Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦଶପଲ୍ଲା ଡାକ୍ତରଖାନାକୁ ଭଗବାନ ଭରସା,ନାହାନ୍ତି ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ
ଦଶପଲ୍ଲା: ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ବିଭାଗର ବିଶେଷଜ୍ଞ ପଦବି ଖାଲି ପଡିଥିବାରୁ ବର୍ଷବର୍ଷ ଧରି ସମସ୍ୟା ଲାଗି ରହିଛି । ଏବେ ଏହି ଚିକିତ୍ସାଳୟରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଅଭାବକୁ ନେଇ ସମସ୍ୟା ଉପୁଜିଛି । ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା!-->…
Read More...
Read More...
ମଙ୍ଗୁମଠ ପ୍ରସଙ୍ଗରେ ଜାତୀୟ ସଂଖ୍ୟାଲଘୁ କମିଶନ ଅଧକ୍ଷଙ୍କ ସହ ପୁରୀ ଜିଲ୍ଲା ପ୍ରଶାସନର ବୈଠକ
ପୁରୀ : ମଙ୍ଗୁମଠ ପ୍ରସଙ୍ଗରେ ଜାତୀୟ ସଂଖ୍ୟାଲଘୁ କମିଶନ ଅଧକ୍ଷଙ୍କ ସହ ପୁରୀ ଜିଲ୍ଲା ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଯାଇଛି । ମଙ୍ଗୁମଠ ସ୍ଥିତି ଅନୁଧ୍ୟାନ କରିଛନ୍ତି ଅଧକ୍ଷଙ୍କ ସହ ଟିମ୍ ସଦସ୍ୟ । ମଙ୍ଗୁମଠ ଭଙ୍ଗାଯାଇଥିବା ନେଇ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ସଂଖ୍ୟାଲଘୁଙ୍କର!-->…
Read More...
Read More...
ନିଯୁକ୍ତି ମେଳା ଆୟୋଜନ ନେଇ ବୈଠକ
ବୌଦ୍ଧ,୫/୧୨- ବୌଦ୍ଧ ଜିଲ୍ଲାରେ ନିଯୁକ୍ତି ମେଳା ଆୟୋଜନ ନେଇ ଉପ-ଜ଼ିଲ୍ଲାପାଳଙ୍କ ଅଧକ୍ଷତାରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ବୌଦ୍ଧ ଜ଼ିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦୁଇଟି କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ବୌଦ୍ଧ!-->…
Read More...
Read More...
ରେଡକ୍ରସର ଆଜୀବନ ସଦସ୍ୟମାନଙ୍କୁ ପ୍ରମାଣପତ୍ର ବଣ୍ଟନ କଲେ ଜିଲ୍ଲାପାଳ
ବୌଦ୍ଧ,୫/୧୨- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲା ରେଡକ୍ରସ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ କମିଟିର ଚେୟାରମ୍ୟାନ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ ନୂତନ ଆଜୀବନ ସଦସ୍ୟ ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । ବୌଦ୍ଧ!-->…
Read More...
Read More...
ମର୍ଯାକୁଦ ଗ୍ରାମରେ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ
ବୌଦ୍ଧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ତରଫରୁ ଓଡିଶା ସରକାରଙ୍କର ସମନ୍ୱିତ ଯୁବ ଉନ୍ନୟନ ପ୍ରକଳ୍ପ ଅନ୍ତର୍ଗତ ଯୁବ ଓଡିଶା ନବୀନ ଓଡିଶା ଯୋଜନା ଅନୁସାରେ ମହାନଦୀର ମଧ୍ୟ ଭାଗରେ ଥିବା ମର୍ଯାକୁଦ ଗ୍ରାମରେ ଏକ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଥିରେ!-->…
Read More...
Read More...
