Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଘଟଗାଁ ରାସ୍ତା ଦୁର୍ଘଟଣାରେ ଶୋକ ପ୍ରକାଶ ସହ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ଘଟଗାଁ ନିକଟରେ ଏକ ସଡକ ଦୁର୍ଘଟଣାରେ ୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା!-->…
Read More...
Read More...
ଅଧା ରହିଗଲା ମା’ ତାରିଣୀ ଦର୍ଶନ, ଚାଲିଗଲା ୮ ଜୀବନ
ପାଟଣା : ଅଧା ରହିଗଲା ମା’ ତାରିଣୀ ଦର୍ଶନ, ଚାଲିଗଲା ୮ଜୀବନ । ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଶୁକ୍ରବାର ସକାଳୁ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି।୨୦ ନମ୍ବର ଜାତୀୟ ରାଜପଥର ଘଟଗାଁ ଥାନା!-->…
Read More...
Read More...
ଘାଟିରେ ଫସିଲା ଟ୍ରକ,ଯାତାୟାତ ବାଧାପ୍ରାପ୍ତ
ଦାରିଙ୍ଗବାଡ଼ି :ଗୋପାଳପୁର ରାୟପୁର ୫୯ନମ୍ବର ଜାତୀୟ ରାଜପଥର ଗାଜଲବାଡି ଘାଟିର ଦୁଇ ନମ୍ବର ବୁଲାଣିରେ ଗତ ରାତିଠାରୁ ଏକ ହଳଦୀ ବୋଝେଇ ଟ୍ରକ ଫସି ରହିଛି । ବୁଲାଣିରେ ଟ୍ରକଟିର ଏକ୍ସଲ ଭାଙ୍ଗି ଯିବାରୁ ଟ୍ରକଟି ବୁଲାଣିରେ ରାସ୍ତା ମଝିରେ ରହିଯାଇଛି । ଯାହା ଫଳରେ ୫୯ ନମ୍ବର ଜାତୀୟ ରାଜପଥର!-->…
Read More...
Read More...
ବିଳମ୍ବିତ ରାତିରେ ସ୍କୁଟି ଦୁର୍ଘଟଣା, ଯୁବକ ମୃତ
ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପର୍ତ୍ତମାହା ପଞ୍ଚାୟତ କଟାବାଡି ଗ୍ରାମ ନିକଟରେ ବିଳମ୍ବିତ ରାତିରେ ଏକ ସ୍କୁଟି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ଶ୍ରାନିକେତା ପଞ୍ଚାୟତ ସୁଲୁମାହା!-->…
Read More...
Read More...
କଟକ ବାଲିଯାତ୍ରାରେ ଅନୁଷ୍ଠିତ ହେବ ଦଶପଲ୍ଲା ରାମଲୀଳା
ଦଶପଲ୍ଲା : ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ଏହି ଯାତ୍ରା ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଚଳିତବର୍ଷ ଏହି ଯାତ୍ରାରେ ସ୍ଥାନ ପାଇଛି ଭାରତ ପ୍ରସିଦ୍ଧ ଦଶପଲ୍ଲାର ଐତିହାସିକ ଲଙ୍କାପୋଡ଼ି । ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି!-->…
Read More...
Read More...
ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ମୁକୁଟ ପିନ୍ଧିଲେ ଦେବସ୍ମିତା ଶତପଥୀ
ଘୁ ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପଦବୀ ପାଇଁ ଉପ ନିର୍ବାଚନ ଗତ କାଲି ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭୋଟ ଗଣତି ହୋଇଥିଲା । ସକାଳ ୮ ଘଣ୍ଟା ସମୟରେ ସ୍ଥାନୀୟ ତହସିଲଦାର ତଥା ନିର୍ବାଚନ ଅଧିକାରୀ ରଞ୍ଜନ କୁମାର୍ ସାହୁଙ୍କ ନେତୃତ୍ୱରେ ଓ ଉପ ଜିଲ୍ଲାପାଳଙ୍କ!-->…
Read More...
Read More...
ନବରଙ୍ଗପୁର ଜିଲ୍ଲା କଂଗ୍ରେସର “ତୁଳସୀ ଯାତ୍ରା’
ନବରଙ୍ଗପୁର: ଆଜି ଭୁବନେଶ୍ୱରଠାରୁ ଶ୍ରୀକ୍ଷେତ୍ର ପୁରୀ ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କମିଟିର ତୁଳସୀ ଯାତ୍ରା ବହାରିଛି । ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ ତରଫରୁ ପ୍ରତ୍ୟେକ ବ୍ଲକରୁ ତୁଳସୀ ସଂଗ୍ରହ କରି ପୁରୀ ଶ୍ରୀକ୍ଷେତ୍ର ଯିବା ପାଇଁ ପିସିସି ତରଫରୁ ନିର୍ଦ୍ଦେଶ ହୋଇଥିଲା ।!-->…
Read More...
Read More...
କ୍ରୀଡା ସାଂସ୍କୃତିକ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ
ଚମ୍ପୁଆ,୨୯ା୧୧: ସ୍ଥାନୀୟ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଚମ୍ପୁଆରେ ନୂଆ ଓ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ କ୍ୟାରୋମ, ସ୍ୱରଚିତ କବିତା ପାଠ ଏବଂ ସୃଜନ ରଚନା ଆଦି କାର୍ଯ୍ୟକ୍ରମ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ!-->…
Read More...
Read More...
ମିଶନ ଶକ୍ତି ବିଭାଗ ପକ୍ଷରୁ ଲିଙ୍ଗ ଭିତ୍ତିକ ହିଂସାର ପରିସମାପ୍ତି ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ମଶାଳା
ପାରଳାଖେମୁଣ୍ଡି : ମିଶନ ଶକ୍ତି ବିଭାଗ ପକ୍ଷରୁ ଲିଙ୍ଗ ଭିତ୍ତିକ ହିଂସାର ପରିସମାପ୍ତି ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ମଶାଳା ଆଜି ଅନୁଷ୍ଠିତ ହୋଯାଇଅଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ମିଶନ ଶକ୍ତିର ମହିଳା ମାନଙ୍କୁ ନେଇ ଏକ ଶଭାଯାତ୍ରା ବାହାରି ସହର ପରିକ୍ରମା କରି!-->…
Read More...
Read More...
କୁସଙ୍ଗ ଯୋଗାଣ ସହାୟକଙ୍କ ପରଲୋକ
ହରଭଙ୍ଗା : ହରଭଙ୍ଗା ବ୍ଲକ୍ କୁସଙ୍ଗ ଗ୍ରାମପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ବେହେରାଙ୍କ ବଡ ଭାଇ ଯୋଗାଣ ସହାୟକ ଥିବା ଜ୍ଞାନରଞ୍ଜନ ସଂଗ୍ରାମ ସିଂ(ଟିକି)ଙ୍କ ଗତକାଲି ବୁଧବାର ରାତ୍ର ୧୧ ଘଣ୍ଟିକା ସମୟରେ ନିଜ ବାସଗୃହରେ ପରଲୋକ ହୋଇଯାଇଛନ୍ତି । ସେ ଦୀର୍ଘ ଦିନ ହେବ କିଡ଼ନୀ ଜନିତ ରୋଗରେ!-->…
Read More...
Read More...