Browsing Category

ରାଜ୍ୟ

ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ତଥା ବରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ-୨୦୨୪ ପାଳିତ

ବରଗଡ଼ : ପ୍ରତିବର୍ଷ ଭଳି ବରଗଡ଼ ଜିଲ୍ଲା ପ୍ରଶାସନ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ "ଓଡ଼ିଶା ଦିବସ ତଥା ବରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ" ଆଦର୍ଶ ଆଚରଣ ବିଧି ଅନୁପାଳନ କରିବା ସହ ମହାଆଡମ୍ବର ସହକାରେ ପାଳିତ ହୋଇଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ
Read More...

ପତରାଜପୁର ଦୋଳ ମେଳଣ ଉଦଯାପିତ

ବାଲିଚନ୍ଦ୍ରପୁର: ବଡ଼ଚଣା ବ୍ଲକ ଅନ୍ତର୍ଗତ ପତରାଜପୁର ପଞ୍ଚାୟତର ପ୍ରସିଦ୍ଧ ପତରାଜପୁର ଦୋଳ ମେଳଣ ଉଦଯାପିତ ହୋଇଯାଇଛି । ଚଳିତ ବର୍ଷ ନବମ ବର୍ଷ ପାଳନ ହୋଇଥିବା ଏହି ମେଳଣ ବହୁ ଧୂମଧାମରେ ପାଳିତ ହୋଇଯାଇଛି । ମେଳଣ ପର୍ବରେ ମୋଟ ୧୦ଟି ବିମାନ ଯୋଗଦେଇଥିଲେ । ପତରାଜପୁର ଗ୍ରାମର ଥାନପତି
Read More...

ମହେନ୍ଦ୍ର ବନାଞ୍ଚଳରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ପାରଳାଖେମୁଣ୍ଡି : ଆଜି ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ଶୁଭ୍ରଜିତ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଗାରାବନ୍ଧ ସେକ୍ସନ ଅନ୍ତର୍ଗତ ବୁରୁଝୁଲି ବିଟର ବୁରୁଝୁଲି ଗ୍ରାମ ଠାରେ କିଛି ବେଆଇନ କାଠ ଥିବାର ଜାଣିବାକୁ ପାଇଥିଲେ । ତତ୍‌ପରେ ଶ୍ରୀମାନ ବନଖଣ୍ଡ ଅଧିକାରୀ ଶ୍ରୀ ଏସ ଆନନ୍ଦଙ୍କ
Read More...

ଯାଜପୁର ଲୋକସଭା ଆସନ : ଶର୍ମିଷ୍ଠା-ରବୀନ୍ଦ୍ରଙ୍କ ମଧ୍ୟରେ ହେବ ମହାଲଢେଇ

ରସୁଲପୁର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଶନିବାର ଯାଜପୁର ସଂରକ୍ଷିତ ଲୋକ ସଭା ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛି । ପୁରୁଣା ନେତାଙ୍କୁ ନ ଦୋହରାଇ ନୂଆ ମୁହଁ ଭାବେ ଡ. ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ଦଳ ପ୍ରାର୍ଥୀ କରିଛି । ଏହାପୂର୍ବରୁ ଏହି ଆସନ ପାଇଁ ବିଜେଡି
Read More...

ଧର୍ମଶାଳାରେ ଲିକୁ ସାହୁଙ୍କ ମଶାଲ ଶୋଭାଯାତ୍ରା

ଯାଜପୁର : ଧର୍ମଶାଳା ନିର୍ବାଚନ ମଣ୍ଡଳୀ ବିଜେପିର ମଶାଲ ଶୋଭାଯାତ୍ରା ଓ ସଂକଳ୍ପ ସମାବେଶ ଜାରକା ବଜାରରେ ଅନୁଷ୍ଠିତ ହୋଇଛି । ତ୍ରିନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ଜାରକା ଓ ଶାନ୍ତିବଜାର ପରିକ୍ରମା କରିଥିଲା । ବହୁ କର୍ମୀ ଓ କାର୍ଯ୍ୟକର୍ତ୍ତା ଦଳୀୟ ପତାକା ଏବଂ ବ୍ୟାନର ଧରି
Read More...

ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର: ବିଜୁ ଯବୁ ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ଆଜି ଶଙ୍ଖଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳର ସଭାପତି ତଥା ବିଧାୟକ ଡଃ ବ୍ୟୋମକେଶ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଜୁ ଯୁବ ଜନତା ଦଳର ସମସ୍ତ ରାଜ୍ୟ କାର୍ଯ୍ୟକର୍ତ୍ତା, ଜିଲ୍ଲା ସଭାପତି,
Read More...

ଯୁଧିଷ୍ଠିରଙ୍କୁ ଆବାସ ଘର ସାତସପନ; ବିଧବା ବୋହୂକୁ ବି ମିଲୁନି ଭତ୍ତା, ସରକାରୀ ସହାୟତା ଅପେକ୍ଷାରେ ପରିବାର

ନୂଆପଡ଼ା : କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ନିରୀହ ଲୋକଙ୍କ ପାଇଁ ଅନେକ ସରକାରୀ ଯୋଜନା କରି ସହାୟତା ପ୍ରଦାନ କରୁଛନ୍ତି । ହେଲେ ସ୍ଥାନୀୟ ବିଭାଗୀୟ ଅଧିକାରୀ ମାନଙ୍କ ବେପରୁଆ ନୀତି ଯୋଗୁଁ ପ୍ରକୃତ ହିତାଧିକାରୀ ମାନେ ଯୋଜନା ରୁ ବଞ୍ଚିତ ରହୁଛନ୍ତି । ଏମିତି ଏକ ଗରିବ ପରିବାର ଯାହାଙ୍କ ପାଇଁ
Read More...

ପୁରୀରେ ରାଜ୍ୟ କଂଗ୍ରେସର ଗୁପ୍ତ ବୈଠକ

ପୁରୀ : ପୁରୀର ଏକ ହୋଟେଲର ରାଜ୍ୟ କଂଗ୍ରେସର ଗୁପ୍ତ ବୈଠକ ହୋଇଥିବା ଜଣାପଡିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଗୁପ୍ତ ବୈଠକରେ ସମସ୍ତ ଜିଲ୍ଲାର ଲୋକସଭା ଓ ବିଧାନସଭା ପାଇଁ ଆଶାୟୀ ପ୍ରାର୍ଥୀ ମାନେ ଯୋଗଦେଇଥିଲେ । ରାଜ୍ୟ କଂଗ୍ରେସ ତରଫରୁ ଉନ୍ମୋଚିତ
Read More...

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ପାରଳାଖେମୁଣ୍ଡି ଆନୁକୂଲ୍ୟରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀ ସୁଭାଷ ଚନ୍ଦ୍ର ଜମାଦାର, ସମ୍ମାନିତ ଅତିଥି ରୂପେ ସମ୍ପାଦକ
Read More...

ଚିପିଲିମା ମାର୍କେଟରେ ଅଷ୍ଟପ୍ରହରୀ ଓ ଅଖଣ୍ଡ ନାମଯଜ୍ଞ ଆୟୋଜିତ

ସମ୍ବଲପୁର : ସମ୍ବଲପୁର ଚିପିଲିମା ସ୍ଥିତ ଚନ୍ଦ୍ରଶେଖର ବାବା ଶିବ ମନ୍ଦିରରେ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରତିମାସ ଶୁକ୍ଳ ଚତୁର୍ଦଶୀ ଦିନ ଏକ ଦିବସୀୟ ନାମଯଜ୍ଞ ଅନୁଷ୍ଠିତ ହୋଇଆସୁଥିବାବେଳେ, ଗତ ରବିବାର ମହାସମାରୋହ ମଧ୍ୟରେ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପ୍ରଭାତରୁ
Read More...