Browsing Category

ରାଜ୍ୟ

ପ୍ରଶାସନର ଦୃଷ୍ଟିପଡ଼ୁ : କରୋନା ନୁହେଁ, ମୁଣ୍ଡ ଗୁଞ୍ଜିବା ଚିନ୍ତାରେ ଜୟନ୍ତୀଙ୍କ ପରିବାର

ବଲାଙ୍ଗୀର :ସ୍ୱୀମୀ ମାନସିକ ରୋଗୀ , ଦୁଇ ଦୁଇଟି ଛୋଟ ଛୁଆ । ପରଘରେ ମୂଲ ଲାଗିଲେ ମେଣ୍ଟେ ଗୁଜୁରାଣ । ବାସସ୍ଥାନ କହିଲେ, ପଲିଥିନ୍ ଟଣା ମାଟିଘର । ଗତ ଅଗଷ୍ଟ ମାସ ବନ୍ୟା ପରେ ବିପଦ ସଙ୍କୁଳ ଘରକୁ ସଜାଡ଼ି କଷ୍ଟେମଷ୍ଟେ ରହୁଥିଲେ ସପରିବାର । ପୁଣି ପ୍ରକୃତି ସାଧିଲା ଦାଉ ଅଦିନିଆ ଝଡ଼ ପବନ ଉଡ଼ାଇ
Read More...

ଭିମସାର ମେଡିସିନ ୱାର୍ଡରେ ଜଣଙ୍କ କୋଭିଡ ଲକ୍ଷଣରୁ ଉତ୍ତେଜନା

ସମ୍ବଲପୁର: ବୁର୍ଲାସ୍ଥିତ ଭିମସାର ହସ୍ପିଟାଲର ମେଡିସିନ ୱାର୍ଡରେ ଜଣେ ରୋଗୀର କୋଭିଡ ଲକ୍ଷଣ ଦେଖାଯିବାରୁ ସେଠାରେ ସାମାନ୍ୟ ଉତ୍ତେଜନା ଦେଖାଦେଇଛି । ଏହି ୪୫ ବର୍ଷୀୟ ମହିଳା ରୋଗୀ ଜଣକ ବିଷକ୍ରିୟାରୁ ଗମ୍ଭୀର ଅବସ୍ଥାରେ ପ୍ରଥମେ ଆଶୁଚିକିତ୍ସା ପରେ ମେଡିସିନ ୱାର୍ଡରେ ଭର୍ତ୍ତି ହୋଇଥିଲେ ।
Read More...

ବୃଦ୍ଧାବସ୍ଥାରେ ବେସାହାରା : ଅବସର ନେବାର ୧୫ବର୍ଷ ପରେ ମଧ୍ୟ ମିଳିନି ପାଉଣା

ବୌଦ୍ଧ:ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ଜଣେ କର୍ମଚାରୀ ଚାକିରୀରୁ ଅବସର ନେବାର ୧୫ ବର୍ଷ ପରେ ମଧ୍ୟ ଅବସର ସମୟରେ ପାଇବାକୁ ଥିବା ଆର୍ଥିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି । କେଡର ସେକ୍ରେଟାରୀ ଭାବେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କରେ ସତ୍ୟନାରାୟଣ ବେହେରା
Read More...

ବାଲେଶ୍ଵରରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ ପହଁଚିଛି। ଆକ୍ରାନ୍ତ ବ୍ୟକ୍ତି ଜଣକ ବାଲେଶ୍ଵର ଜିଲାର ଏବଂ ସେ କଲିକତା ଫେରନ୍ତା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚୀତ କରାଯାଇଛି।
Read More...

ଚାଷୀ ମୁଣ୍ଡରେ ଚଡକ : ଉଚିତ୍ ମୂଲ୍ୟ ପାଉନି, କେମିତି ସୁଝିବ ଋଣ

ଫୁଲବାଣୀ:ରାଜ୍ୟରେ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ଧିରେ ଧିରେ ବଢୁଥିବା ବେଳେ ରାଜ୍ୟ ସରକାର ଏହି ସଂକ୍ରମଣରୁ ବଂଚିବ କେମିତି ବଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ।ଲକଡାଉନ ଭଳି ସମସ୍ୟା ପଦକ୍ଷେପ ନେଉଛନ୍ତି କିନ୍ତୁ ଏହି ବନ୍ଦ ଫଳରେ ଚାଷୀ ନିଜ ଚାଷରୁ ହୋଉଥିବା ଅମଳ କିଭଳି ବଜାରକୁ ଆସିବ
Read More...

