Browsing Category

ରାଜ୍ୟ

ସ୍ବାଧୀନତା ଦିବସର ସରକାରୀ କାର୍ଯ୍ୟକ୍ରମକୁ ବର୍ଜନ : ନାଗରିକମାନଙ୍କ ଆହ୍ବାନକୁ ଓକିଲ ସଂଘର ସହମତି

ସମ୍ବଲପୁର : ଜନସାଧାରଣଙ୍କ ଦ୍ବାରଦେଶରେ ନ୍ଯାୟ ପହଞ୍ଚେଇବା ବୋଲି ସରକାରଙ୍କ ନୀତିଗତ ନିଷ୍ପତ୍ତି ଅନୁସାରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଦାବି କୁ ନେଇ ଗତ ପାଞ୍ଚ ଦଶନ୍ଧି ହେଲା ସମ୍ବଲପୁର ଠାରେ ଆନ୍ଦୋଳନ ହୋଇ ଆସୁଛି, ହେଲେ ଏପର୍ଯ୍ୟନ୍ତ ଏହାର କୌଣସି ସୁଫଳ ମିଳି ପାରିନାହିଁ ।
Read More...

କ୍ରାଇମବ୍ରାଞ୍ଚ ନଜରରେ ସାରଥୀ

ଭୁବନେଶ୍ୱର : ଗତକାଲି ଚୌଦ୍ୱାର ଜେଲରୁ ଆତ୍ମଘୋଷିତ ଭଣ୍ଡବାବା ସାରଥୀ ଓରଫ ସନ୍ତୋଷ ରାଉଳ ବାହାରିବା ପରେ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟୟ ସୂଚନାଦେଇ କହିଛନ୍ତି ଯେ, ସାରଥୀଙ୍କ ଉପରେ କ୍ରାଇମବ୍ରାଞ୍ଚ ନଜର ରଖିବ । ବେଲ୍ବଣ୍ଡ ସର୍ତ୍ତ ସେ ପାଳନ କରୁଛନ୍ତି କି ନା' ସେ ନେଇ
Read More...

କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରୀଙ୍କୁ ଭେଟିଲେ ଡଃ ସାମନ୍ତ : କେବିକେ ଭଳି କନ୍ଧମାଳ ସଂସଦୀୟ…

ନୂଆଦିଲ୍ଲୀ: କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ରାଓ ଇନ୍ଦ୍ରଜିତ୍ ସିଂଙ୍କୁ ଭେଟି ଓଡ଼ିଶାର କେବିକେ ଜିଲ୍ଲାଗୁଡ଼ିକ ପାଇଁ ପୂର୍ବରୁ ଲାଗୁ ହୋଇଥିବା ଦୀର୍ଘମିଆଦି ବିକାଶମୂଳକ ଯୋଜନାଗୁଡ଼ିକୁ ପୁଣି ଆରମ୍ଭ
Read More...

ବିଜେପି ର ସଦସ୍ୟତା ଅଭିଯାନ ଆରମ୍ଭ

ବାଲିଗୁଡା :-ଭାରତୀୟ ଜନତା ପାର୍ଟି ବାଲିଗୁଡା ଶାଖା ପକ୍ଷରୁ ଆଜି ସ୍ଥାନୀୟ ହନୁମାନ ମନ୍ଦିର ଠାରେ କନ୍ଧମାଳ ଲୋକସଭା କ୍ଷେତ୍ରର ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଂଗଠନ ପର୍ବ ସଦସ୍ୟତା ଅଭିଯାନ 2019 ବିସ୍ତାରକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି . ଏହି ବୈଠକ
Read More...

ସମ୍ବଲପୁରରେ ଦିବାଲୋକରେ ହତ୍ୟାକାଣ୍ଡ

ସମ୍ବଲପୁର : ସମ୍ବଲପୁର ମହାନଗର ଅଞ୍ଚଳର ଅଇଁଠାପାଲି ଥାନା ଅନ୍ତର୍ଗତ ଫାଟକ ଦୁର୍ଗାମଣ୍ଡପ ପାଖରେ ଆଜି ସକାଳୁ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଚା ଦୋକାନ ଖୋଲି ବ୍ୟବସାୟ କରୁଥିବା ସ୍ଥାନୀୟ ଜଗନ୍ନାଥ କଲୋନୀ ନିବାସୀ ସନ୍ତୋଷ ପଟ୍ଟନାୟକକୁ ୨ଜଣ ଦୁବୃର୍ତ୍ତ କୌଣସି କାରଣରୁ ହତ୍ୟା କରିଛନ୍ତି
Read More...

