Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସି.ଆର.ସି.ସି.ଙ୍କୁ ବହିଷ୍କାର ପାଇଁ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦାବିପତ୍ର ପ୍ରଦାନ
ବୌଦ୍ଧ,୨୮/୯ - ବୌଦ୍ଧ ବ୍ଲକ୍ ଶଗଡା କ୍ଲଷ୍ଟର ସି. ଆର. ସି. ସି.ଙ୍କ ବହିଷ୍କାର ଦାବୀ କରି ଶଗଡା କ୍ଲଷ୍ଟରର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ l ଶଗଡା କ୍ଲଷ୍ଟର ସି.ଆର.ସି.ସି. ବିଭିନ୍ନ ପ୍ରକାରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ହଇରାଣ କରିବା ସହ!-->…
Read More...
Read More...
ସମ୍ବଲପୁର ମଣ୍ଡଳରେ ସ୍ୱଚ୍ଛ ଆହାର, ସ୍ୱଚ୍ଛ ଅଭିଯାନ ଓ ସ୍ୱଚ୍ଛ ପ୍ରସାଧନ ଅଭିଯାନ ଆୟୋଜିତ
ସମ୍ବଲପୁର : ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳରେ ୧୬ ସେପ୍ଟେମବରରୁ ୩୦ ସେପ୍ଟେମ୍ବର ୨୦୨୦ ମଧ୍ୟରେ "ସ୍ୱଚ୍ଛ ରେଳ ସ୍ୱଚ୍ଛ ଭାରତ ସ୍ୱଚ୍ଛତା ପାକ୍ଷିକ ଆୟୋଜନ କରାଯାଇଅଛି । ଏହି ଅବସରରେ ୨୪ ଓ ୨୫ ସେପ୍ଟେମ୍ବରରେ ସ୍ୱଚ୍ଛତା ଆହାର, ୨୬ ସେପ୍ଟେମ୍ବର ସ୍ୱଚ୍ଛତା ଅଭିଯାନ ଏବଂ ୨୭ ସେପ୍ଟେମ୍ବରରେ!-->…
Read More...
Read More...
ବେଦାନ୍ତର ଫ୍ଲାଗସିପ୍ ପ୍ପ୍ରକଳ୍ପ ଶୁଭଲକ୍ଷ୍ମୀ ସମବାୟର ସଦସ୍ୟଙ୍କ ପାଇଁ ଆର୍ଥିକ ସାକ୍ଷରତା ତାଲିମ କାର୍ଯ୍ୟକ୍ରମ
ଝାରସୁଗୁଡ଼ା: ଦେଶର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଝାରସୁଗୁଡା ଏହାର ଫ୍ଲାଗସିପ୍ ସ୍ଥାୟୀ ଜୀବିକା ପ୍ରକଳ୍ପ ସୁଭାଲକ୍ଷ୍ମୀ ସମବାୟ ସମିତିର ମହିଳା ସଦସ୍ୟଙ୍କ ପାଇଁ ଆର୍ଥିକ ସାକ୍ଷରତା ଉପରେ ଏକ ତାଲିମ ଅଧିବେଶନ ଆରମ୍ଭ କରିଛି । ୪୦୦୦ରୁ ଉର୍ଦ୍ଧ ସଦସ୍ୟତା ଆଧାର ସହିତ,!-->…
Read More...
Read More...
ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ
ବୌଦ୍ଧ୨୮/୯ - ଘରୋଇ ଗ୍ରାହକ ମାନଙ୍କ ପାଇଁ ବିଦ୍ୟୁତ୍ ଦର ବୃଦ୍ଧି କରାଯାଇଥିବା ପ୍ରତିବାଦରେ ଆଜି ଯୁବ କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନଙ୍କ ନେତୃତ୍ବରେ କଂଗ୍ରେସ କର୍ମୀ ମାନେ ସରକାରଙ୍କ!-->…
Read More...
Read More...