ଅନ୍ୟମାନଙ୍କ ପାଇଁ ସୃଷ୍ଟିକଲେ ଉଦାହରଣ : କରୋନା ପାଇଁ ନିଜସାହି ସାନିଟାଇଜ କଲେ ଏମସିସିର ସଦସ୍ୟ

ଢେଙ୍କାନାଳ: ମହାମାରୀ କରୋନା ଜୀବାଣୁ କେତେବେଳେ କେଉଁଆଡେ ଯାଉଛି ତାହା ଜାଣିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି । କେନ୍ଦ୍ରସରକାର ଓ ରାଜ୍ୟ ସରକାର କରୋନା ମହାମାରୀରୁ ରକ୍ଷାପାଇବା ପାଇଁ ଲକଡାଉନ ଘୋଷଣା କରିଛନ୍ତି । ଢେଙ୍କାନାଳ ମଧ୍ୟ ଏହି ଲକ୍ଡାଉନରେ ରହିଛି । ଏହି ସହରକୁ ମହାମାରୀ କରୋନାରୁ
Read More...

ଯାଜପୁରରେ ପୁଣି ୧୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଓଡିଶାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢିଚାଲିଛି । ଯାଜପୁର ଜିଲ୍ଲା ବର୍ତ୍ତମାନ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଏହି ଜିଲ୍ଲାରୁ ଆଜି ଆଉ ୧୭ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସକାଳେ ୩ଜଣ ଚିହ୍ନଟ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପୁଣି
Read More...

ପୂର୍ବତନ ବିଧାୟକଙ୍କ ବୋଲେରୋ ଗାଡିକୁ ଗୁଳିମାଡ

ଫୁଲବାଣୀ: ଫୁଲବାଣୀ ଟାଉନ ଥାନା ଅର୍ନ୍ତଗତ ଏଫସିଆଇ ନିକଟସ୍ଥ ଚିତ୍ରକୁଟ ସାହିରେ ଗତ ବିଳମ୍ବିତ ରାତ୍ରରେ ଫୁଲବାଣୀର ପୁର୍ବତନ ବିଧାୟକ ଦେବେନ୍ଦ୍ର କହଁର ନିଜ ବାସଭବନ ସମ୍ମୁଖରେ ବୋଲେରୋ ଗାଡିକୁ ଗୁଳିମାଡ ହୋଇଥିବା ଜାଣି ଫୁଲବାଣୀ ଟାଉନଥାନାରେ ଅଭିଯୋଗ କରିଛନ୍ତି ।ପୁର୍ବ ଶତୃତା କିମ୍ବା
Read More...

ପୁଲିସ ଏସଆଇ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ କରୋନା ଯୋଦ୍ଧା ଭାବେ ଅଭିନନ୍ଦନ ଜଣାଇଲେ ବିଜେପି

କ.ନୂଆଗାଁ : ପୁଲିସ ଏସଆଇ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ କରୋନା ଯୋଦ୍ଧା ଭାବେ ଅଭିନନ୍ଦନ ଜଣାଇଲେ ବିଜେପି କ.ନୂଆଗାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସମଗ୍‌ର ଦେଶ କରୋନା ବିରୁଦ୍ଧରେ ଲଢେଇ ପାଇଁ ଏକଜୁଟ ହୋଇଛନ୍ତି । ଏହି ସଂକଟପୂର୍ଣ୍ଣ ପରିସ୍ଥିତିରେ କରୋନା ବିରୁଦ୍ଧରେ
Read More...

ତମିଆଁ-ମୁନ୍ଦଲସର ବ୍ରିଜ ଭୁଶିଡିବା ଘଟଣା : ତଦନ୍ତ କଲେ ଦୁଇ ଅଧିକାରୀ

ପାଟଣାଗଡ: ପାଟଣାଗଡ ବ୍ଲକ ଅନ୍ତର୍ଗତ ତମିଆଁ-ମୁନ୍ଦଲସର ସୁକତେଲ ବ୍ରିଜ ବୁଧବାର ମରାମତି ବେଳେ ଭାଙ୍ଗି ପଡିଥିଲା । ବ୍ରିଜ ତଳେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଗୁରୁତର ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତିରେ ହୋଇଛନ୍ତି । ଏହି ବ୍ରିଜ୍ ଭୁଶୁଡି ପଡିବାରୁ ଆଜି
Read More...