Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ
ଭୁବନେଶ୍ବର: ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଭି.କେ ପାଣ୍ଡିଆନଙ୍କୁ ମିଳିଛି ନୂଆ ନିଯୁକ୍ତି। ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇବେ ଭି.କେ ପାଣ୍ଡିଆନ। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି। ସେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାମ କରିବେ!-->…
Read More...
Read More...
ମହାନବମୀ ଅବସରରେ ମନୋଜ୍ଞ ଭଜନ ସମାରୋହ
ପୁରୀ : ବଡ଼ଶଙ୍ଖ ଦୁର୍ଗାପୂଜା କମିଟି ଆନୁକୁଲ୍ୟରେ ମହାନବମୀ ଅବସରରେ ଏକ ମନୋଜ୍ଞ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ବାଚସ୍ପତି ମହେଶ୍ୱର ମହାନ୍ତି ସମାରୋହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପୂର୍ବତନ ନଗରପାଳ ଶାନ୍ତିଲତା ପ୍ରଧାନ, ସଙ୍ଗଠକ ପୀତବାସ ନାୟକ, ବିଜେଡି!-->…
Read More...
Read More...
ଏସିଆନ୍ ଗେମ୍ସ ଓ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପଦକ ଜିତିଥିବା କିଟ୍ ଖେଳାଳିଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,୨୨ । ୧୦: ଚୀନ୍ ହାଙ୍ଗଝଉରେ ନିକଟରେ ଶେଷ ହୋଇଥିବା ୧୯ତମ ଏସିଆନ୍ ଗେମ୍ସ ଓ ଚେଙ୍ଗୁଡ଼ୁଠାରେ ଅନୁଷ୍ଠିତ ୩୧ତମ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପଦକ ହାସଲ କରିଥିବା କିଟ୍ ଖେଳାଳିମାନଙ୍କୁ ରବିବାର କିଟ୍ ଓ କିସ୍ରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ଅଲିମ୍ପିଆନ୍!-->…
Read More...
Read More...
ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଶକ୍ତିପୀଠ
ପୁରୀ ; ଶାରଦୀୟ ଦୁର୍ଗା ଉତ୍ସବକୁ ନେଇ ସବୁ ଶକ୍ତି ପୀଠ ଚଳଚଞ୍ଚଳ । ପୂଜା ମଣ୍ଡପ ଗୁଡିକରେ ଦେବୀ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ହେଉଥିବା ବେଳେ ଦେବୀଙ୍କ ପୀଠ ଗୁଡିକରେ ପରମ୍ପରା ଅନୁଯାୟୀ ମହା ନବମୀ ପୂଜା ଅନୁଷ୍ଠିତ ହେଉଛି । ପୁରୀ ସହରରେ ଥିବା ସବୁ ଦେବୀ ପୀଠ ଗୁଡିକରେ ମାଙ୍କ ମହାନବମୀ!-->…
Read More...
Read More...
ବଙ୍ଗୋପସାଗରରେ ବାତ୍ୟା ‘ହାମୁନ୍’, ଭିଜେଇବ ପାର୍ବଣ !
ଧୋଇଯିବ ପାର୍ବଣ ! ଆସୁଛି ବାତ୍ୟା । ବଙ୍ଗୋପସାଗରରେ ରହିଛି ବାତ୍ୟା ଆଶଙ୍କା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେବ ଗଭୀର ଅବପାତର ରୂପ । ପରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି ।ଯଦି ବାତ୍ୟାର ରୂପ ନିଏ ନାଁ!-->…
Read More...
Read More...
ପଶ୍ଚିମ ଓଡିଶା ପାଳନ କରୁଛି ଭାଇ ଜିଉଁନ୍ତିଆ ଓଷା
ସାରା ପଶ୍ଚିମ ଓଡିଶାରେ ପାଳନ କରାଯାଉଛି ଭାଇ ଜିଉଁନ୍ତିଆ ଓଷା । ସୁବର୍ଣ୍ଣପୁର ହେଉ ବା ସମ୍ବଲପୁର ଭାଇ ଜିଉଁନ୍ତିଆକୁ ବେଶ୍ ଧୁମ୍ଧାମରେ ପାଳନ କରାଯାଇଛି । ଭାଇମାନଙ୍କ ଦୀର୍ଘାୟୁ କାମନା କରି ମାଁ ଦୁର୍ଗାଙ୍କ ପାଖରେ ଗୁହାରି କରିଥାନ୍ତି ଭଉଣୀମାନେ ।ଦୁର୍ଗା ମା'ଙ୍କ ଅଷ୍ଟମୀ ପୁଜାପରେ ସାରା!-->…
Read More...
Read More...
ମା’ ଭୈରବୀଙ୍କ ପୀଠେରେ ଅଷ୍ଟମୀ ପୂଜା
ହରଭଙ୍ଗା :ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ବସିନୀ ମା ଭୈରବୀଙ୍କ ପୀଠେ ଗୁପ୍ତ ଅଷ୍ଟମୀ ପୂଜା ରୀତିନୀତି ଅନୁଯାୟୀ ଶନିବାର ଦିନ ପାଳିତ ହୋଇଛି । ମାଙ୍କ ପିଠେ ଗୁପ୍ତ ଷୋଳପୂଜା ଚାଲୁ ରହିଥିବାରୁ ଭକ୍ତ ମାନେ ସାହାଡ଼ା ବୃକ୍ଷ ମୂଳେ ମାଙ୍କ ଦର୍ଶନ କରିଥିବାର ଦେଖିବାକୁ ମିଳିଛି ।!-->…
Read More...
Read More...
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଉତ୍ତେଜନା
ହରଭଙ୍ଗା : ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଏଚ୍ପି ଗ୍ୟାସ ଅଫିସ ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ମତେ ହରଭଙ୍ଗା ବ୍ଲକ୍ ପିତାମ୍ବରପୁର ପଂଚାୟତ ଅନ୍ତର୍ଗତ କାନପୁର!-->…
Read More...
Read More...
୫୦ ଫୁଟ ତଳକୁ ଖସିଲା ୧୪ ଚକିଆ ଟ୍ରକ, ଡ୍ରାଇଭର ସୁରକ୍ଷିତ
ଘୁ ଉଦୟଗିରି:ଗତକାଲି ସନ୍ଧ୍ୟା ପ୍ରାୟ ୮ ଘଣ୍ଟିକା ସମୟରେ ଏକ ଷ୍ଟିଲ ରେଲିଂ ବୋଝେଇ ହୋଇ ଯାଉଥିବା ୧୪ ଚକିଆ ଟ୍ରକ କଳିଙ୍ଗା ଘାଟିର ବୁଲାଣୀ ରାସ୍ତାରେ ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ତଳକୁ ଖସି ପଡିଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭର ଗାଡିରୁ ଡେଇଁ ପଡିଥିଲେ ଏବଂ!-->…
Read More...
Read More...
ଆରମ୍ଭ ହେଲା ରାଜ୍ୟ ସ୍ତରୀୟ ଖୋଖୋ କ୍ରୀଡା
ପୁରୀ : ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ ଗ୍ରାଉଣ୍ଡ ପରିସରରେ ରାଜ୍ୟ ସ୍ତରୀୟ ଖୋ ଖୋ କ୍ରୀଡା ଆଜି ଠାରୁ ଆରମ୍ଭ ହୋଇଛି । ରାଜ୍ୟ ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରୀଡା ସଂଘର ପୂର୍ବତନ ଉପସଭାପତି ରାମଚନ୍ଦ୍ର!-->…
Read More...
Read More...