Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଶ୍ୱ ନର୍ସିଂ ଦିବସରେ ନର୍ସମାନଙ୍କ ସହ କଥାହୋଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨/୫- ଆଜି ବିଶ୍ୱ ନର୍ସିଂ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଡାକ୍ତରଖାନା ମାନଙ୍କରେ କାର୍ଯ୍ୟରତ ନର୍ସମାନଙ୍କ ସହ ଫୋନ ଯୋଗେ କଥା ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନିଜର ବ୍ୟକ୍ତିଗତ ସୁଖଦୁଃଖକୁ ପଛରେ ପକାଇ ସେମାନେ ଯେପରି!-->…
Read More...
Read More...
କୋଭିଡ ହସ୍ପିଟାଲ ଅଗ୍ନିକାଣ୍ଡ ଏଡାଇବା ପାଇଁ ସଜାଗ ଅଗ୍ନିଶମ ବାହିନୀ
ଭୁବନେଶ୍ୱର,୧୨/୫- କୋଭିଡ ୧୯ର ମୁକାବିଲା ପାଇଁ ସାରାଦେଶରେ କୋଭିଡ ହସପିଟାଲସବୁ କାର୍ଯ୍ୟକ୍ଷମ କରାଯାଇ କୋଭିଡ ପୀଡିତଙ୍କ ଚିକିତ୍ସା କରାଯାଉଥିବାବେଳେ କେତେକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଧନଜୀବନ ହାନି ଘଟୁଛି । ବର୍ତ୍ତମାନ ସାରା ରାଜ୍ୟରେ ୬୨ ଗୋଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ!-->…
Read More...
Read More...
ମେଡିକାଲରେ ଗରମ ପାଣି ଯୋଗାଇବ ଯୁବ କୁଲତା ସମାଜ
ବଲାଙ୍ଗୀର,୧୨/୫- ବଲାଙ୍ଗୀର ଓ ପଡୋଶୀ ଜିଲ୍ଲା ଲୋକେ ଚିକିତ୍ସା ପାଇଁ ବିବିଏମସିଏଚ ଉପରେ ନିର୍ଭରଶୀଳ । ଏବେକାର ମହାମାରୀ ସମୟରେ ରୋଗୀ ଓ ସଂପର୍କୀୟ ସଂଖ୍ୟା ମଧ୍ୟ ବଢୁଛି । କୋଭିଡ ସଂକ୍ରମିତ ରୋଗୀଙ୍କ ପାଇଁ ଗରମ ପାଣି ଓ ଖରାଦିନରେ ସଂପର୍କୀୟ ଥଣ୍ଡା ପିଇବା ପାଣି ମାଗଣାରେ ଯୋଗାଇବା ପାଇଁ!-->…
Read More...
Read More...
ଦୁଇଜଣ ଡାକ୍ତର କୋରନା ପଜିଟିଭ ପରେ ଚିନ୍ତାରେ ଅଞ୍ଚଳବାସୀ
ବୌଦ୍ଧ /ଜହ୍ନାପଙ୍କ,୧୨/୫- ବୌଦ୍ଧ ଜିଲ୍ଲାରେ ଦିନକୁଦିନ କୋରନା ତାର କାୟାବିସ୍ତାର କରି ଚାଲିଥିବାବେଳେ ଏବେ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି । ଜିଲ୍ଲା ପ୍ରଶାସନ ବାରମ୍ବାର ଡ଼ାକବାଜି ଯନ୍ତ୍ର ସାହଯ୍ୟରେ ପ୍ରଚାର କରୁଥିବା ବେଳେ ଲୋକେ ମାସ୍କ ଓ ସାମାଜିକ ଦୂରତା ରଖୁନଥିବାରୁ ଏହା!-->…
Read More...
Read More...
ସର୍ବାଧିକ କରୋନା ସଂକ୍ରମିତ ଶ୍ୟାମସୁନ୍ଦରପୁର ଗ୍ରାମରେ ରେଡକ୍ରସ ପକ୍ଷରୁ ସହାୟତା
ବୌଦ୍ଧ,୧୨/୫- ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ଯେଉଁଠି ୧୬୮ ରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ସେହି ଗ୍ରାମରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଯୁବ ରେଡକ୍ରସ ପକ୍ଷରୁ ଏକ ସଚେତନତା ଶିବିର ଆୟୋଜନ ସହ କରୋନା ସମ୍ବନ୍ଧରେ ବିଭିନ୍ନ ପରାମର୍ଶ!-->…
Read More...
