Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନା ପଜିଟିଭ୍ଥିବା ପରିବାରକୁ ଗାଁ ଲୋକ କଲେ ସାହାଯ୍ୟ
ଫୁଲବାଣୀ,୧୩/୫: କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ବ୍ଲକ, ଗ୍ରେସିଙ୍ଗିଆ ଗ୍ରାମପଞ୍ଚାୟତର ବାଉଡିନାଜୁରେ ଗୋଟିଏ ପରିବାରରେ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି । ଗତ ୬ ଦିନ ହେଲା ୩ ଜଣ ପୁରୁଷ ସମେତ ୨ ଜଣ ମହିଳାଙ୍କୁ ମେଡିକାଲ ଓ ବ୍ଲକ ପ୍ରଶାସନ ପକ୍ଷରୁ!-->…
Read More...
Read More...
ସିଏମ୍ସି କର୍ମଚାରୀଙ୍କୁ ଆକ୍ରମଣ ଘଟଣା : ୧୫ ମହିଳାଙ୍କ ସମେତ ୬୭ ବସ୍ତିବାସିନ୍ଦା ଗିରଫ
କଟକ : ସିଏମ୍ସି କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଆଜି କଟକ କମିଶନରେଟ ପୁଲିସ ୧୫ଜଣ ମହିଳାଙ୍କ ସମେତ ୬୭ଜଣ ବସ୍ତି ବାସିନ୍ଦାଙ୍କୁ ଗିରଫ କରିଛି । ଗତ୨ ଦିନ ତଳେ କାଳବୈଶାଖୀରେ ତମ୍ବୁ ଘର ଉଜୁଡି ଯିବା ପ୍ରତିବାଦରେ କଟକ ନୂଆପଡା ବାଲିସାହି ବସ୍ତି ବାସିନ୍ଦା କଟକ ମହାନଗର ନିଗମ(ସିଏମ୍ସି)!-->…
Read More...
Read More...
ଭୁବନେଶ୍ବର ଝାରପଡ଼ା ଜେଲ ଭିତରେ ଗଞ୍ଜେଇ ଆସର, ଭାଇରଲ ହେଲା ଭିଡିଓ
ଭୁବନେଶ୍ବର:ନାଚ-ଗୀତ ସହ ଗଂଜେଇ ଚିଲମ ଧୂଆଁରେ ଉଠୁଛିପଡ଼ୁଛି ଜେଲ ପରିସର । କୋରୋନା କାଳରେ ଜେଲ ଭିତରେ ନାଚ-ଗୀତକୁ ନେଇ ଉଠିଛି ଅନେକ ପ୍ରଶ୍ନ । ଏତେ କଡ଼ାକଡ଼ି ଯାଞ୍ଚ ଜେଲ ଭିତରକୁ ଗଞ୍ଜେଇ ଯାଉଛି କେମିତି ?କଡାକଡି ଯାଞ୍ଚ ପରେ ବି ମୋବାଇଲ ଫୋନ ନେଉଛି କିଏ ?
!-->!-->!-->…
Read More...
Read More...
ସମ୍ବଲପୁର,ସୁନ୍ଦରଗଡ଼,ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ୫୫୦ଟି ବେଡ଼୍ ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଏମ୍ସିଏଲକୁ…
ନୂଆଦିଲ୍ଲୀ/ଭୁବନେଶ୍ୱର : କରୋନା ମହାମାରୀ ଦ୍ୱିତୀୟ ଲହରର ସଂକଟ ସମୟରେ ଓଡ଼ିଶାବାସୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ରାଜ୍ୟରେ ମେଡ଼ିକାଲ ଭିତିଭୂମିର ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଅନୁରୋଧକୁ ପ୍ରାଥମିକତା ଦେଇ ସକରାତ୍ମକ ପଦକ୍ଷେପ ନେବାକୁ କେନ୍ଦ୍ର କୋଇଲା,!-->…
Read More...
Read More...
ବୌଦ୍ଧ – ସାଧାରଣ ରୋଗୀ କ୍ବାକ୍ ମାନଙ୍କ ଭରସାରେ !
ବୌଦ୍ଧ,୧୩/୫ - କରୋନା ମହାମାରୀ ଜିଲ୍ଲାରେ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ତାକୁ ରୋକିବା ପାଇଁ ଉଦ୍ୟମ ଜାରି ରଖିଛି l ଏଭଳି ପରିସ୍ଥିତିରେ ସାଧାରଣ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି l ଡାକ୍ତର!-->!-->!-->…
Read More...
Read More...
ବୌଦ୍ଧ ପାଇଁ ବୁଦ୍ଧ ପୁର୍ଣ୍ଣିମାକୁ ସ୍ଥାନୀୟ ଛୁଟି ଘୋଷଣା କଲେ ଆରଡିସି
ବୌଦ୍ଧ,୧୨/୫- ବୌଦ୍ଧ ଜିଲ୍ଲା ପାଇଁ ବୁଦ୍ଧ ପୁର୍ଣ୍ଣିମାକୁ ସ୍ଥାନୀୟ ଛୁଟି ଭାବରେ ଘୋଷଣା କରିଛନ୍ତି ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର l ତେଣୁ ଆସନ୍ତା 26. 5. 2021 ଦିନ ବୁଦ୍ଧ ପୁର୍ଣ୍ଣିମା ଦିନ ବୌଦ୍ଧ ଜିଲ୍ଲା ର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ଯୋଗୁଁ ବନ୍ଦ ରହିବ ବୋଲି!-->!-->!-->…
Read More...
Read More...
ପଲସପାଟ – କୁଲୁତାଖଲି ରାସ୍ତାରେ ଲାଗିଲା ସୂଚନା ଫଳକ
ବୌଦ୍ଧ,୧୨/୫ - ବୌଦ୍ଧବ୍ଲକ୍ ମୁଣ୍ଡିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଲସପାଟ ଗ୍ରାମଠାରୁ କୁଲୁତାଖଲି ଗ୍ରାମକୁ ହୋଇଥିବା ରାସ୍ତା ମରାମତି କାମର ସୂଚନା ଫଳକ ଲଗାଗଲା । ରାସ୍ତା କାମ ଆରମ୍ଭ ହେବା ପରେ ଏହା କେଉଁ ଅନୁଦାନରେ ଓ କେତେ ଅଟକଳରେ ହେଉଛି ତାହାକୁ ନେଇ ଜନସାଧାରଣରେ ସନ୍ଦେହ ପ୍ରକାଶ!-->…
Read More...
Read More...
ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ
ବୌଦ୍ଧ,୧୨/୫ - ବୌଦ୍ଧଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏକ ୪ ଦଫା ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଓମ୍ ପ୍ରକାଶ!-->…
Read More...
Read More...
ପିକଅପ ଭ୍ୟାନ ଓଲଟି ୮ ଶ୍ରମିକ ଆହତ, ୪ଗୁରୁତର ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର
ଦାରିଙ୍ଗବାଡି,୧୨/୫: କନ୍ଧମାଳ ଗଞ୍ଜାମ ସୀମାନ୍ତ ସୋରଡ଼ା ଥାନା ଗାଜଲବାଡ଼ି ଗ୍ରାମ ନିକଟରେ ଆଜି ଏକ ପିକଅପ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇ ୮ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତର ହୋଇଛନ୍ତି । । ସୂଚନା ମୁତାବକ ଆଜିସକାଳୁ ଦାରିଙ୍ଗବାଡି ଗ୍ରାମରୁ ୮ ଜଣ ଶ୍ରମିକ ଦିନ ମଜୁରିଆ!-->…
Read More...
Read More...