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଭେଟିଲେ ସାଂସଦ ଅଚ୍ୟୁତ ସାମନ୍ତ : କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଅଧିକ ମୋବାଇଲ…

ନୂଆଦିଲ୍ଲୀ : କେନ୍ଦ୍ର ଆଇନ୍ ଓ ଯୋଗାଯୋଗ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ଭେଟି ଓଡ଼ିଶା ସ୍ୱାର୍ଥ ସମ୍ବଳିତ ବିଷୟ ଉପରେ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମୋବାଇଲ୍ ନେଟୱାର୍କ ବ୍ୟବସ୍ଥାକୁ ଅଧିକ ବ୍ୟାପକ
Read More...

ଦୁଗ୍ଧ ଉତ୍ପାଦନ ଓ ଚାଷୀବୀମା ନେଇ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉଦବେଗ

ନୂଆଦିଲ୍ଲୀ : ଦେଶରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ମୋଦି ସରକାର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଦୁଗ୍ଧ ବ୍ୟବସାୟ କୃଷକମାନଙ୍କ ପାଇଁ ଏକ ବଡ଼ ଆର୍ଥିକ ସାଧନ ବା ସମ୍ବଳ ହୋଇଥିବାରୁ ଏହା ଉପରେ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି । ଗତ ଦଶ ବର୍ଷ ମଧ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ୪୦
Read More...

ସଲାଗୁଡା ଗ୍ରାମରେ ଅଘଟଣ: ଗ୍ୟାସ୍ ନିଆଁରେ ପୋଡ଼ି ଦୁଇଜଣ ଯୁବକ ଗୁରୁତର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସଲାଗୁଡା ଗ୍ରାମରେ ଅଘଟଣ । ଗ୍ୟାସ୍ ନିଆଁରେ ପୋଡ଼ି ଦୁଇଜଣ ଯୁବକ ଗୁରୁତର । ପଡୋଶୀ ଘରେ ନିଆଁ ଲାଗିଥିବା ଦେଖି ନିଆଁ ଲିଭାଇବାଯାଇ ଦୁଇ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ପ୍ରକାରେ ସଲାଗୁଡା ଗ୍ରାମର ସମରେନ୍ଦ୍ର କହଁରଙ୍କ ଘରେ
Read More...

“ଚନ୍ଦ୍ର ଶେଖର-ଦ ଲାଷ୍ଟ ଆଇକନ ଅଫ ଆଇଡିଓଲୋଜିକାଲ ପଲିଟିକ୍ସ” ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି “ଚନ୍ଦ୍ର ଶେଖର-ଦ ଲାଷ୍ଟ ଆଇକନ ଅଫ ଆଇଡିଓଲୋଜିକାଲ ପଲିଟିକ୍ସ” ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକଟିକୁ ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଏବଂ ଶ୍ରୀ ରବିଦତ ବାଜପେୟୀ ଲେଖିଛନ୍ତି । ସଂସଦ ପାଠାଗାର ପରିସରସ୍ଥିତ ବାଲଯୋଗୀ
Read More...

ଆଠ ବର୍ଷ ପରେ ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚିତ ଜୟଶ୍ରୀ ମିଶ୍ର ନିଖୋଜ ମାମଲା ହତ୍ୟାକାଣ୍ଡ ରେ ରୂପାନ୍ତରିତ

ସମ୍ବଲପୁର : ନିଜ ଝିଅ ବାହାଘର ପାଇଁ ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ ଯାଇ ୨୦୧୧ ମସିହାରେ ହଠାତ ନିଖୋଜ ହୋଇ ଯାଇ ଥିବା ମାମଲା ଗତକାଲି ଆଠବର୍ଷ ପରେ ହତ୍ୟାକାଣ୍ଡ ରୂପେ ବିବେଚିତ ହୋଇଛି । ଏହି ମାମଲାରେ ସ୍ଥାନୀୟ ନନ୍ଦପଡା ନିବାସୀ ଜୟଶ୍ରୀ ମିଶ୍ର ଙ୍କୁ ହତ୍ଯା କରିଥିବା ଅଭିଯୋଗ ରେ ନିକଟସ୍ଥ
Read More...