Read More...
ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦାବି
ବୌଦ୍ଧ/ଜହ୍ନାପଙ୍କ,୧୨/୫- ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ରାସ୍ତା ଅସମ୍ପୂର୍ଣ୍ଣ ଯୋଗୁଁ ଗ୍ରାମବାସୀ ନାହିଁ!-->…
Read More...
Read More...
ଗଜପତିରେ ପୁଣି ୧୧୧ ଜଣ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ
ଗଜପତି,୧୨/୫ - ଗଜପତି ଜିଲ୍ଲାରେ ଆଜି ପୁଣି ୧୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୫ ଜଣ, ଗୋଶାଣି ବ୍ଳକରେ ୭ ଜଣ, ଗୁମ୍ମା ବ୍ଳକରୁ ଜଣେ, କାଶୀ ନଗର ବ୍ଳକରୁ ୫ ଜଣ, ମୋହନା ବ୍ଳକରୁ ୨୪ ଜଣ,ନୂଆଗଡ଼!-->…
Read More...
Read More...
ସଫେଇ କର୍ମଚାରୀଙ୍କୁ ପିଏପିର ମାକ୍ସ ବଣ୍ଟନ
ବଲାଙ୍ଗୀର,୧୨/୫- ସଂପ୍ରତି ବଢୁଥିବା କୋରୋନାର ସଂକ୍ରମଣକୁ ରୋକିବାକୁ ଜରୁରୀ । ସବୁବେଳେ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା । । କୋଭିଡ ସଂକ୍ରମଣକୁ ପ୍ରତିହତ କରିବାପାଇଁ ଯେଉଁମାନେ ଆଗରେ ଠିଆ ହୋଇ ସମାଜର ସୁରକ୍ଷାରେ ନିଜକୁ ସମର୍ପିତ କରିଛନ୍ତି, ସେମାନେ!-->…
Read More...
Read More...
ପ୍ରଦୀପ ଠାକୁରଙ୍କ ବିୟୋଗରେ ସିପିଆଇର ଶୋକ
ବୌଦ୍ଧ/ହରଭଙ୍ଗା୧୨/୫- ସିପିଆଇର ବରିଷ୍ଠ ନେତା ହରଭଙ୍ଗା ଶାଖା କମିଟି ସଦସ୍ୟ, ଚାରିଛକରେ ଜେଏମଏଫସି କୋର୍ଟ ସ୍ଥାପନ, ବୌଦ୍ଧରେ କୃଷିବିଶ୍ୱବିଦ୍ୟାଳୟ ମେଡିକାଲ କଲେଜ ସ୍ଥାପନ , ନଦୀସଂଯୋଗୀକରଣ ଆଳରେ ପ୍ରସ୍ତାବିତ ମଣିଭଦ୍ରାପ୍ରକଳ୍ପ ବିରୋଧି ଆନ୍ଦୋଳନ ପ୍ରଭୃତି ଅନେକ ଲଢେଇର ନାୟକ ସାଥି!-->…
Read More...
Read More...
ଆକ୍ସନ ମୁଡ୍ରେ ଦାରିଙ୍ଗବାଡ଼ି ତହସିଲଦାର, କୋଭିଡ଼ ନିୟମ ଉଲ୍ଲଙ୍ଘନ ନେଇ ପୁଣି ୨ ଦୋକାନ ସିଲ୍ କଲେ
ଦାରିଙ୍ଗବାଡ଼ି,୧୨/୫: ପୁଣି କୋଭିଡ଼ ନିୟମ ଉଲଘଂନ କରି ସଟଡାଉନ ସମୟରେ ଦୋକାନ ଖୋଲିବା ପଡ଼ିଲା ମହଙ୍ଗା । ୨ ଅମାନିଆ ଦୋକାନୀଙ୍କ ଦୋକାନ ସିଲ କଲା ଦାରିଙ୍ଗବାଡ଼ି ପ୍ରଶାସନ । ସରକାର କୋଭିଡ଼ ସଂକ୍ରମଣକୁ ରୋକିବା ନିମନ୍ତେ ଲକଡାଉନ ଓ ସଟଡାଉନ ଆରମ୍ଭ କରିଛନ୍ତି । ସପ୍ତାହର ଶନିବାର ଓ ରବିବାର!-->…
Read More...
Read More...