ଭାରସାମ୍ୟ ହରାଇ ଓଲଟିଲା ଟ୍ରକ
ବୌଦ୍ଧ,୨୮/୯ - ଆଜି ସକାଳେ ଜାତୀୟ ରାଜପଥ ନମ୍ବର୍ 57 ର ନୂଆପଡ଼ା ବ୍ରିଜ ନିକଟରେ ବାଇଗଣ ବୋଝେଇ ଗୋଟିଏ ଆଇଚର୍ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ସମୟରେ ବଲାଙ୍ଗୀରରୁ କଟକ ଅଭିମୁଖେ ଯାଉଥିବା ଗୋଟିଏ ବାଇଗଣ ବୋଝେଇ ଟ୍ରକ ଓଡି 05 ଏଏସ!-->!-->!-->…
Read More...
Read More...
ସାବିତ୍ରୀ ଜେନାକୁ କେବେ ମିଳିବ ପକ୍କା ଘର
ପାରଳାଖେମୁଣ୍ଡି,୨୮/୯(ହୀ.ପ୍ର)- କେନ୍ଦ୍ର ଓ ରାଜ୍ୟସରକାର ଗରିବଙ୍କ ସକାଶେ ବିଭିନ୍ନ ଯୋଜନା ମାନ କରିଛନ୍ତି କିନ୍ତୁ ଗରିବ ଲୋକ ପାଇବା ବଦଳରେ ଧନୀଶ୍ରେଣୀ ଲୋକେ ହାତେଇ ନେଉଛନ୍ତି ସରକାରଙ୍କ ବିଭିନ୍ନ ଯୋଜନା । ଯାହା ଫଳରେ ପ୍ରକୃତ ହିତାଧିକାରୀ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ!-->…
Read More...
Read More...
ଗଜପତିରେ ପୁଣି ୩୧ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୨୮/୯(ହୀ.ପ୍ର)- ଗଜପତିରେ ଆଜି ପୁଣି ୩୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ୩ ଜଣ, ଗୁମ୍ମା ବ୍ଳକରୁ ୧୨ ଜଣ, କାଶୀ ନଗର ବ୍ଳକରୁ ଜଣେ, ମୋହନା ବ୍ଳକରୁ ଜଣେ, ପାରଳା ପୌର ପରିଷଦରୁ ୫ଜଣ, ନୂଆଗଡ଼ ବ୍ଲକରୁ ୮!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ପୁଣି ୧୨୦ଜଣ ନୂଆ ପଜିଟିଭ ଚିହ୍ନଟ
ସମ୍ବଲପୁର,୨୮/୯- ଲଗାତାର ତିନିସପ୍ତାହ ହେଲା ସମ୍ବଲପୁର ଜିଲ୍ଲାରେ ଦୈନିକ ନୂଆ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ଶତାଧିକ ରହିଆସୁଛି ଓ ବର୍ତ୍ତମାନ ଏପରି ଭାବରେ କରୋନା ଅଣାୟତ୍ତ ହୋଇ ସମସ୍ତଙ୍କ ଚିନ୍ତା ବଢାଉଛି । ବିଗତ ୨୪ଘଣ୍ଟା ମଧ୍ୟରେ ସମଗ୍ର ଜିଲ୍ଲାରେ ୧୨୦ଜଣ ନୂତନ ଭାବେ ପଜିଟିଭ ଚିହ୍ନଟ!-->…
Read More...
Read More...
ବୌଦ୍ଧ : ଆଜି ୪୨ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ହେଲା ୧୮୧୬
ବୌଦ୍ଧ,୨୮/୯ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୪୨ ଜଣ କରୋନା ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୮୧୬ରେ ପହଞ୍ଚିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ!-->…
Read More...
Read More...
ନଳକୂପ ହେଉନି ମରାମତି, ଲୋକେ ହନ୍ତସନ୍ତ
ବୌଦ୍ଧ,୨୮/୯ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ଲମ୍ବସରୀ ଗ୍ରାମରେ ଥିବା ଦୁଇଟି ନଳକୂପ ପ୍ରାୟ ମାସେ ହେବ ଅଚଳ ହୋଇ ପଡିଥିବାରୁ ଲୋକେ ପାଣି ପାଇଁ ଡହଳ ବିକଳ ହେଉଥିବା ଅଭିଯୋଗ ହୁଏ । ମିଳିଥିବା ସୂଚନା ଅନୁଯାୟୀ ଲମ୍ବସରୀ ଗ୍ରାମର ଦୁଇଟି ନଳକୂପ ଦୀର୍ଘ ଏକ ମାସ ଧରି ଅଚଳ ହୋଇ ରହିଛି ।!-->…
Read More...
Read More...