Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୌରଶକ୍ତିରେ ଆଲୋକୀକରଣ ପ୍ରକଳ୍ପ ଅଚଳ, ହେଉନି ମରାମତି
ବୌଦ୍ଧ,୨୮/୪- କଣ୍ଟାମାଳବ୍ଲକ ବରଗୋଛା ଗ୍ରାମ ପଞ୍ଚାୟତ ସିଗାଡି ଗ୍ରାମରେ ୭ ଗୋଟି ଖମ୍ବପୋତି ଗ୍ରାମ ଦାଣ୍ଡକୁ ସୌରଶକ୍ତିଚାଳିତ ଆଲୋକୀକରଣ ବ୍ୟବସ୍ଥା ଗ୍ରାମ ପଞ୍ଚାୟତ ତରଫରୁ ୨୦୨୦ -୨୧ ଆର୍ଥିକ ବର୍ଷରେ କରାଯାଇଥିଲା । ଏ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ସରକାରୀ ଅନୁଦାନ ଖର୍ଚ୍ଚ କରାଯାଇଥିବାବେଳେ!-->…
Read More...
Read More...
ନଳକୂପ ଅଚଳ, ତୁରନ୍ତ ମରାମତି ପାଇଁ ଦାବି
ବୌଦ୍ଧ,୨୮/୪- ବୌଦ୍ଧବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତ ବ୍ରାହ୍ମଣୀପାଲି ଗ୍ରାମର ଦୁଇଟି ନଳକୂପ ଆଜକୁ ପ୍ରାୟ ୫ ମାସ ହେବ ଅଚଳ ହୋଇଯାଇଥିବା ଜଣାପଡିଛି । ଗ୍ରାମ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀ ନଳକୂପ ମରାମତି ପାଇଁ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ୫ ମାସ ହେଲା ଉକ୍ତ ନଳକୂପ!-->…
Read More...
Read More...
ବିବାହ ଅନୁମତି ମାଗିଲେ ଦେବାକୁ ପଡିବ ୫୦ ଜଣଙ୍କ ତାଲିକା
ବୌଦ୍ଧ,୨୮/୪- କରୋନାର ଦ୍ୱିତୀୟ ଲହର୍ ସହରଠାରୁ ଗାଆଁଗଣ୍ଡା ଯାଏଁ ବ୍ୟାପିଯାଇଥିବା ବେଳେ ବିବାହ ଋତୁ ଆସିଯାଇଛି । ପୂର୍ବରୁ ବିବାହ ତାରିଖ ନିର୍ଦ୍ଧାରଣ କରି ବର ଓ କନ୍ୟାପକ୍ଷ ମାନେ ପ୍ରସ୍ତୁତି ଚଳାଇଥିବା ବେଳେ ପ୍ରଶାସନର କରୋନା କଟକଣା ସେମାନଙ୍କୁ ଅଡୁଆରେ ପକାଇଛି । ଗତକାଲି ଜିଲ୍ଲାପାଳ!-->…
Read More...
Read More...
ରାତ୍ରୀକାଳୀନ ସାର୍କିଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବୌଦ୍ଧ,୨୮/୪- ବୌଦ୍ଧବ୍ଳକ ଅଇଁଲାପାଲି ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଅଁଳାପାଲି ହାଟପଦା ଖେଳପଡ଼ିଆଠାରେ କୋଭିଡ୍ ନୀତିନିୟମକୁ ଅନୁପାଳନକରି ରାତ୍ରୀକାଳୀନ ଗ୍ରାମାଞ୍ଚଳସ୍ତରୀୟ ସାର୍କିଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଏକ ଦିବସୀୟ କ୍ରିକେଟ ମ୍ୟାଚ କାସଲପୁର୍ ଓ!-->…
Read More...
Read More...