ଖୋଲାଖୋଲି ଚ୍ୟାଲେଞ୍ଜ କରି ଟ୍ରାନ୍ସଫରମର ଚୋରି
ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅଂଚଳରେ ଟ୍ରାନ୍ସଫରମର ଚୋରମାନେ ପୋଲିସ ଓ ବିଦ୍ୟୁତ ବିଭାଗକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ଚୋରି କରୁଛନ୍ତି । ଦିନକୁ ଦିନ ଟ୍ରାନ୍ସଫରମର ଚୋରି ବୃଦ୍ଧି ପାଇବାରେ ଲାଗିଛି । ସେହିଭଳି ପୂର୍ବରୁ ବୌଦ୍ଧ ଥାନା ଅଂଚଳ ବିଷ୍ଣୁପୁର ଓ!-->…
Read More...
Read More...
ସୁବର୍ଣ୍ଣପୁର ରେ ସହଜ ସମାଧି ଧ୍ୟାନ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର: ଗତ ଡିସେମ୍ବର ୧ ରୁ ୩ ତାରିଖ ପର୍ଯ୍ୟନ୍ତ ସୋନପୁରର ଗୋପାଳଜୀ ଯୋଗାଳୟ ଠାରେ ତିନିଦିନ ଧରି "ସହଜ ସମାଧି ଧ୍ୟାନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । "ମହାନଦୀ ଧାରା' ଶିକ୍ଷାନୁଷ୍ଠାନ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା । ସେଠାରେ ଭାନୁମତୀ ନରସିଂହମ୍ଙ୍କ (!-->…
Read More...
Read More...
ହରଭଙ୍ଗା ବ୍ଲକର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପରସରରେ କଲେଜ ଛାତ୍ରଛାତ୍ରୀଙ୍କ ସଫେଇ କାର୍ଯ୍ୟକ୍ରମ
ହରଭଙ୍ଗା :ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସୋମବାର ଦିନ ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତ ଶ୍ୟାମସୁନ୍ଦରପୁର ଏବଂ ରାମଗଡ ପଞ୍ଚାୟତ ପରଗଳପୁର ଠାରେ ଥିବା ପ୍ରାଚୀନ ବୌଦ୍ଧ କୀର୍ତ୍ତିର ପର୍ଯ୍ୟଟନ ସ୍ଥଳୀ ପରିସର ସଫେଇ କରାଯାଇଛି । ନୂଆ ଓ ଯୁବ!-->…
Read More...
Read More...
“ଦଶପଲ୍ଲା ଇତିହାସ’ ଇଂରାଜୀ ସଂସ୍କରଣ ଉନ୍ମୋଚିତ
ଦଶପଲ୍ଲା : ଦଶପଲ୍ଲା ଇତିହାସର ଇଂରାଜୀ ସଂସ୍କରଣ ପୁସ୍ତକ ପ୍ରକାଶ ପାଇଛି । ରବିବାର ସନ୍ଧ୍ୟାରେ ଦଶପଲ୍ଲାର ରାଜ ବଂଶର ଦାୟଦ ଦିଗ୍ ବିଜୟ ଚନ୍ଦ୍ରଦେଓଭଞ୍ଜଙ୍କ ଦ୍ୱାରା ଅନୌପଚାରିକ ସମାବେଶରେ ଉନ୍ମୋଚିତ ହୋଇଯାଇଛି ଏହି ପୁସ୍ତକ ।ସୂଚନାଥାଉକି "ଦଶପଲ୍ଲା ଇତିହାସ' ପୁସ୍ତିକାର ରଚନାକାର!-->…
Read More...
Read More...
ବଡ଼ଦାଣ୍ଡରେ ହେବ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ
ପୁରୀ: ବଡ଼ଦାଣ୍ଡରେ ହେବ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ ।ଏସି ଟନେଲ ଦେଇ ଜଗନ୍ନାଥ ଦର୍ଶନ ପାଇଁ ଯିବେ ଭକ୍ତ ।ମର୍ଚିକୋଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ହେବ ନୋ ଭେଣ୍ଡିଂ ଯୋନ ।ତେବେ ଏହି ପ୍ରକଳ୍ପର ରୂପରେଖ ପାଇଁ ୩୫୦ ଦୋକାନୀ ଉଚ୍ଛେଦ କରିବାକୁ ଆରମ୍ଭ ହୋଇଛି ଚିହ୍ନଟ ପ୍ରକ୍ରିୟା।ହେଲେ!-->…
Read More...
Read More...