଇ ମନ୍ଦିର ପରିସରରେ ହିଁ ପାଳନ କରାଯାଇଛି । ସକାଳ ସମୟ ରେ ମନ୍ଦିର ପୂଜାରୀଙ୍କ ଦ୍ୱାରା ଶ୍ରୀଜିଉମାନଙ୍କ!-->…
Read More...
Read More...
ବିଜେଡିର ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ନବୀନ ପଟ୍ଟନାୟକ
ଭୁବନେଶ୍ବର : ପବିତ୍ର ଘୋଷଯାତ୍ରା ଅବସରରେ ବିଜେଡିର ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ । ଅତ୍ୟାଧୁନିକ ବ୍ୟବସ୍ଥାରେ ନିର୍ମାଣ ହେବାକୁ ଥିବା ବିଜେଡି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୂମି ପୂଜନ ପରେ!-->…
Read More...
Read More...
ବୌଦ୍ଧରେ ନୂତନ ଏସ୍ପି ଜ୍ଞାନରଞ୍ଜନ ମହାନ୍ତିଙ୍କ କାର୍ଯ୍ୟରେ ଯୋଗଦାନ
ବୌଦ୍ଧ,୧୨/୭: ଆଜି ବୌଦ୍ଧରେ ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ଜ୍ଞାନରଞ୍ଜନ ମହାନ୍ତି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଗତ ଜୁନ୍ ୩୦ ତାରିଖରେ ଭି. ରଘୁନାଥ ରାଓଙ୍କ ଅବସର ଗ୍ରହଣ କରିବାପରେ କନ୍ଧମାଳ ଏସ୍ପି ଭୀନିତ ଅଗ୍ରୱାଲ ଦାୟିତ୍ୱରେ ରହିଥିଲେ । ବୌଦ୍ଧଜିଲ୍ଲାରେ ନୂତନ ଏସ୍ପି ଶ୍ରୀ!-->…
Read More...
Read More...
ବାଲିଗୁଡ଼ାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଗୁଡ଼ା: ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୁଲ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସଭାଗୃହ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ଅଞ୍ଚଳର ଯୁବ ଗୋଷ୍ଠୀ ସ୍ୱେଚ୍ଛାକୃତ!-->…
Read More...
Read More...