ବୌଦ୍ଧ:୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମଣ ଉଦବେଗଜନକ
ବୌଦ୍ଧ,୨୮/୪- ଆଜି ବୌଦ୍ଧଜିଲ୍ଲାରେ ନୂତନ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ବୌଦ୍ଧ ଏନ.ଏ.ସି. ଅଂଚଳ ମଧ୍ୟରୁ ୨୬ ଜଣ, ବୌଦ୍ଧବ୍ଲକ୍ ମଧ୍ୟରୁ ୯ ଜଣ, ହରଭଙ୍ଗା ବ୍ଲକ ମଧ୍ୟରୁ ୧୩ ଜଣ ଓ କଣ୍ଟାମାଳ ବ୍ଲକ ଅଂଚଳ!-->…
Read More...
Read More...
ରେକର୍ଡ ଭାଙ୍ଗିଲା କରୋନା : ଦିନକରେ ୮୩୮୬ ପଜିଟିଭ ଚିହ୍ନଟ
ଭୁବନେଶ୍ୱର ୨୮ ।୦୪ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୩୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍!-->…
Read More...
Read More...
କଣ୍ଟାମାଳ,ହରଭଙ୍ଗା ଓ ଏନ.ଏ.ସି.ର କିଛି ଅଞ୍ଚଳ ହେଲା କଣ୍ଟେନମେଣ୍ଟ ଜୋନ
ବୌଦ୍ଧ,୨୭/୪ - ବହୁ ସଂଖ୍ୟାରେ କରୋନା ପଜିଟିଭ ମାମଲା ଆସିବା ପରେ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କଣ୍ଟାମାଳ ଓ ହରଭଙ୍ଗା ବ୍ଲକର କିଛି ସ୍ଥାନ ସମେତ ବୌଦ୍ଧ ଏନଏସିର ବିଭିନ୍ନ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି | ବୌଦ୍ଧ ଜିଲ୍ଲା ବଢିଗାଁ ଗ୍ରାମ ସମେତ!-->!-->!-->…
Read More...
Read More...
ବ୍ଳକ କନ୍ଫରେନ୍ସ ହଲରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ
ଦାରିଙ୍ଗବାଡି,୨୭/୪: କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ କନଫରେନ୍ସ ହଲରେ ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନୂତନ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଳକ ଅଧକ୍ଷା ରୁଦା ମଲିକ ମୁଖ୍ୟଅତିଥି ଭାବେ!-->…
Read More...
Read More...
ସାପ୍ତାହିକ ହାଟରେ କରୋନା କଟକଣାକୁ ମାନୁନାହାନ୍ତି ଜନସାଧାରଣ
ଜହ୍ନାପଙ୍କ,୨୭/୪:ବର୍ତ୍ତମାନ ଦେଶ ଓ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ବେଗରେ ବଢ଼ିଚାଲିଥିବା ବେଳେ ରାଜ୍ୟ ସରକାର ଏଥିପାଇଁ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ରାତ୍ରି କର୍ଫ୍ୟୁ ସହିତ ଦୋକାନ ବଜାରରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧୁନଥିବା ବ୍ୟକ୍ତିଙ୍କୁ ଜୋରିମାନା ପୋଲିସ ମାଧ୍ୟମରେ!-->…
Read More...
Read More...
ବିଦ୍ୟୁତ୍ କଟା ଯାଇଥିବାରୁ ବlଉଁଶୁଣି ଉପ ଡାକଘର ଅଚଳ
ବୌଦ୍ଧ/ବାଉଁଶୁଣୀ,୨୭/୪- ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଠାରେ ଥିବା ଉପ ଡାକଘରର ବିଦ୍ୟୁତ୍ ସଂଯୋଗ ଗତକାଲି ଠାରୁ ଗ୍ରାମ ପଞ୍ଚାୟତ ଛିନ୍ନ କରି ଦେଇଥିବା ହେତୁ ଦୈନନ୍ଦିନ କାର୍ଯ୍ୟ ଠପ ହୋଇ ଯାଇଛି | ବାଉଁଶୁଣୀ ଡାକଘର ଜିଲ୍ଲାର ଏକ ଗୁରୁତ୍ୱପୁର୍ଣ୍ଣ ଉପ ଡାକଘର l ବୌଦ୍ଧ ବ୍ଲକର 19 ଗୋଟି ଶାଖା!-->!-->!-->…
Read More...
Read More...