Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲିଗୁଡ଼ାରେ କେନ୍ଦ୍ରମନ୍ତ୍ରୀ, ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଲେ
ବାଲିଗୁଡା: କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ୍କୁ ଦିନିକିଆ ଗସ୍ତରେ ଆସି ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଛନ୍ତି । ମନ୍ତ୍ରୀ ବାଲିଗୁଡ଼ା ବ୍ଲକର ଉଭୟ ସିନ୍ଦ୍ରିଗାଁ ଓ ବାଟାଗୁଡ଼ା ପଞ୍ଚାୟତ ଗସ୍ତ କରି ବିକଶିତ ଭାରତ!-->…
Read More...
Read More...
ପାଣି ପମ୍ପ ଚୋରି ମାମଲା, ପୋଲିସ ଦ୍ୱାରା ୫ ଗିରଫ
ଚମ୍ପୁଆ: ଚମ୍ପୁଆ ପୋଲିସ ଦ୍ୱାରା ପାଣି ମୋଟର ଚୋରି ଓ କିଣା ମାମଲାରେ ୫ ଜଣ ଗିରଫ ହୋଇଥିବା ଚମ୍ପୁଆ ପୋଲିସ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତ ୨ ଦିନ ତଳେ ରାମଲା ଅଂଚଳରୁ ରାତି ଅଧରେ ଉଠା ଜଳସେଚନ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ସମରସବୁଲ ପାଣି ମୋଟର ଚୋରି ହୋଇଥିବା ମାଲିକ!-->…
Read More...
Read More...
ଜଳିଗଲା ଚା ଦୋକାନ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ
ବାଲିଗୁଡ଼ା: ଜଳିଗଲା ଚା ଦୋକାନ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଗଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ବୁଡାଗୁଡ଼ା ଛକ ନିକଟରେ । ଘଟଣା ପ୍ରକାରେ ଗତକାଲି ରାତ୍ର ୧୦ଟା ପରେ ତା!-->…
Read More...
Read More...
୫୭ ତମ ଜାତୀୟ ପ୍ରେସ ଦିବସ -୨୦୨୩ ପାଳିତ
ଫୁଲବାଣୀ :କନ୍ଧମାଳ ଜିଲ୍ଲା ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୫୭ ତମ ଜାତୀୟ ପ୍ରେସ ଦିବସ ୨୦୨୩ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜର ଉନ୍ନତି ଦିଗରେ ସର୍ବଦା ସାମ୍ବାଦିକ ମାନେ ଜାଗ୍ରତ!-->…
Read More...
Read More...
ତୃତୀୟ ରାଜ୍ୟ ସ୍ତରୀୟ ମା’ ଭୈରବୀ ମହୋତ୍ସବ ଉଦଘାଟିତ
ହରଭଙ୍ଗା :କଳା, ସଂସ୍କୃତି, ପରମ୍ପରା, ଭକ୍ତି ଓ ଭାବନାର ମହା ମିଳନ ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ବାସିନୀ ବାଉଁଶ ରାଣୀ ମା ଭୈରବୀଙ୍କ ନାମରେ ଆୟୋଜିତ ତୃତୀୟ ମା ଭୈରବୀ ମହୋତ୍ସବ ଗୁରୁବାର ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ପ୍ରଥମେ ମା ଜଗତ ଜନନୀ ଭୈରବୀଙ୍କ!-->…
Read More...
Read More...
ଜିଲ୍ଲାସ୍ତରୀୟ ସମବାୟ ମହୋତ୍ସବ ପାଳିତ
ବୌଦ୍ଧ,୧୬/୧୧:- ଜିଲ୍ଲାସ୍ତରୀୟ ୭୦ତମ ସର୍ବ ଭାରତୀୟ ସମବାୟ ମହୋତ୍ସବ ଆଜି ବୌଦ୍ଧ ବୁଟୁପାଲିସ୍ଥିତ ତୁଳସୀ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ ଶ୍ରୀଯୁକ୍ତ!-->…
Read More...
Read More...
ପ୍ରେସ ଦିବସରେ ‘କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ’ ଶୀର୍ଷକ ଉପରେ ଆଲୋଚନାଚକ୍ର:
ଜିଲ୍ଲା ପ୍ରଶାସନ ତରଫରୁ…
ବୌଦ୍ଧ,୧୬/୧୧ - ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ!-->…
Read More...
Read More...
ଗଜପତି ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳଖେମୁଣ୍ଡି ସଦର ମହକୁମାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦାନ କରି ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ,!-->…
Read More...
Read More...
ବୃଦ୍ଧାଶ୍ରମରେ ସାମ୍ବାଦିକ ପାଳିଲେ ଜାତୀୟ ପ୍ରେସ ଦିବସ
ଚମ୍ପୁଆ, ୧୬ ।୧୧: ଚମ୍ପୁଆ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ନିଆରା ଢଙ୍ଗରେ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଦିବସ ବୃଦ୍ଧା ଆଶ୍ରମରେ ପାଳିବା ସହିତ ବୃଦ୍ଧା ଓ ବୃଦ୍ଧମାନଙ୍କ ସହିତ ଭାବ ଆଦାନ ପ୍ରଦାନ କରିଥିଲେ । ସୂଚନା ଅନୁସାରେ ବରିଷ୍ଠ!-->…
Read More...
Read More...
ଓଡ଼ିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ
ସୁବର୍ଣ୍ଣପୁର : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହ ଠାରେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସୂଚନା ଓ!-->…
Read More...
Read More...