Browsing Category

ରାଜ୍ୟ

ରବିଧାନ ପଞ୍ଜିକରଣ ହୋଇନଥିବା ଯୋଗୁଁ ମଣ୍ଡି ବନ୍ଦକଲେ ଚାଷୀ

ବୌଦ୍ଧ/ବାଉଁଶୁଣୀ,୩୧/୫- ବୌଦ୍ଧବ୍ଲକ୍‌ ବାଉଁଶୁଣୀ ସେବା ସମବାୟ ସମିତିରେ ରବିଧାନ କ୍ରୟପାଇଁ ଆଜି ମଣ୍ଡି ଶୁଭାରମ୍ଭ କରିବାକୁ ଥିବାବେଳେ ଫର୍ମ ଦାଖଲ୍‌ କରି ମଧ୍ୟ ନାମ ପଞ୍ଜିକରଣ ହୋଇନଥିବା ଯୋଗୁଁ ଚାଷୀମାନେ ଆଜି ବାଉଁଶୁଣୀ ମଣ୍ଡିରେ ଆନ୍ଦୋଳନ କରି ମଣ୍ଡି ବନ୍ଦ କରି ଦେଇଥିବା ଦେଖିବାକୁ
Read More...

ଜୁନ୍ ୨ରୁ ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ବନ୍ଦ

ଭୁବନେଶ୍ୱର : ଜୁନ୍ ୨ରୁ ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ବନ୍ଦ ରହିବ। ବର୍ତ୍ତମାନ ସୁଦ୍ଧା ଟିକା କମ୍ପାନୀ ମାନେ ଟିକା ଦେବା ନେଇ କୌଣସି ପ୍ରକାର ସୂଚନା ଦେଇନାହାନ୍ତି। ବର୍ତ୍ତମାନ ଯାହା ଟିକା ମହଜୁଦ ଅଛି ତାହା ଆସନ୍ତାକାଲି ପର୍ଯ୍ୟନ୍ତ ହିଁ ଯିବ। ତେଣୁ ଟିକା ନଥିବାରୁ
Read More...

ଗଜପତିରେ ପୁଣି ୮୫ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୩୧/୫- ଗଜପତି ଜିଲ୍ଲାରେ ଆଜି ପୁଣି ୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୧୯ ଜଣ, ଗୋଶାଣି ବ୍ଳକରୁ ୭ ଜଣ, ଗୁମ୍ମା ବ୍ଳକରୁ ୯ ଜଣ, କାଶୀ ନଗର ବ୍ଳକରୁ ୮ଜଣ, ମୋହନା ବ୍ଳକରୁ ୭ ଜଣ, ନୂଆଗଡ଼
Read More...

ସ୍ୱର୍ଗତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ଭେଟିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ

ବୌଦ୍ଧ/ବାଉଁଶୁଣୀ,୩୧/୫- ବୌଦ୍ଧଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ଆଜି କଣ୍ଟାମାଳ ବ୍ଲକ ଶୁଣ୍ଢିପଦରସ୍ଥିତ ‘ଓଡ଼ିଶା ଭାସ୍କର’ର ସାମ୍ବାଦିକ ସ୍ୱର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାର ସହିତ ସାକ୍ଷାତ କରି ସମବେଦନା ଜଣାଇଥିଲେ । ତାଙ୍କ ପତ୍ନୀଙ୍କ ଠାରୁ
Read More...

ପାଇଖାନା ଟାଙ୍କି ସଫା କରିବାକୁ ଯାଇ ଶ୍ୱାସ ରୁଦ୍ଧରେ ୨ ମୃତ

ଫୁଲବାଣୀ,୩୧/୫- ଆଜି ସକାଳୁ କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ପିଟବାରି ଗ୍ରାମରେ ଏକ ନୂଆ ଲେଟିନ ଟାଙ୍କିର ସେଣ୍ଟ୍ରିଙ୍ଗ କାଠ ବାହାର କରିବାକୁ ଜଣେ ଶ୍ରମିକ ଭିତରକୁ ଯାଇଥିବାବେଳେ ଶ୍ୱାସରୁଦ୍ଧ ହୋଇ ଟାଙ୍କି ଭିତରେ ପଡିଯାଇଥିଲା । ଏହା ଦେଖି ଘର ମାଲିକ ଟାଙ୍କି ଭିତରକୁ ଯାଇଥିଲେ । ସେ
Read More...

ଗଣିଆଁରେ ପୁଣି ଦୁଇ ଗ୍ରାମ ନିଷିଦ୍ଧାଞ୍ଚଳ

ଦଶପଲ୍ଲା,୩୧/୫:- ନୟାଗଡ ଜିଲ୍ଲାରେ କରୋନା ତାର ଦବ୍‌ଦବା ଜାରିରଖିଛି । ବିଶେଷକରି ନୟାଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ କରୋନା ତାର କାୟା ବିସ୍ତାର କରୁଛି । ସଚେତନତାର ଅଭାବ ଯୋଗୁଁ , ଗ୍ରାମାଞ୍ଚଳର ବହୁ ଜନସାଧାରଣ ପରୀକ୍ଷା କରିବା ପାଇଁ ମଧ୍ୟ କୁଣ୍ଠା ପ୍ରକାଶ କରୁଛନ୍ତି । ତେଣୁ
Read More...